ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍
ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବିଶେଷ କରି ସେ ରହୁଥିବା ସିଭିଲ ଲାଇନ୍ସର ବଙ୍ଗଳା ନମ୍ବର ୪ ଏବେ ଚର୍ଚ୍ଚା ଘେରକୁ ଆସିଛି। ସ୍ଥାନୀୟ ଲୋକେ ଏହାକୁ ଅଭିଶପ୍ତ…
ବିଜେଡି ଏମପି-ବିଧାୟକ ପ୍ରାର୍ଥୀଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା
ପାଟଣା,୧୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୫୬ଟି ପଞ୍ଚାୟତ ମହିଳା କର୍ମୀଙ୍କୁ ନେଇ ମା କବଚ ସମାରୋହ ଶନିବାର ସାହାରପଡ଼ା ବ୍ଲକ ମାଛ ଗଡ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ମହିଳାମାନେ କେନ୍ଦୁଝର ଏମପି ପ୍ରାର୍ଥୀ ଧନୁର୍ଯ୍ୟୟ…
କେଜରିଓ୍ବାଲଙ୍କୁ ନେଇ ଲେଟର ବମ ପକାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର
ନୂଆଦିଲ୍ଲୀ,୧୩।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ସଂଜୟ ସିଂ ଜେଲରୁ ବାହାରିଛନ୍ତି। ଏହି ସମୟରେ ମହାଠକ ଗୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ଏହି…
୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍ ହୋଇଛି ଏତେ କୋଟି ଟଙ୍କା
ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ…
ମହାଭାରତରେ ପରିଣତ ହେଲା ମହାରାଷ୍ଟ୍ରର ଲୋକ ସଭା ନିର୍ବାଚନ, ପରିବାର ଲୋକେ ହେଉଛନ୍ତି ମୁହାଁମୁହିଁ
ମୁମ୍ବାଇ,୧୩।୪: ରାଜନୀତି ହେଉଛି ଏମିତି ଏକ ଦୁନିଆ ଯେଉଁଠାରେ କାହାକୁ ବିଶ୍ୱାସ କରାଯାଇପାରିବ ନାହିଁ । ଆଜି ଜଣେ ବନ୍ଧୁ ଆସନ୍ତାକାଲି ଶତ୍ରୁ ହେବ ଏବଂ ଶତ୍ରୁ ବନ୍ଧୁ ହେବ । କେଉଁ ନେତା କେଉଁ ଦଳରେ ଯୋଗଦେବେ ତାହା କୁହାଯାଇପାରିବ…
ଭାଜପାରେ ସାମିଲ ହେଲେ ବିଧାୟକ ବ୍ୟାମକେଶଙ୍କ ମାମୁ
ଭୁବନେଶ୍ୱର,୧୩।୪: ଭାଜପାରେ ସାମିଲ ହେଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ। ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଅଜୟ। ତେବେ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ…
‘ବିଜେଡିକୁ ହାରିବା ଭୟ ଘାରିଛି’
ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର…
ହେମା ମାଳିନୀଙ୍କୁ ସ୍ୟାଣ୍ଡେଲ ପିନ୍ଧାଇ ଦେଲେ ଶାହାରୁଖ
ମୁମ୍ବାଇ: ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ଏମିତିରେ ଜେଣ୍ଟଲ ମ୍ୟାନ କୁହାଯାଏ ନାହିଁ। ଶାହାରୁଖଙ୍କୁ ଅନେକ ସମୟରେ ଲୋକମାନଙ୍କ ସହ ବହୁତ ସମ୍ମାନର ସହିତ ମିଶୁଥିବା ଦେଖିବାକୁ ମିଳିଥାଏ । ଇଣ୍ଡଷ୍ଟ୍ରିର ଜଣେ ନୂତନ ଅଭିନେତା ହୁଅନ୍ତୁ, ତାଙ୍କ ପ୍ରଶଂସକ…
କେଜରିଓ୍ବାଲଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା: ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର ସକାଳେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଅନେକ ଗୁରୁତର ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲ ଭିତରେ…
ହ୍ୟାଣ୍ଡଲୁମ୍ ପୋଷାକର ଏକ୍ସକ୍ଲୁସିଭ ଆଉଟ୍ଲେଟ
ଭୁବନେଶ୍ୱର,୧୩।୪: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ ତଥା ହୋମ୍ ଗ୍ରାଉନ ବ୍ରାଣ୍ଡ୍ ‘ଅଙ୍କି’ର ପ୍ରଥମ ଅଫ୍ଲାଇନ ଷ୍ଟୋର ଭୁବନେଶ୍ୱରର ଜାଗମରା ଟ୍ରାଫିକ୍ଛକଠାରେ ଉଦ୍ଘାଟିତ ହୋଇଯାଇଛି। ୩୦୦ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ସ୍ବତନ୍ତ୍ର ଷ୍ଟୋର ତଥା ହ୍ୟାଣ୍ଡଲୁମ୍ ପୋଷାକର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ରେ…
ଜେଏସ୍ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ଉଦ୍ଘାଟିତ
ନୂଆଦିଲ୍ଲୀ,୧୩।୪: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ସାମାଜିକ ପ୍ରତିଷ୍ଠାନ ତଥା ଜେଏସ୍ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ‘ଜିନ୍ଦଲ ଜ୍ଞାନ’ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନରେ ଉନ୍ନତ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ…
QR କୋଡ୍ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ
ନୂଆଦିଲ୍ଲୀ,୧୩।୪: ପ୍ରାୟତ ଫିଲ୍ମରେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ପିଲା ନିଜ ପରିବାର ଠାରୁ ଅଲଗା ହୋଇଗଲେ କିମ୍ବା ହଜିଗଲେ ପିଲାର ଶରୀରରେ ଥିବା କଳାଜାଇ କିମ୍ବା କୌଣସି ଚିହ୍ନ ଦେଖି ନିଖୋଜ ପିଲାଟିର ପରିବାରକୁ ସନ୍ଧାନ କରାଯାଏ। କିନ୍ତୁ…
Archives


