ଦୁଷ୍ପ୍ରାପ୍ୟ ପୁଷ୍ପ ବ୍ରହ୍ମକମଳ
ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଓ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ…
ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ, ୫ା୮(ଅଜିତ୍ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ…
୧୦୪୬ ରାଜସ୍ବ ଗ୍ରାମ ବଢ଼ିଲା
ଭୁବନେଶ୍ୱର, ୫।୮(ସୁନିତ୍ ମିଶ୍ର):ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି।…
ବାର୍ହା ଭାବି ସମ୍ପର୍କୀୟ ଶ୍ୱଶୁରଙ୍କୁ ଗୁଳି
ବଇଣ୍ଡା,୫ା୮(ପରିକ୍ଷିତ ସାହୁ):ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ। ଛତୁ ତୋଳିସାରି ବୁଦା ଭିତରୁ ବାହାରି ଆସୁଥିବା ସମ୍ପର୍କୀୟ ଶ୍ୱଶୁରଙ୍କୁ ବାର୍ହା ଭାବି ଗୁଳି ଚଳାଇଛନ୍ତି ଜ୍ୱାଇଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର…
ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ
ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ…
ଫେଲ୍ ମାରିଲା ଟିମ୍ଇଣ୍ଡିଆର ବ୍ୟାଟିଂ ଲାଇନ୍: ଶ୍ରୀଲଙ୍କା ବିଜୟୀ
କଲମ୍ବୋ, ୪ା୮: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍କୁ ୩୨ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍ କରିଥିଲା। ଜବାବରେ ଭାରତ ୪୨.୨…
ଆସନ୍ତା ୨ ଦିନରେ ବଦଳିବ ପାଗ
ଭୁବନେଶ୍ୱର,୪।୮:ରାଜ୍ୟରେ ୨ଦିନ ଧରି ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ ୨ଦିନରେ ପାଗ ବଦଳିବ। ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ…
ଅଯୋଧ୍ୟା ବଳାତ୍କାର ଘଟଣାକୁ ନେଇ ଲକ୍ଷ୍ନୌରେ ଭାଜପା ନେତା ଲଗାଇଲେ ହୋର୍ଡିଂ
ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଅଯୋଧ୍ୟା ଗ୍ୟାଙ୍ଗରେପ ମାମଲାକୁ ନେଇ ୟୁପି ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପ୍ରତିଦିନ ନେତାଙ୍କ ବିବୃତ୍ତି ସାମ୍ନାକୁ ଆସୁୁଛି। ଏହି ସମୟରେ ରାଜଧାନୀ ଲକ୍ଷ୍ନୌରେ ଭାଜପା ନେତା ଶ୍ୱେତା ସିଂ ଲକ୍ଷ୍ନୌର ୧୦୯୦ଛକଠାରେ ଅଯୋଧ୍ୟା ବଳାତ୍କାର ଅଭିଯୁକ୍ତଙ୍କ…
ନୋବେଲ ବିଜେତାଙ୍କ ଚେତାବନୀ, ଭାରତ ପର୍ଯ୍ୟନ୍ତ ବ୍ୟାପିବ ବାଂଲାଦେଶ ହିଂସା
ଢାକା/ନୂଆଦିଲ୍ଲୀ,୪।୮: ନୋବେଲ ବିଜେତା ତଥା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ବ୍ୟାପିଥିବା ହିଂସା ପଡୋଶୀ ଦେଶ (ଭାରତ) କୁ ମଧ୍ୟ ବ୍ୟାପିବ। ସେ କହିଛନ୍ତି ଯେ ଏହାକୁ ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିବା…
ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ନୋଭାକ ଜୋକୋଭିକ
ପ୍ୟାରିସ,୪।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୋଭାକ ଜୋକୋଭିକ ପୁରୁଷ ଟେନିସ ସିଙ୍ଗଲ ଫାଇନାଲରେ କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୋକୋଭିକ ଅଲକାରାଜଙ୍କୁ ସିଧାସଳଖ ସେଟରେ ୭-୬ (୭-୩), ୭-୬ (୭-୨) ରେ ପରାସ୍ତ କରିଥିଲେ। ସେ ଟେନିସରେ…
ମେଟଲ୍ ମିଟ୍ ୨୦୨୪: ସିନିୟର ବିଭାଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍
ଭୁବନେଶ୍ୱର,୪ା୮(ଅସମାପିକା ସାହୁ) ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କ୍ରିଷ୍ଟାଲ କ୍ରାଉନ୍ ହୋଟେଲରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ‘ମେଟଲ୍ ମିଟ୍ ୨୦୨୪’ର ରବିବାର ଶେଷ ହୋଇଛି । ଗ୍ରାଣ୍ଡ ଫିନାଲେରେ ସିନିୟର ବିଭାଗର…
ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି। ଶାହାରୁଖ ଖାନ ବଲିଉଡର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ…

