Home

ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ,୨୮।୬: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ…

ବିରୋଧୀଙ୍କୁ ଉପବାଚସ୍ପତି ପଦ ବି ଦେବନି ଏନଡିଏ, ଜଣାପଡିଲା କିଏ ହେବେ

ନୂଆଦିଲ୍ଲୀ,୨୮।୬: ୧୮ତମ ଲୋକ ସଭା ଅଧିବେଶନରେ ଓମ ବିର୍ଲାଙ୍କୁ ବାଚସ୍ପତି ଭାବେ ଚୟନ କରାଯାଇଛି। ଏବେ ସ୍ପିକର ପରେ ଡେପୁଟି ସ୍ପିକର କିଏ ହେବ ତା’ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ଲୋକ ସଭାରେ ଏହି ପଦ ଖାଲି ପଡିଥିଲା।…

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ, ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସମାଜ ପ୍ରତି ସେମାନଙ୍କର ଥିବା ଅବଦାନ…

ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ

ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ…

ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ଡିଜି, କହିଲେ…

ଭୁବନେଶ୍ୱର,୨୮।୬: ଆଇପିଏସ ଆଶିଷ ସିଂଙ୍କୁ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଡିଜିପି କହିଛନ୍ତି, ଜୁନ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ଥିଲେ। ଆଶିଷ ତାଙ୍କ ଜଏନିଂ…

ମୋ ବ୍ୟାଗ୍‌ରେ ବୋମା ଅଛି କହି ବିମାନ ଉପରକୁ ଚଢିଗଲେ ଯାତ୍ରୀ…ଆଉ ତା’ପରେ..

ନୂଆଦିଲ୍ଲୀ,୨୮।୬: ଏୟାର ଇଣ୍ଡିଆ ବିମାନରେ ପୁଣି ବୋମା ଧମକ ମିଳିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାଉଥିବା ଜଣେ ଯାତ୍ରୀ କର୍ମଚାରୀଙ୍କୁ କହିଥିଲେ ଯେ, ତାଙ୍କ ବ୍ୟାଗରେ ବୋମା ଅଛି। ଏହା ପରେ ସମଗ୍ର ବିମାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।…

ପ୍ରଥମେ ରାଗିଲେ, ପରେ ହସିଲେ

ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟ ଅଧିବେଶନର ପଞ୍ଚମ ଦିନରେ ଲୋକ ସଭାରେ ନିଟ୍‌ ପ୍ରସଙ୍ଗ ଜୋରଦାର ହୋଇଥିଲା। ଲୋକ ସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ନିଟ୍‌ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ…

ଇଣ୍ଡିଆ ମେଣ୍ଟ ଏମ୍‌ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୬: ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଣ୍ଡିଆ ଆଲାଏନ୍ସ ଏମ୍‌ପିଙ୍କ ସହ ଚା’ ଖଟି କରିଛନ୍ତି। ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖଟିରେ ଅଯୋଧ୍ୟାର ସମାଜବାଦୀ ପାର୍ଟି ଏମ୍‌ପି ଅଓ୍ବଧେଶ ପ୍ରସାଦ ମଧ୍ୟ ତାଙ୍କ…

ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି

ଲିମା,୨୮।୬: ପେରୁରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି ଯେ ଶୁକ୍ରବାର ପେରୁ ଉପକୂଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଜେନ୍ସି ରିପୋର୍ଟ କରିଛି ଯେ ଏହି…

କୋହଲିଙ୍କ ଖରାପ ଫର୍ମକୁ ନେଇ ଉଠିଲା ପ୍ରଶ୍ନ: ରୋହିତ ଶର୍ମା କହିଲେ…

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାରତୀୟ ଦଳ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆଡେନ ର୍ମାାମଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

‘ଆପଣ ଏଇଥିପାଇଁ ସଂସଦ ଆସିଥିଲେ,’… ସାଗରିକା ଘୋଷଙ୍କ ଉପରେ ଗର୍ଜିଲେ ଧନକର

ନୂଆଦିଲ୍ଲୀ,୨୮।୬: ଶୁକ୍ରବାର ସଂସଦ ଅଧିବେଶନର ପଞ୍ଚମ ଦିନ। ପେପର ଲିକ ବିବାଦ ଉପରେ ଆଲୋଚନା ପାଇଁ କଂଗ୍ରେସ ଏମପି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ଶୁକ୍ରବାର ନିଟ ପ୍ରସଙ୍ଗରେ ଉତ୍ତେଜନା ମଧ୍ୟରେ ସଂସଦର…

ଗୃହରେ ବନ୍ଦ କରାଗଲା ରାହୁଲଙ୍କ ମାଇକ୍‌, ଓମ୍‌ ବିର୍ଲା କହିଲେ ମୋ’ ପାଖରେ…

ନୂଆଦିଲ୍ଲୀ,୨୮ା୬: ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି। ଶୁକ୍ରବାର ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍‌ ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି ଓମ୍‌ ବିର୍ଲା ସମୟ ଦେବାକୁ ମନା କରିଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?