Home

କାହିଁକି ପ୍ରାର୍ଥୀ ତାଲିକା ପ୍ରତ୍ୟାହାର କଲା ଭାଜପା, ଜାଣନ୍ତୁ ଅନ୍ଦର ମହଲରେ କ’ଣ ହେଲା

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ଭାଜପା ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ହେଲେ କିଛି ସମୟ ପରେ ଦଳ ଏହି ତାଲିକାକୁ ପ୍ରତ୍ୟାହର କରି ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ…

‘ବାଂଲାଦେଶ ବନ୍ୟା ପାଇଁ ଭାରତ ଦୋଷୀ ନୁହେଁ’, ଜାତୀୟ ଦଳର ନେତା କହିଲେ ହାସିନାଙ୍କ ପ୍ରତ୍ୟର୍ପଣ ଜରୁରୀ

ଢାକା,୨୬।୮: ବାଂଲାଦେଶରେ ବନ୍ୟା ପରିସ୍ଥିତି ପାଇଁ ଭାରତକୁ ଦୋଷୀ କରାଯିବାକୁ ନିନ୍ଦା କରିଛନ୍ତି ଜାତୀୟ ପାର୍ଟି ନେତା ଜିଏମ କାଦିର। ସେ କହିଛନ୍ତି ଯେ ଏହା ଭୁଲ ଏବଂ ଭାରତ ବିରୋଧୀ ଭାବନାର ଫାଇଦା ନିଆଯାଉଛି। ଏହା ବ୍ୟତୀତ ସେ ପୂର୍ବତନ…

ଶାନ୍ତି ବାର୍ତ୍ତା ପାଇଁ ଭାରତ ସବୁଠୁ ଭଲ ସ୍ଥାନ: ମୋଦି ଫେରିବା ପରେ ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୨୬।୮: ଗତ ଅଢେଇ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଏହି କାରଣରୁ ୟୁକ୍ରେନ ନିରନ୍ତର ଶାନ୍ତି କଥାବାର୍ତ୍ତା ପାଇଁ ଜିଦ ଧରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ…

ଏହି ଦେଶର ମହିଳାଙ୍କ ନିକଟରେ ରହିଛି ସବୁଠୁ ଅଧିକ ସୁନା, ଆମେରିକାଠାରୁ ଆଗରେ…

ସାଧାରଣତଃ ଭାରତୀୟ ମହିଳାମାନେ ସୁନା ଅଳଙ୍କାରକୁ ଅଧିକ ପସନ୍ଦ କରନ୍ତି ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଦେଶର ମହିଳାଙ୍କ ନିକଟରେ ମଧ୍ୟ ସୁନା ଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭାରତୀୟ ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ…

ଟିକ୍‌ଟକ୍‌ ଉପରୁ ହଟିଲା ବ୍ୟାନ୍‌

କାଠମାଣ୍ଡୁ,୨୬।୮: ଏକ ସମୟରେ ସୋସିଆଲ ମିଡିଆ ଆପ ଟିକ୍‌ଟକ୍‌ ବହୁତ ଚର୍ଚ୍ଚାରେ ଥିଲା। ଏହି ଆପକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ କିଛି ଦୁର୍ଘଟଣା ପରେ ଏହାକୁ ବ୍ୟାନ୍‌ କରାଯାଇଥିଲା। ଭାରତଠାରୁ ଆରମ୍ଭ କରି ଆମେରିକାରେ ଟିକ୍‌ଟକ୍‌ ବ୍ୟାନ୍‌ କରାଯାଇଛି।…

ହୋସ୍‌ ଉଡାଇବ ଉତ୍ତର କୋରିଆର ନୂଆ ଆତ୍ମଘାତି ଡ୍ରୋନ

ସିଓଲ,୨୬।୮: ଉତ୍ତର କୋରିଆ ଏହାର ଅମାବୀୟ କାର୍ଯ୍ୟରୁ କେବେ ପଛଘୁଞ୍ଚା ଦିଏନାହିଁ। ସେ ପ୍ରତିଦିନ ଆଣବିକ ଆକ୍ରମଣକୁ ନେଇ ଧମକ ଦେଇ ଆସିଛନ୍ତି। ଏବେ ଉତ୍ତର କୋରିଆ ଏକ ନୂଆ ଆତ୍ମଘାତି ଡ୍ରୋନ ପ୍ରସ୍ତୁତ କରିଥିବା ଜଣାପଡିଛି। ଏଥି ସହିତ, ଯଦି…

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା, ରହିଛି ଏହିମାନଙ୍କ ନାଁ

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମ ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଭାଜପା ସୋମବାର ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ…

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ମଧ୍ୟ ସାମିଲ କରନ୍ତୁ। କାରଣ ଶରୀରକୁ ଫିଟ୍‌ ରଖିବା ପାଇଁ ଯୋଗକୁ ହଁି ବିକଳ୍ପ…

ଚମ୍ପାଇ ସୋରେନଙ୍କୁ ନେଇ ବଢିଲା ସସପେନ୍ସ, କୁଆଡେ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ରାଞ୍ଚି/ନୂଆଦିଲ୍ଲୀ,୨୬।୮: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଦିଲ୍ଲୀରୁ ଏକ ବଡ ଖବର ଆସୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଦିଲ୍ଲୀରେ ବଡ ବଡ ଭାଜପା ନେତାଙ୍କୁ ଭେଟିବାକୁ ଯାଉଛନ୍ତି। କୁହାଯାଉଛି ଯେ…

ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର (୨୬ଅଗଷ୍ଟ) ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହି ତାଲିକାରେ…

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ।…

ଲଦାଖରେ ଗଠନ ହେଲା ୫ ନୂଆ ଜିଲା

ନୂଆଦିଲ୍ଲୀ,୨୬ା୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲା ଗଠନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୫ ଜିଲା ଗଠନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଜିଲାଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?