Home

ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍‌ ମୁମ୍ବାଇରେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହାତକୁ ଦି’ ହାତ ହୋଇଛନ୍ତି। ଉଭୟ ଏବେ ଆନୁଷ୍ଠାନିକ…

ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ

ନୂଆଦିଲ୍ଲୀ,୨୩।୬: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚ କରିବା ପାଇଁ ଦିଲ୍ଲୀରୁ ବିହାରର ନୱାଡାରେ ପହଞ୍ଚିଥିବା ସିବିଆଇ ଟିମ ଉପରେ ଗ୍ରାମବାସୀ ଆକ୍ରମଣ କରିଛନ୍ତି। ରଜୌଲି ପୋଲିସର ହସ୍ତକ୍ଷେପ ପରେ ସିବିଆଇ ଦଳର ଅଧିକାରୀଙ୍କୁ ଉଦ୍ଧାର କରାଯାଇ ଥିଲା। ନୱାଡା ପୋଲିସ…

NEET ପେପର୍‌ ଲିକ ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର,୨୩।୬: ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଜାତୀୟ ରାଜନୀତି ଉଠୁଛୁ ପଡୁଛି। ଏହାକୁ ନେଇ ବିରୋଧୀ ତୁହାକୁ ତୁହା ଟାର୍ଗେଟ କରୁଛି। ଏସବୁ ଭିତରେ ଓଡ଼ିଶାର ବିରୋଧୀ ଦଳ ନେତା ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି…

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍‌:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ

ଜୟପୁର,୨୩।୬: ରାଜସ୍ଥାନର ପାଞ୍ଚଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ୧୪ ମୀନା ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଭାଜପାରେ ମୀନା ଭୋଟରଙ୍କୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ଜଣାପଡିଛି। ଲୋକ…

ରାହୁଲ କରିଥିଲେ କି କଳାଜାଦୁ, ମହାରାଷ୍ଟ୍ରରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ‘ଖଟାଖଟ’ ମନ୍ତବ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏହି ମନ୍ତବ୍ୟ ଏବେ ତାଙ୍କୁ ଅସୁବିଧାରେ ପକାଇଛି। ପୁଣେରେ ବ୍ଲାକ ମ୍ୟାଜିକ ଆକ୍ଟ ୨୦୧୩ ଅଧିନରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଆସନ୍ତୁ…

ମୋହନ ସରକାରଙ୍କ ବଡ଼ ଘୋଷଣା, ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା

ଭୁବନେଶ୍ୱର,୨୩।୬: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଡିସି ପଟ୍ଟା ପାଇଥିବା ହୀରାକୁଦ ବିସ୍ଥାପିତ ବୁଡ଼ି ଅଞ୍ଚଳବାସୀଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।…

ଖୋଲିବ ସ୍କୁଲ, ମିଳିବ ଇଣ୍ଟରନେଟ ସେବା, ବାଲେଶ୍ୱରରେ କର୍ଫ୍ୟୁ କୋହଳ

ବାଲେଶ୍ୱର,୨୩ ।୬(ମାନସ ବିଶ୍ୱାଳ): ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଗତ ରବିବାର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇ ଦିଆଯାଇଥିବା ବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ…

ନିଜ ଜନ୍ମ ମାଟିରେ ରୋଡ଼ ଶୋ’ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ଥିଲେ। ସେଠାରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କି.ମି.…

ଗୋସମ୍ପଦ ମାଲିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ଅସମାପିକା ସାହୁ): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଗୋସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳଙ୍କୁ…

ଶ୍ରୀମନ୍ଦିରକୁ ନେଇ ଆଇନ୍‌ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ ହେବେ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ…

ସୁନା ଗହଣା ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

ରାୟଗଡା,୨୩।୬(ପ୍ରଫୁଲ୍ଲ କୁମାର ବେହେରା): କାଶିପୁର ବ୍ଲକ ଟିକିରି ପୋଲିସକୁ ମିଳିଛି ବଡ ଧରଣର ସଫଳତା। ଟିକିରି ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବ ବନ୍ଦିନୀ ବାଘଙ୍କ ନେତୃତ୍ୱରେ ଏହି ସଫଳତା ପୋଲିସ ବିଭାଗକୁ ମିଳିଛି। ସୂଚନା ମୁତାବକ, ଟିକିରି ଅଞ୍ଚଳରେ କିଛି ଦିନ…

ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିୱାଲଙ୍କ ଓକିଲମାନେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ସକାଳେ ଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?