ଉବର୍ ଅଟୋ ବୁକ୍ କରିବା ପଡ଼ିଲା ମହଙ୍ଗା: ବିଲ୍ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍
ନୋଏଡା, ୩୧।୩: ଅନ୍ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍ କରି ଉବର୍ ଆପ୍ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ…
ବିଦ୍ୟୁତ୍ ଆଘାତରେ ଚାଲିଗଲା ପୁଅର ଜୀବନ, ଦୁଃଖ ସତ୍ତ୍ୱେ ଏମିତି ନିଷ୍ପତ୍ତି ନେଇ ଉଦାହରଣ ସାଜିଲେ ମା’-ବାପା
କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ…
ଘନେଇଲା ବିଜେଡି କଳି: ଟିକେଟ୍ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା
ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି।…
ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ
ବିଶାଖାପାଟନମ୍,୩୧।୩:ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ ଡେଭିଡ…
‘୩୦୦ଟଙ୍କା ମିଳିବ, ଖାଇବାର ବନ୍ଦୋବସ୍ତ ବି ହୋଇଛି…’, ଖାଲି ଚେୟାର ଖୋଲିଲା ପୋଲ୍
ନୂଆଦିଲ୍ଲୀ,୩୧।୩: ରବିବାର ଦିଲ୍ଲୀର ରାମଲିଲା ମଇଦାନରେ ବିରୋଧୀ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ମିଳିତ ମଞ୍ଚର ’ସେଭ ଡେମୋକ୍ରାସି’ ରାଲିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। ବିଭିନ୍ନ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣରେ ମୋଦି ସରକାର ହଟାଇବା…
ସ୍ବାମୀଙ୍କୁ ହତ୍ୟା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କଲେ ସ୍ତ୍ରୀ
ଆଗ୍ରା,୩୧ା୩:ଉତ୍ତରପ୍ରଦେଶ ଆଗ୍ରା ଜିଲାର ବାହ ଥାନା ଅଞ୍ଚଳରେ ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଖସିଯାଇଥିଲା କି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେ ନିଜର ହ୍ବାଟ୍ସଆପ୍ ଷ୍ଟାଟସ୍ରେ ଏହି ପୁରସ୍କାର…
କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍କା
ନୂଆଦିଲ୍ଲୀ,୩୧ା୩:ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି। ଏହାକୁ ମିଶାଇ କଂଗ୍ରେସକୁ ମୋଟ ୩,୫୬୭…
ନିଜ କବର ନିଜେ ଖୋଳୁଛନ୍ତି ଅଖିଳେଶ: ଅସଦୁଦ୍ଦିନ
ନୂଆଦିଲ୍ଲୀ,୩୧।୩: ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲମିନ (ଏଆଇଏମଆଇଏମ) ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ଏମପି ଏସଟି ହାସନଙ୍କ ଟିକେଟ କାଟିବା ପାଇଁ ଓୱାଇଇସି ସମାଜବାଦି ପାର୍ଟି ଉପରେ ପ୍ରଶ୍ନ ଉଠାଇଥିଲେ। ଅସଦୁଦ୍ଦିନ…
ସୋରେନ-କେଜରିଓ୍ବାଲଙ୍କୁ ଜେଲରୁ ମୁକ୍ତି, ଯାଞ୍ଚ ଏଜେନ୍ସି କାର୍ଯ୍ୟ ଉପରେ ରୋକ…
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ରାମଲିଲା ମଇଦାନରେ ରବିବାର ଇଣ୍ଡିଆ ଆଲାଇନ୍ସର ‘ସେଭ ଡେମୋକ୍ରାସି’ ବା ଲୋକତନ୍ତ୍ର ବଞ୍ଚାଅ ରାଲି ଆୟୋଜିତ ହୋଇଥିଲା , ଯେଉଁଥିରେ ବିରୋଧୀ ଦଳର ବରିଷ୍ଠ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଞ୍ଚରୁ ନିର୍ବାଚନ…
ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର
ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ, ଏପ୍ରିଲ ୫ରେ କଂଗ୍ରେସ ଏହାର ମନିଫେଷ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଭାଜପାର ଶେଷ ମୁହୂର୍ତ୍ତରେ ମନିଫେଷ୍ଟୋ କମିଟି ଗଠନ…
ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆସନ ବଞ୍ଚାଇ ପାରିବେ ନାହିଁ ଋଷି ସୁନକ!
ଲଣ୍ଡନ,୩୧।୩: ବର୍ଷର ଶେଷ ଛଅ ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହା ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମେ’ରେ ନିର୍ବାଚନକୁ ଏଡ଼ାଇ ଦେଇଥିଲେ ଏବଂ ଚଳିତ…
‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ
ନୂଆଦିଲ୍ଲୀ,୩୧।୩: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି)ଏମପି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂ ଇଣ୍ଡିଆ ମେଣ୍ଟର ରବିବାର ହୋଇଥିବା ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ କି ଏଠି ଆମକୁ ସମସ୍ତଙ୍କ ସମର୍ଥନ ମିଳୁଛି…
Archives


