Home

ଖୋଲୁଛି ସତ୍ୟଜିତଙ୍କ ପ୍ରେମପେଡ଼ି, ୪୯ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କ ସହ ଯୋଗାଯୋଗ କଲା ପୋଲିସ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ନେଇଥିବା ୫ ମହିଳାଙ୍କ ସ୍ବାମୀ ସତ୍ୟଜିତ୍‌ ସାମଲ ଏବେ ଜେଲରେ ଦିନ ଗଣୁଛନ୍ତି। ତାଙ୍କୁ ଜେଲ ପଠାଇବା ପରେ କମିଶନରେଟ ପୋଲିସ…

ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ

ଲଣ୍ଡନ,୫।୮: ବ୍ରିଟେନରେ ପ୍ରବାସୀ ନାଗରିକଙ୍କ ବିରୋଧରେ ହିଂସାତ୍ମକ ସଂଘର୍ଷ ବନ୍ଦ ହେଉନାହିଁ। ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। କ୍ରମାଗତ ହିଂସା ସମ୍ପର୍କରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି, ଏହି ଦଙ୍ଗାରେ ଯୋଗ ଦେଉଥିବା ଲୋକଙ୍କ ବିରୋଧରେ କଠୋର…

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା: ଦ୍ରାବିଡଙ୍କୁ ପଛରେ ପକାଇଲେ

କଲମ୍ବୋ,୫।୮: ଶ୍ରୀଲଙ୍କା ବିପକ୍ଷ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଆୟୋଜକମାନେ ଭାରତକୁ ୩୨ ରନରେ ପରାସ୍ତ କରିଛନ୍ତି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୃଢ…

ଗୁପ୍ତଗିରି ମଠ ହେବ ତାଳବଣ

ମହାକାଳପଡ଼ା,୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା କରାଯାଉଛି। ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତାଳ ଓ ହେନ୍ତାଳ ବଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ରବିବାର ଚିତାଲାଗି ଅମାବାସ୍ୟା…

ଆଇଫୋନ୍‌ ନେଲା ହମାସ ମୁଖ୍ୟଙ୍କ ଜୀବନ! ବଢୁଛି ସନ୍ଦେହ

ଓ୍ବାଶିଂଟନ୍‌,୫ା୮: ଇରାନର ରାଜଧାନୀ ତେହେରାନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଶପଥ ନେଇଛି। ଇରାନ କହିଛି ଯେ, ଶୋଇଥିବା ସମୟରେ ହାନିୟେଙ୍କ…

ଐତିହାସିକ ବିଜୟ ପରେ ଏମିତି କହିଦେଲେ ଶ୍ରୀଜେଶ

ପ୍ୟାରିସ, ୫।୮ (ପି.ଟି.):ଭାରତ ଓ ଗ୍ରେଟ୍‌ ବ୍ରିଟେନ ମଧ୍ୟରେ ରବିବାର ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଅବସର ସୂଚନା ଦେଇସାରି ଥିବାରୁ ଗୋଲକିପର ପି.ଆର୍‌. ଶ୍ରୀଜେଶଙ୍କର ଏହା ଶେଷ ମ୍ୟାଚ ହେବ ନା ସେ…

ମାଟିରେ ମିଶିବା ପରେ ସ୍ମୃତି ହୋଇଗଲା ଭ୍ୟୁ ଟାଓ୍ବାର

ଏରସମା,୫।୮(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ଶ୍ରୀହୀନ ହୋଇଯାଇଛି। ଲୁଣା ଜୁଆର ପ୍ରତିରୋଧକ ବନ୍ଧ ନିର୍ମାଣ ସମ୍ଭବ ନ ହେବାରୁ ଏହାର ଭିତ୍ତିଭୂମି…

ସ୍କୁଲ୍‌ରେ ସ୍ମାର୍ଟଫୋନ୍‌ ବ୍ୟବହାର:ପ୍ରତିବନ୍ଧକ ଲଗାଇଲେଣି ୨୫% ଦେଶ

ପ୍ୟାରିସ୍‌, ୫।୮:ସ୍ମାର୍ଟ ଫୋନ ବ୍ୟବହାରର ଅନେକ ନକାରାତ୍ମକ ପ୍ରଭାବ ରହିଛି। ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ସାମ୍‌ନାକୁ ଆସିଛି। ତେବେ ସ୍ମାର୍ଟ ଫୋନ୍‌ ଡିଭାଇସ୍‌ ଛାତ୍ରୀଛାତ୍ରଙ୍କ ଶିଖିବାର କ୍ଷମତା ଓ ଧ୍ୟାନ କେନ୍ଦ୍ରିତ କରିବାର ଶକ୍ତି ଉପରେ ନକାରାତ୍ମକ ପ୍ରଭାବ…

ଖାଲି ପାଦରେ ୧ କି.ମି. ଦୌଡ଼ିଥିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍‌ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍‌ ମାଥ୍ୟୁ ଓ ଗୁଲ୍‌ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି…

୫ ହଜାର କି.ମି. ଦୂରରେ ରହି ଡାକ୍ତରଙ୍କ ଅସ୍ତ୍ରୋପଚାର

ସାଂଘାଇ: ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସମ୍ପ୍ରତି ଜଣେ ଡାକ୍ତର ବହୁ ଦୂରରେ ଥାଇ ମଧ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରିପାରୁଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଚାଇନାର ଲୁଓ କ୍ୱିଙ୍ଗ୍‌କ୍ୱାନ ନାମକ ଜଣେ ସର୍ଜନଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର…

୭୫ ବର୍ଷର ଫର୍ଦ୍ଦ ପାଠ

ମଣିଷ ସୃଷ୍ଟି ହେବା କାଳରୁ ବିଜ୍ଞାନ ସହ ତା’ର ପରିଚୟ। ଅଥଚ ଅଧିକାଂଶ ବ୍ୟକ୍ତି ବିଜ୍ଞାନ ପ୍ରତି ବୀତସ୍ପୃହ। ମାତ୍ର ଜନସାଧାରଣଙ୍କ ମନୋଭାବର ପ୍ରସାର କରିବା ଏବଂ ସେମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ବିଜ୍ଞାନ ହିଁ ପ୍ରଧାନ ଅବଲମ୍ବନ।…

ସାରସ୍ବତ ସୃଷ୍ଟିରେ ନନ୍ଦିନୀ ଶତପଥୀଙ୍କ ଭୂମିକା ଅତୁଳନୀୟ

ଭୁବନେଶ୍ୱର, ୫।୮ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୃଢ଼ ପଦକ୍ଷେପ ନେଇଥିଲେ। ମା’ମାନେ ଯେତେବେଳେ ହାଣ୍ଡିଶାଳରୁ ବାହାରୁ ନ ଥିଲେ, ସେତେବେଳେ ନନ୍ଦିନୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଆନ୍ଦୋଳନ ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?