Home

ଜେସିବି ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହି ଅଞ୍ଚଳରେ ବିଭିନ୍ନ ଅପରାଧମୂଳକ କାଣ୍ଡ ଘଟାଉଥିବା ବେଳେ ମଙ୍ଗଳବାର ରାତିରେ ଏକ ଜେସିବିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ନେଇ…

ପଶ୍ଚିମବଙ୍ଗରେ ନିଆଁ ଲାଗିଲେ ପୂରା ଉତ୍ତର-ପୂର୍ବ ଜଳିବ, କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା,୨୮ା୮: କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ପରେ ସାରା ଦେଶରେ ବିଦ୍ରୋହ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି। ବନ୍ଦ ଉପରେ ମମତା କହିଛନ୍ତି, ଯଦି ଏଠାରେ…

ନିଯୁକ୍ତି ଦାବିରେ ଗଣଧାରଣା

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇଏଲ୍‌ ସମେତ ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକରେ ସ୍ଥାନୀୟ ଯୁବତୀ/ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ବୁଧବାର ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଅଞ୍ଚଳରର କିଛି ମହିଳା/ଯୁବକମାନେ…

ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ

କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍‌ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି…

ଏହି ଏମ୍‌ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଲା ଇଡି, ୮୯ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୮ା୮: ଫେମା ମାମଲାରେ ଇଡି ଜଣେ ଏମ୍‌ପିଙ୍କ ଉପରେ ୯୦୮ କୋଟି ଟଙ୍କାର ଜରିମାନା ଲଗାଇଛି। ତେବେ ଡିଏମ୍‌କେ ଏମ୍‌ପି ଏସ୍‌ ଜଗତରକ୍ଷକ ଏବଂ ତାଙ୍କ ପରିବାର ଉପରେ ଇଡି ଏହି ଜରିମାନା କରିଥିବା ବେଳେ ୮୯ କୋଟି ଟଙ୍କାର ସମ୍ପତ୍ତି…

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ବରଗଡ଼,୨୮ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ୧୩୮ କିଲୋମିଟର ବିଶିଷ୍ଟ ଏହି ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ୨,୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ ଲାଇନକୁ…

ଖାଉଟିଙ୍କୁ ଲୁଟୁଛନ୍ତି ବେପାରୀ, ଏବେ ବି ଗଞ୍ଜାମରେ ଆଳୁ କେଜି ୩୫ ଟଙ୍କା

ଗଞ୍ଜାମ,୨୮ା୮(ବିଦ୍ୟାଧର ସାହୁ): ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଅନ୍ୟାନ୍ୟ ପରିବା ଦର ଅପେକ୍ଷା ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦାମ୍‌ ଅଧିକ ଯୋଗୁ ଚିନ୍ତାରେ ଖାଉଟି। ଏପରି ସ୍ଥଳେ କିଛି ଆଳୁ ଗୋଦାମ ମାଲିକଙ୍କ ଆଳୁ କଳାବଜାର ଖାଉଟିଙ୍କୁ ଅଧିକ ଚିନ୍ତାରେ ପକାଉଛି।…

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍‌

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୧ ଡ. ଇନ୍ଦୁ ଶର୍ମା ବୁଧବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ସେ ୧୦ ବର୍ଷ ଜେଲ…

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି, କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି।…

ଟେନ୍‌ସନ୍‌ରେ ଅଛନ୍ତି ହେମନ୍ତ ସୋରେନ୍‌: ଦିନେ ଭୋଟ ବ୍ୟାଙ୍କ୍‌ ପାଇଁ ଚମ୍ପାଇଙ୍କ ବିରୋଧରେ ଆକ୍ସନ ନେଇ ନ ଥିଲେ,ଆଉ ଆଜି…

ରାଞ୍ଚି,୨୮।୮: ଝାଡଖଣ୍ଡ ବିଧାନସଭା ପୂର୍ବରୁ ରାଜ୍ୟରେ ଚାଲିଥିବା ପ୍ରମୁଖ ରାଜନୈତିକ ଅସ୍ଥିରତା ଭାଜପା ପାଇଁ ଲାଭଦାୟକ ଏବଂ ଶାସକ ଦଳ ଜେଏମଏମ ପାଇଁ କ୍ଷତିକାରକ ହୋଇପାରେ। ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜେଏମଏମ ପାଇଁ ଟେନସନ ପରିସ୍ଥିତି ସୃଷ୍ଟି କରୁଥିବା…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବଇଜା ଗ୍ରାମର ଆର୍ତତ୍ରାଣ ମିର୍ଦ୍ଧା ଏବଂ ବାମୁର ଗ୍ରାମରର ରୀନା…

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଖଣ୍ଡଳମଣି ମନ୍ଦିରରେ ଜଣେ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?