Home

ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ

ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି। ଆମେରିକାରେ ଅନମୋଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର…

କ’ଣ ଗୁଣ୍ଡା ହେବୁ କି ତିଲକ…କ୍ୟାମେରା ସାମ୍ନାରେ ଯୁବ ଖେଳାଳିଙ୍କୁ ଲଜ୍ଜିତ କଲେ ସୂର୍ଯ୍ୟ

ନୂଆଦିଲ୍ଲୀ,୧୪।୪: ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ନିଜର ପୁରୁଣା ରୂପକୁ ଫେରିଛନ୍ତି। ଆରସିବି ବିପକ୍ଷରେ ଖେଳାଯାଇଥିବା ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟ ଖୁବ ଜୋରରେ ଗର୍ଜନ କରିଥିଲା। ସୂର୍ଯ୍ୟକୁମାର ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ବର୍ତ୍ତମାନ ଆଇପିଏଲ…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଜେରୁଜେଲମ୍‌,୧୪ା୪: ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଆହୁରି ମଧ୍ୟ କହିଛି ଯେ,…

ବିରାଟ କୋହଲି ଅର୍ଡର କଲେ ପିଜା, ମହମ୍ମଦ ସିରାଜଙ୍କର ଉଡିଲା ହୋସ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,,୧୪।୪: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନ ବର୍ତ୍ତମାନ ପର୍ଯ୍ୟନ୍ତ ନିରାଶାଜନକ ହୋଇଛି। ଫାଫ ଡୁ ପ୍ଲେସିସ ନେତୃତ୍ୱାଧୀନ ଆରସିବି ୬ଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ହାରିଛି। ଫଳାଫଳ ହେଉଛି ଯେ ଆଇପିଏଲ୨୦୨୪ ର ପଏଣ୍ଟ ଟେବୁଲରେ ଆରସିବି ଦଳ ଶେଷ…

ରୋହିତ ଶର୍ମାଙ୍କୁ କିଣିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ କହିଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ,୧୪।୪: ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛି ଆଖି ଦୃଶିଆ ହୋଇନାହିଁ । ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଚାରିଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ଆଇପିଏଲ ୨୦୨୪ ର ପଏଣ୍ଟ…

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତାର ବାର୍ତ୍ତା ମାଧ୍ୟମରେ ଆହ୍ବାନ ଦିଆଯାଇଛି। ଯାହା ସମସ୍ତ ଭୋଟରଙ୍କ ପାଇଁ ଏକ ପ୍ରେରଣା।…

ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ

ଅମରାବତି,୧୪।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶନିବାର ବିଜୟୱାଡାଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଜଗନ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିବାରୁ ସେ…

ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବାରୁ ଗୁଜବ ପ୍ରଚାର କରୁଛି କଂଗ୍ରେସ: ମୋଦି

ନର୍ମଦାପୁରମ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ସେ ହୋଶଙ୍ଗାବାଦ ଲୋକ ସଭା ନିର୍ବାଚନମଣ୍ଡଳୀର ପିପରିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାର ୩ ହେଲିକପ୍ଟରରେ ନର୍ମଦାପୁରମ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ…

ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଢୋଲ, ଝାଞ୍ଜ ସାଙ୍ଗକୁ…

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ ଭାଇରାଲ ହେଉଛି। ଯାହା ଆପଣ କେବେ କଳ୍ପନା କରି ନ ଥିବେ। ଲୋକଙ୍କ ପାଖରେ…

ସଲମାନଙ୍କ ଘର ଉପରକୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

ମୁମ୍ବାଇ: ରବିବାର ସକାଳେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍‌ ଆରୋହୀ ବାନ୍ଦ୍ରାସ୍ଥିତ ଭାଇଜାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଗୁଳି ଚଳାଇ ପବନ ବେଗରେ ପଳାଇ ଯାଇଥିଲେ।…

ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୪।୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି। ଲାଞ୍ଚ ଦେଇଥିବା ମାମଲାକୁ ଭିତ୍ତି କରି ସବିଆଇ ଏଫଆଇଆର ରୁଜୁ କରିଛି। ଏହି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri