ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି
ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍ ରାଓ୍ବତ୍ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ଚର୍ଚ୍ଚା…
ନାଁ ବଦଳାଇ ପୁଣି ଜବରଦଖଲ: ରଙ୍ଗିଲା ହଟିଲା, ତାରିଣୀ ଲାଗିଲା
ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପ୍ରବଳ ଉତ୍ତେଜନା ଓ ଆନ୍ଦୋଳନ ପରେ ଉଚ୍ଛେଦ ହୋଇଥିଲା ମାଷ୍ଟରକ୍ୟାଣ୍ଟିନ ବସ୍ ଟର୍ମିନାଲ ନିକଟରେ ଜବରଦଖଲରେ ଥିବା ରଙ୍ଗିଲା ଢାବା। ମୁଖ୍ୟ ଶାସନ ସଚିବଙ୍କ ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଆଧାରରେ ବିଏମ୍ସି ପ୍ରଥମେ ଉକ୍ତ…
ରାଜଧାନୀରେ ଯୋଜନାବଦ୍ଧ ଜବରଦଖଲ: ଗଳାବାଟ ଦେଖାଉଛନ୍ତି ଅଧିକାରୀ
ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଦିନ ଆସିବ ଭୁବନେଶ୍ୱରର ସରକାରୀ ଜମି ଆଉ ସରକାରଙ୍କ ହାତରେ ନ ଥିବ। ସରକାରଙ୍କ ନାଁରେ ରେକର୍ଡ ଥିବ, ହେଲେ ଉପଭୋଗ କରୁଥିବେ ଜମି ମାଫିଆ ଓ ପ୍ରଭାବଶାଳୀ ବ୍ୟକ୍ତି। ସହରରେ ବଢ଼ି ଚାଲିଥିବା ଜବରଦଖଲ ଓ ଲୋକଦେଖାଣିଆ…
ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ଅଧିଗ୍ରହଣ ହେବ ୧୫ ଏକର ଜମି
ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ସର୍ଭେ ଚାଲିଥିଲା। ହେଲେ ସରକାରୀ ବିଜ୍ଞପ୍ତି ପାଇ ନ ଥିବାବେଳେ କେଉଁ ଆଧାରରେ ସର୍ଭେ ଚାଲିଛି ବୋଲି…
୨୫ ମହାଧନୀଙ୍କ ନିକଟରେ ଜିଡିପିର ୧୦% ସମ୍ପତ୍ତି; ମୁକେଶ ଅମ୍ବାନୀ ତାଲିକାର ଶୀର୍ଷରେ
ନୂଆଦିଲ୍ଲୀ,୨୬।୯: ଦେଶର ଶୀର୍ଷ ମହାଧନୀଙ୍କ ନିକଟରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୧୦ ପ୍ରତିଶତ ସମ୍ପତ୍ତି ରହିଛି ବୋଲି ଆଇଆଇଏଫ୍ଏଲ୍ ଓ୍ବେଲ୍ଥ ହୁରୁନ ଇଣ୍ଡିଆ ପକ୍ଷରୁ ଚଳିତବର୍ଷ ଲାଗି ପ୍ରକାଶିତ ମହାଧନୀ ତାଲିକାରୁ ସ୍ପଷ୍ଟ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ…
ପଳାଶୁଣୀ ଦୁର୍ଗାପୂଜା ସମିତି: ନବମୀରେ ଖେଚୁଡ଼ି, ଦଶମୀରେ ଦହିପଖାଳ
ବାଲିଅନ୍ତା,୨୬।୯(ଡି.ଏନ.ଏ.): ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇବେ ମା’ ଜଗତ୍ଜନନୀ। ଏଥିପାଇଁ ରାଜ୍ୟ ସାରା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କୋଣ ଅନୁକୋଣରେ ସାଜସଜ୍ଜା ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ରାଜଧାନୀରେ ବହୁ ଦୁର୍ଗାପୂଜା କମିଟି ପ୍ରତିବର୍ଷ ନୂଆ ଶୈଳୀରେ ତୋରଣ…
ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା
ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା ଥନ୍ବର୍ଗ। ସ୍ବିଡେନ୍ର ଷ୍ଟକ୍ହୋମ୍ରେ ଜନ୍ମିତ ଏହି ୧୬ ବର୍ଷୀୟା ପରିବେଶ କର୍ମୀଙ୍କୁ ଏହାର ଦୁଇଦିନ…
ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି
ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର ବଜାରରେ ଦେଖିବାକୁ ମିଳିଛି। ଏହି କାରଣରୁ ସପ୍ତାହର ତୃତୀୟ ଦିନ ଉଭୟ ବିଏସ୍ଇ ସେନ୍ସେକ୍ସ…
ହାତୀ ମୃତ୍ୟୁ ତଦନ୍ତ କଲା କେନ୍ଦ୍ରୀୟ ଟିମ୍
ବାରଙ୍ଗ,୨୬।୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହର୍ପିସ ଭୂତାଣୁ ସଂକ୍ରମିତ ଦ୍ୱାରା ଗତ ଏକ ମାସରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍ଏ)ର ଏସ୍.ପି ଯାଦବ ଓ ଜାତୀୟ ହର୍ପିସ ପ୍ରୋଜେକ୍ଟର ମୁଖ୍ୟ ଆସାମର ଗୌରାଙ୍ଗ ମହୋତଙ୍କୁ…
ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ
ଜଗତ୍ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଉଦ୍ଦେଶ୍ୟ ଥିଲା ରାଜାଙ୍କଠାରୁ ହତ୍ୟା ସଂକ୍ରାନ୍ତରେ ଅଧିକ କିଛି…
ତେଲ ପାଇଁ କ୍ରେଡିଟ୍ କାର୍ଡରେ ମିଳିବନି କ୍ୟାଶ୍ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ
ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍ କାର୍ଡଧାରୀଙ୍କୁ ଆଉ କ୍ୟାଶ୍ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ତୈଳ କମ୍ପାନୀଗୁଡ଼ିକ କ୍ରେଡିଟ କାର୍ଡଧାରୀଙ୍କୁ ୦.୭୫% କ୍ୟାଶ୍ବ୍ୟାକ୍ ଦେଉଥିଲେ। ଏ ସମ୍ପର୍କରେ ଦେଶର…
୨୭ରେ ଇଡିରେ ହାଜର ହେବେ ପାଓ୍ବାର
ନୂଆଦିଲ୍ଲୀ,୨୬ା୯(ପି.ଟି.): ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମ୍ଏସ୍ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀରେ ମୁଣ୍ଡ ନୂଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବୁଧବାର କହିଛନ୍ତି। ଆଗାମୀ ୨୭ରେ ସେ ଇଡିରେ ହାଜର ହୋଇ ସମସ୍ତ ସହଯୋଗ କରିବେ…
Archives


