ଅର୍ଣ୍ଣବ ତାଣ୍ଡବ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ, ପୋଲ ଉପରେ ଚାଲିଲା ୩ ଫୁଟର ପାଣି

ମୋହନା,୨୮ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବ ପ୍ରଭାବ ଗଜପତି ଜିଲା ମୋହନା ଅଞ୍ଚଳରେ ପଡ଼ିଛି। ଦୁଇଦିନ ହେଲାଣି ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି। ବୁଧବାର ଅପରାହ୍ନ ବ୍ରହ୍ମପୁରଠାରୁ ଜୟପୁରକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ମୋହନା ନିକଟରେ ଥିବା ଲେଡବନ୍ଧ ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ଚାଲୁଛି। ଯାହା କି ଗାଡ଼ ଚଳାଚଳ ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ରାସ୍ତାକୁ ସିଲ୍‌ କରି ଜନ ସାଧାରଣଙ୍କୁ ସଚେତନା କରୁଛି। ଅନ୍ୟପଟେ ମୋହନାଠାରୁ ଗୁଣ୍ଡ୍ରିଗୁଡ଼ାକୁ ସଂଯୋଗ କରୁଥିବା ଏକ ପୋଲର ପାର୍ଶ୍ୱରେ ଥିବା ଗାଡ଼ଓ୍ବାଲ ସମ୍ପୂର୍ଣ୍ଣ ଧସେଇ ଯାଇଛି। ଯାହା ଫଳରେ ଦୁଇରୁ ଅଧିକ ଗାଁ ଏବେ ବିଚ୍ଛିନ୍ନ ହୋଇ ରହିଛି। ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ବିରାଟକାୟ ଗଛକୁ କାଟିବା ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

‘ଅର୍ଣ୍ଣବ’ ପ୍ରଭାବ: ତପ୍ତପାଣି ଘାଟିରେ ରାସ୍ତା ବୁଡ଼ିଲା, ଯାତାୟାତ ପ୍ରଭାବିତ

ଗଞ୍ଜାମ,୨୮।୧୦ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ଥିବା ତପ୍ତପାଣି ଘାଟି ଅଞ୍ଚଳରେ ବର୍ଷା ଯୋଗୁ ସ୍ଥିତି ପ୍ରଭାବିତ ହୋଇଛି। ଜାତୀୟ…

PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ଖାତାରେ ଟଙ୍କା ଅଛି କି? ନଭେମ୍ୱର ୧୦ରୁ ବନ୍ଦ ହୋଇଯିବ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ!

ନୂଆଦିଲ୍ଲୀ,୨୮।୧୦: ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ରେ ଆପଣଙ୍କର କୌଣସି ପୁରୁଣା ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।…

୬୦ ଫୁଟ ଦବିଗଲା ନଦୀବନ୍ଧ

ଯାଜପୁର,୨୮।୧୦: ଯାଜପୁର ଜିଲାରେ ବୈତରଣୀ ନଦୀବନ୍ଧ ୬୦ ଫୁଟ ଦବିଯାଇଥିବା ଖବର ସାମ୍ନାକୁ ଆସିଛି। ଦଶରଥପୁର ବ୍ଲକ୍‌ର ନାରଣପୁର ନିକଟରେ ନଦୀବନ୍ଧ ଦବିଯାଇଥିବା ସୂଚନା ମିଳିଛି। ଏହି…

ରବୀନ୍ଦ୍ର ଜାଡେଜାଙ୍କ ୪ ବର୍ଷିଆ ଆଧିପତ୍ୟର ଅନ୍ତ; ICC ମାନ୍ୟତାରେ ସାମ୍ନାକୁ ଆସିଲେ ବିଶ୍ୱର ନୂଆ ନମ୍ବର ୧ ଖେଳାଳି

ନୂଆଦିଲ୍ଲୀ,୨୮।୧୦: ଆଇସିସି (ICC) ଟେଷ୍ଟ ଅଲ-ରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କ ଯୁଗର ଅନ୍ତ ଘଟିଛି। ଅକ୍ଟୋବର ୨୮, ବୁଧବାର ପ୍ରକାଶିତ ମାନ୍ୟତା ଅନୁଯାୟୀ, ଜାଡେଜା…

ଧୋନି ଅଧିନାୟକ, ବୈଭବ-ଅଭିଷେକ କରିବେ ଓପନିଂ; ଅନାୟା ବାଙ୍ଗର ବାଛିଲେ ଭାରତର ସମସ୍ତ ଫର୍ମାଟ ପାଇଁ Playing XI

ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର, ଭାରତ ପାଇଁ ଏକ ‘ସମସ୍ତ ଫର୍ମାଟ’ (Test, ODI ଓ T20)…

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ୩% ବଢିଲା DA

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ଠିକ ପୂର୍ୱରୁ ମୋଦି ସରକାର ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

‘Its Done Bro’, MLC ନିର୍ବାଚନରେ ବଡ଼ ବିଜୟ ପରେ ଡି.କେ. ଶିବକୁମାରଙ୍କୁ ଟାର୍ଗେଟ କଲା ଭାଜପା

ବେଙ୍ଗାଲୁରୁ,୨୮।୧୦: କର୍ନାଟକ ବିଧାନ ପରିଷଦ (MLC) ନିର୍ବାଚନରେ କଂଗ୍ରେସ ଦଳ ଚାରୋଟିଯାକ ଆସନ ହରାଇବା ଏବଂ ଭାଜପା ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ପରେ, ଭାଜପା କର୍ନାଟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?