Home

ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍‌ ଷ୍ଟାର୍ଟଅପ୍‌ର ଭାଗ୍ୟ

ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍‌ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍‌ମେଟିକ୍ସ ଓ୍ବିଜ୍‌ ବାଇଜୁ ରବୀନ୍ଦ୍ରନ୍‌ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍‌ ଅନ୍‌ଲାଇନ କୋଚିଂ ଫାର୍ମର…

ପ୍ରେମ ପାଇଁ ସୀମା ପାର୍‌ ହୋଇ ଭାରତ ଆସିଲେ ପାକିସ୍ତାନୀ ମହିଳା

ଜୟପୁର, ୩୦।୭:ପୁଣି ଥରେ ଏକ ସୀମା ପାର୍‌ ପ୍ରେମକାହାଣୀ ଦେଖିବାକୁ ମିଳିଛି। ମେହବିଶ୍‌ ନାମ୍ନୀ ଜଣେ ୩୩ ବର୍ଷୀୟା ପାକିସ୍ତାନୀ ମହିଳା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ପାର୍‌ ହୋଇ ରାଜସ୍ଥାନର ବିକାନେର ନିବାସୀ ରେହମାନଙ୍କୁ ଭେଟିବାକୁ ଆସିଛନ୍ତି। ଦୁହେଁ ଗତ କିଛିବର୍ଷ…

ଅବକାରୀ ଯୁଗ୍ମ କମିଶନରଙ୍କ ୫୨ ପ୍ଲଟ୍‌

ଭୁବନେଶ୍ୱର/ବଲାଙ୍ଗୀର,୩୦ା୭:(ସତ୍ୟଜିତ୍‌ ରାଉତ/ବୀରେନ୍ଦ୍ର ଝାଙ୍କର):୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ ଭୁବନେଶ୍ୱର,…

ଜାତୀୟ ଶିକ୍ଷା ନୀତିକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଆମ ଜନସଂଖ୍ୟାକୁ ସଶକ୍ତ କରିବା ତଥା ଦେଶର ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବେ ଉଭା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ…

ଜଙ୍ଗଲରୁ ଉଦ୍ଧାର ହେଲେ ଆମେରିକୀୟ ମହିଳା

ମୁମ୍ବାଇ, ୩୦ା୭:ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲାର ଏକ ଜଙ୍ଗଲରେ ଜଣେ ଆମେରିକୀୟ ମହିଳା(୫୦) ଚେନ୍‌ ଯୋଗେ ଏକ ଗଛରେ ବନ୍ଧା ହୋଇ ପଡ଼ିଥିବାବେଳେ ତାଙ୍କୁ ସୋମବାର ପୋଲିସ ଉଦ୍ଧାର କରିଛି। ଉକ୍ତ ଜଙ୍ଗଲ ନିକଟରେ ଥିବା ସୋନୁରଲି ଗ୍ରାମର ଜଣେ ମେଣ୍ଢା ଚରାଳି…

ପିଲା ଗାଡ଼ି ଚଳାଇଲେ ମା’ବାପାଙ୍କୁ ଜେଲ

କଟକ,୩୦ା୭ (କାର୍ତ୍ତିକ ସାହୁ):ଏଣିକି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଗାଡ଼ି ଚାଳନା ଉପରେ ଲାଗିବ ରୋକ୍‌। ଏହି ପିଲାମାନେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ସେମାନଙ୍କ ମା’ ବାପା ଜେଲ ଯିବେ। ଏଥିସହ ସମ୍ପୃକ୍ତ ପିଲାଙ୍କୁ ୨୫ ବର୍ଷ ନ ହେବା…

ନାମ ପରିବର୍ତ୍ତନ କରି ଧୋକା ଦେବାରେ ବିଜେଡି ସରକାର ଓସ୍ତାଦ ଥିଲା: ଭାଜପା

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍‌ ଚେଞ୍ଜର। ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି। ଏହାସତ୍ତ୍ୱେ ରାଜ୍ୟବାସୀଙ୍କ ନିଷ୍ପତ୍ତିକୁ ସ୍ବୀକାର କରିବା ପାଇଁ ଖୋଦ୍‌ ନବୀନ…

ମଣି-କାଞ୍ଚନ ଯୋଗ

ଏକଦା ଶ୍ରୀମନ୍ଦିରରେ ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀଚୈତନ୍ୟଦେବ ମାନସ ପୂଜା କରୁଥିବା ସମୟରେ ନିଜ ହାତତିଆରି ଗେଣ୍ଡୁଫୁଲମାଳ ଜଗନ୍ନାଥଙ୍କୁ ଲାଗି କଲାବେଳେ ତାହା ମହାପ୍ରଭୁଙ୍କ ମସ୍ତକରେ ଯାଉ ନ ଥାଏ। ଏହା ଭାବି ଭାବି ଚୈତନ୍ୟଦେବ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ…

ଓଡ଼ିଶାର ବିକାଶ ସ୍ବପ୍ନ-୨୦୩୬

ଓଡ଼ିଶାରେ ୨୪ବର୍ଷର ବିଜେଡି ଶାସନର ଅବସାନ ଘଟି ପ୍ରଥମଥର ପାଇଁ ଭାଜପା ଶାସନ ଆରମ୍ଭ ହୋଇଛି। ନୂଆ ସରକାର ୨୦୨୪-୨୫ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ୨୦୩୬ରେ ଓଡ଼ିଶା ଏହାର ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠାର…

ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୭: ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଆଗାମୀ ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ । ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ…

ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ବୟାନ, କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୨୯।୭: ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। କୋଲକାତାରୁ ଆଳୁ ଆସିବା ନେଇ ଆଲୋଚନା ହୋଇଛି। ଆମ ହକ ଦେବା ପାଇଁ ମୁଁ ମମତାଙ୍କୁ…

ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି

ଭୁବନେଶ୍ୱର,୨୯।୭: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ଗଢା ଯାଇଥିବା ଉଚ୍ଚସ୍ତରୀୟ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?