Home

ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ତେଲ ଆଭିଭ,୧।୮: ଇସ୍ରାଏଲର ଅନ୍ୟ ଜଣେ ଶତ୍ରୁଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ଇସ୍ରାଏଲ କହିଛି ଯେ ଜୁଲାଇ ମାସରେ ହମାସର ବରିଷ୍ଠ ସାମରିକ କମାଣ୍ଡର ମହମ୍ମଦ ଦାଇଫଙ୍କୁ ହତ୍ୟା କରାଯାଇଥିଲା। ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର…

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା

କଲମ୍ବୋ,୧।୮:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହାର ଠିକ ପୂର୍ବରୁ ଶ୍ରୀଲଙ୍କାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଦଳର ଦୁଇଜଣ ଭେଟେରାନ ଖେଳାଳି ଦଳରୁ ବାଦ୍‌ ପଡିଛନ୍ତି। ମାଥିଶା ପାଥିରାନା ଏବଂ ଦିଲଶାନ ମଦୁଶଙ୍କା…

ଭିଏତନାମ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧।୮: ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନହ ତିନି ଦିନିଆ ସରକାରୀ ଗସ୍ତରେ ମଙ୍ଗଳବାର ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ବୈଦେଶିକ ରାଜ୍ୟମନ୍ତ୍ରୀ ପାବିତ୍ର ମାର୍ଗେରିଟା ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ତାଙ୍କ ଯାତ୍ରା ପୂର୍ବରୁ ଚିନହ ରାଜଘାଟରେ…

ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱର,୧ା୮: ସାମ୍ବାଦିକା ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ତେବେଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।…

ସ୍ବପ୍ନିଲଙ୍କ ସଫଳତା ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା…

ପ୍ୟାରିସ୍‌,୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଶୁଟର ସ୍ବପି୍ନଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ…

ରିଲ ମନ୍ତ୍ରୀ କହିବାରୁ ରାଗିଲେ ଅଶ୍ୱିନୀ ବୈଷ୍ଣବ, କହିଲେ…

ନୂଆଦିଲ୍ଲୀ,୧।୮: ଗୁରୁବାର (୧ ଅଗଷ୍ଟ) ରେ ଲୋକ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଷଣ ସମୟରେ ଅନେକ ହୋହଲ୍ଲା ଦେଖାଦେଇଥିଲା। ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହିଥିଲେ ଯେତେବେଳେ ଜଣେ…

ଭାଙ୍ଗୁଛି ବିଜେଡି! ବଡ଼ ଷଡଯନ୍ତ୍ର

ଭୁବନେଶ୍ୱର,୧।୮: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମପି ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ମମତା ରାଜ୍ୟ ସଭା ଏମପି ପଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାକୁ ନେଇ ବଡ଼ ଷଡଯନ୍ତ୍ର…

‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧।୮: ବୁଧବାର ଅର୍ଥାତ୍‌ ୩୧ ଜୁଲାଇରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ସଂସଦ ଭବନରେ ମଧ୍ୟ ଓ୍ବାଟର ଲିକେଜ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ପରେ ସଂସଦର ଛାତରୁ ପାଣି ଝରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ…

କିଏ ସେହି ସ୍ବପ୍ନିଲ କୁସାଲେ, ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ତୃତୀୟ ପଦକ

ପୁଣେ,୧।୮: ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଆଥଲେଟ ଅଟନ୍ତି। ସେ…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦର ଆସିଲା ବଡ଼ ନିଷ୍ପତ୍ତି, କୋର୍ଟ ଶୁଣାଇଲେ ଏହି ରାୟ

ମଥୁରା,୧ା୮: ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ମଥୁରାର ଶାହି ଇଦ୍‌ଗାହ ମସ୍‌ଜିଦକୁ ନେଇ ବିବାଦରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ଆସିଛି। ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆପତ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି।…

‘ପାସ୍ତାରେ ଭୃସଙ୍ଗ ପତ୍ରର ଛୁଙ୍କ..’, ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧।୮: ଅଭିନେତ୍ରୀ-ଏମପି କଙ୍ଗନା ରାନାୱତ ତାଙ୍କର ଖଟାମିଠା ବୟାନବାଜି ପାଇଁ ସର୍ବଦା ହେଡଲାଇନରେ ରହିଆସିଛନ୍ତି। ମଣ୍ଡିରୁ ଏମପି ଭାବରେ ନିର୍ବାଚିତ ହେବା ପରେ କଙ୍ଗନା କ୍ରମାଗତ ଭାବରେ ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି।…

ଏନ୍‌ଡିଏ ଦି ଫାଳ! ବଡ଼ ଗେମ୍‌ ଖେଳିପାରେ କଂଗ୍ରେସ

ବେଙ୍ଗାଲୁରୁ,୧।୮: କର୍ନାଟକରେ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନରେ କର୍ନାଟକର ଦୁଇଜଣ ଏମ୍‌ପିଙ୍କୁ ଦେବା ସତ୍ତ୍ୱେ କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରଣାଳୟ ପାଇଛନ୍ତି। ସେ ଶିଳ୍ପ ଏବଂ ଇସ୍ପାତ ପରି ମନ୍ତ୍ରଣାଳୟ ପାଇଲେ। ଏହା ସତ୍ତ୍ୱେ କୁମାରସ୍ବାମୀ ଭାରତୀୟ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?