Home

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ୍‌

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୧ ଡ. ଇନ୍ଦୁ ଶର୍ମା ବୁଧବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ସେ ୧୦ ବର୍ଷ ଜେଲ…

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି, କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି।…

ଟେନ୍‌ସନ୍‌ରେ ଅଛନ୍ତି ହେମନ୍ତ ସୋରେନ୍‌: ଦିନେ ଭୋଟ ବ୍ୟାଙ୍କ୍‌ ପାଇଁ ଚମ୍ପାଇଙ୍କ ବିରୋଧରେ ଆକ୍ସନ ନେଇ ନ ଥିଲେ,ଆଉ ଆଜି…

ରାଞ୍ଚି,୨୮।୮: ଝାଡଖଣ୍ଡ ବିଧାନସଭା ପୂର୍ବରୁ ରାଜ୍ୟରେ ଚାଲିଥିବା ପ୍ରମୁଖ ରାଜନୈତିକ ଅସ୍ଥିରତା ଭାଜପା ପାଇଁ ଲାଭଦାୟକ ଏବଂ ଶାସକ ଦଳ ଜେଏମଏମ ପାଇଁ କ୍ଷତିକାରକ ହୋଇପାରେ। ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜେଏମଏମ ପାଇଁ ଟେନସନ ପରିସ୍ଥିତି ସୃଷ୍ଟି କରୁଥିବା…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବଇଜା ଗ୍ରାମର ଆର୍ତତ୍ରାଣ ମିର୍ଦ୍ଧା ଏବଂ ବାମୁର ଗ୍ରାମରର ରୀନା…

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଖଣ୍ଡଳମଣି ମନ୍ଦିରରେ ଜଣେ ନାବାଳିକା…

କଙ୍ଗନାକୁ କଡ଼ା ତାଗିଦ୍‌ କରୁଛି ଭାଜପା, ବଡ଼ ଖୁଲାସା କଲେ ଭାଜପା ନେତ୍ରୀ!

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାକୁ ହରଡଘଣାରେ ପକେଇଛନ୍ତି ଭାଜପା ନେତ୍ରୀ କଙ୍ଗନା ରଣାଓ୍ବତ। ଯାହାକୁ ନେଇ ଦଳ ତାଙ୍କୁ ତାଗିଦ୍‌ କରିଛି। ଏପରି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଦଳ ତାଙ୍କୁ ଚେତାବନୀ ଦେଇଛି। ଏକ ଜାତୀୟ…

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ ଶୌଚ କରିବାକୁ ଯାଇଥିବାବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ କୈଳାସର ବାମ…

‘ଇସ୍ତଫା ମାଗିବାର ଅଛି ତ ପିଏମ୍‌ ମୋଦିଙ୍କୁ ମାଗନ୍ତୁ’, ପଶ୍ଚିମବଙ୍ଗ ବନ୍ଦକୁ ନେଇ ଏମିତି କହିଦେଲେ ମମତା

କୋଲକାତା,୨୮।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ।…

ବିଧାନସଭାକୁ ମୋବାଇଲ ମନା, ବିଧାୟକଙ୍କୁ ରୋକଠୋକ ଶୁଣାଇଦେଲେ ବାଚସ୍ପତି ସୁରମା

ଭୁବନେଶ୍ୱର,୨୮।୮: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଆସିବ ସିଏମ କିଷାନ ଯୋଜନା ଟଙ୍କା, ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ…

ଭୁବନେଶ୍ୱର,୨୮।୮: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏ ୪ ହଜାର…

ପୀଡିତା ପରିବାରକୁ ‘ସରି’ କହିଲେ ମମତା, ଜାଣନ୍ତୁ କାହିଁକି

କୋଲକାତା,୨୮।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ ‘ସରି’…

ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା

ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?