Home

IPL 2025 : ମେଗା ଅକସନରେ ସାମିଲ ହେବେ ଏମିତି ଜଣେ ଖେଳାଳି ଯାହାଙ୍କ ପାଇଁ ପର୍ସ ଖାଲି କରିବାକୁ ପ୍ରସ୍ତୁତ ୯ଟିମ୍‌!

ନୂଆଦିଲ୍ଲୀ,୫।୮: ଆଇପିଏଲ ୨୦୨୫ର ମେଗା ନିଲାମ ହେବାକୁ ଯାଉଛି। ଆଜ୍ଞା ହଁ, ସମସ୍ତ ଦଳରେ ବଡ ପରିବର୍ତ୍ତନ ଦେଖାଯିବ। ଅନେକ ଦଳ ଏପରିକି ଷ୍ଟାର ଖେଳାଳିଙ୍କୁ ମୁକ୍ତ କରି ନିଲାମକୁ ପଠାଇବେ। ଏହି ସମୟରେ, ଏହିପରି ଖେଳାଳି ମେଗା ନିଲାମରେ ମଧ୍ୟ…

ପ୍ୟାରିସ ଅଲିମ୍ପିକ୍ସ: ଚାଇନାକୁ ପଛରେ ପକାଇ ଶୀର୍ଷରେ ଆମେରିକା, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ପ୍ୟାରିସ,୫।୮: ଆଥଲେଟିକ୍ସରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ପ୍ୟାରିସ ଅଲିମ୍ପିକ୍ସ ପଦକକୁ ଶୀର୍ଷରେ ରଖିବା ପାଇଁ ଆମେରିକା ଚାଇନାକୁ ଅତିକ୍ରମ କରି ୧୯ଟି ସ୍ବର୍ଣ୍ଣ, ୨୮ଟି ରୌପ୍ୟ ଏବଂ ୨୬ଟି ବ୍ରୋଞ୍ଜ ସହିତ ମୋଟ ୭୧ପଦକ ସହିତ ପ୍ରତିଯୋଗିତାର ଦଶମ ଦିନରେ…

ବନ୍ୟଜନ୍ତୁ ଶିକାର କରି ବନ୍ଧା ହେଲେ ଶିକାରୀ, ବାଘ ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ ଜବତ

ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବରେହିପାଣି ଓ୍ବାଇଲ୍ଡ ଲାଇଫ୍‌ ରେଞ୍ଜ୍‌ ଅଞ୍ଚଳରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି । ତାଙ୍କଠାରୁ କଲରାପତରିଆ ବାଘର ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ, ବନ୍ୟଜନ୍ତୁଙ୍କ…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍‌ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି…

ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଆୟୁଷ୍ମାନ ଯୋଜନା! ‘ମିଡଲ କ୍ଲାସ’ଙ୍କୁ ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୫।୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆୟୁଷ୍ମାନ) ଯୋଜନା କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୦କୋଟି ଲୋକ ଏହାର ଲାଭ ପାଇଛନ୍ତି। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଉଥିବା ଏହି…

ଦୁଃଖ ଜଣାଇବାକୁ ଆସିଛନ୍ତି ଶତାଧିକ ଲୋକ, ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ…

ଆଉ ମାତ୍ର କିଛି ବର୍ଷ ରାଜ କରିବେ ଗୌତମ ଆଦାନୀ, ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ କମ୍ପାନୀ

ନୂଆଦିଲ୍ଲୀ,୫।୮: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ ୬୨…

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର…

ବାଂଲାଦେଶ ହିଂସା: ୩୦୦ ଜଣଙ୍କ ଜୀବନ ଗଲାଣି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ଢାକା,୫ା୮: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଶେଷ ହେବା ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଶାସକ ଦଳର ସମର୍ଥକ ଏବଂ ସମର୍ଥକଙ୍କ ମଧ୍ୟରେ ଘଟିଥିବା ହିଂସା ଘଟଣାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦ ଲୋକ…

ସୁପରଷ୍ଟାର ସିଙ୍ଗର ୩ର ଓ୍ବିନର ହେଲେ ଅବିର୍ଭବ-ଅଥର୍ବ, ଜିତିଲେ ଏତେ ଲକ୍ଷ ଟଙ୍କା

ମୁମ୍ବାଇ: ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ସୁପରଷ୍ଟାର ସିଙ୍ଗର ୩ ଶେଷ ହୋଇଛି । ଶେଷରେ ୫ମାସ ପରେ ଶୋ’ ଏହାର ବିଜେତା ପାଇଲା। ଏହି ସିଜରେ ବହୁ ଭଲ ଭଲ ପ୍ରତିଯୋଗୀ ଥିଲେ, କିନ୍ତୁ କେରଳ ଏବଂ ଝାଡ଼ଖଣ୍ଡର…

ପରାଜୟ ପରେ ରାଗିଗଲେ ରୋହିତ ଶର୍ମା: କହିଲେ ଏମିତି କଥା

କଲମ୍ବୋ,୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟକୁ ନେଇ କ୍ୟାପଟେନ ରୋହିତ ଶର୍ମା ନିରାଶ ହୋଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୩୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟୋଜକମାନେ ସିରିଜରେ ୧-୦ ଅଗ୍ରଣୀ ହାସଲ…

ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…

ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?