ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି
କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା ନିଶ୍ଚିତ…
ଯୁକ୍ତ ୩ ନାମଲେଖା ନିୟମରେ ପରିବର୍ତ୍ତନ, ବଡ଼ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୪।୮: ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ହେବ ପରିବର୍ତ୍ତନ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଛାତ୍ରୀଛାତ୍ର ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ। ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଭାଗ…
ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି
ପୁଣେ,୨୪।୮: ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ…
ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା ଶୁଣି ରାଗିଗଲେ ସ୍ବାମୀ, ମୁହଁରେ ଢାଳିଦେଲେ…
ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶରେ ଛାଡପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯଦିଓ ମୁସଲମାନ ମହିଳାମାନଙ୍କ ପାଇଁ ଟ୍ରିପଲ ତଲାକର ନିୟମ ପ୍ରଣୟନ କରାଯାଇଛି, ତଥାପି ମହିଳାମାନେ ତିନ ତଲାକର ଶିକାର ହେଉଛନ୍ତି। ବାହରାଇଚ ଜିଲାରୁ ଏଭଳି ସଦ୍ୟତମ ମାମଲା ସାମ୍ନାକୁ ଆସିଛି।…
କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ୍
କୋଲକାତା,୨୪ା୮: ଶନିବାର ସିବିଆଇ ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍ ମଧ୍ୟ କରାଯିବ।…
ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିଯୁକ୍ତ ସଞ୍ଜୟ, କହିଲେ ମୋର..
କୋଲକାତା,୨୪ା୮: ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍ଦା କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍ ପାଇଁ…
ଆମେରିକା ରାଷ୍ଟ୍ରପତି ରେସ୍ରୁ ଓହରିଲେ କେନେଡି, ଏବେ ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ
ଓ୍ବାଶିଂଟନ୍,୨୪।୮: ଆମେରିକାର ରାଷ୍ଟ୍ରପତି ରେସ୍ରୁ ରବର୍ଟ ଏଫ କେନେଡି ଜ୍ରୁ ଶୁକ୍ରବା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ସେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବେ। କେନେଡି ନିର୍ବାଚନ କ୍ଷେତ୍ରରେ ରହି ଗଣତାନ୍ତ୍ରିକ ପ୍ରାର୍ଥୀ କମଲା…
ବିଏସ୍ଏନ୍ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍, ପ୍ରତିଦିନ ମିଳିବ ୩ଜିବି ଡାଟା
ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ…
କିଏ ରହିବେ ଅଭିଯୁକ୍ତଙ୍କ ପକ୍ଷର ଓକିଲ? କୋଲାକାତା ମାମଲାକୁ ନେଇ ବଢୁଛି ପ୍ରଶ୍ନ
କୋଲକାତା,୨୪।୮: କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସରକାରୀ ଓକିଲ ପ୍ରଦାନ କରାଯାଇଛି। ଏହାପୂର୍ବରୁ କୋର୍ଟ ‘ପଶୁ ପ୍ରବୃତ୍ତି’ ଥିବା ସଞ୍ଜୟ…
ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!
ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି।…
ସାମ୍ନାକୁ ଆସିଲା ଆର୍.ଜି କର ହସ୍ପିଟାଲର ସେହି କାଳ ରାତିର ସିସିଟିଭି ଫୁଟେଜ୍, ଭୋର୍ ୪ଟା ସମୟରେ ସଞ୍ଜୟ…
ନୂଆଦିଲ୍ଲୀ,୨୪।୮: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ…
ପାକିସ୍ତାନକୁ ଭୁଲ୍ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍
ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍ ଭୁଲ୍ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍ଟିକୁ ପାଇଥିବା…

