ଭୀମା-କୋରେଗାଓ୍ବଁ ମାମଲା: ଲିଓ ଟଲଷ୍ଟୟଙ୍କ ମହାନ୍ କୃତି ‘ଓ୍ବାର ଆଣ୍ଡ୍ ପିସ୍’କୁ ନେଇ ଚର୍ଚ୍ଚା
ମୁମ୍ବାଇ,୩୧।୮: ଏବେ ଭୀମା-କୋରେଗାଓ୍ବଁ ହିଂସାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବିଚାରପତି ସରଙ୍ଗ କୋତଓ୍ବାଲ ବୁଧବାର ଅଭିଯୁକ୍ତ ବର୍ନନ ଗୋଞ୍ଜାଲଭେସ୍ଙ୍କୁ ପଚାରିଥିଲେ ଯେ, ସେ କାହିଁକି ନିଜ ଘରେ ଓ୍ବାର ଆଣ୍ଡ୍ ପିସ୍ ଭଳି ଆପତ୍ତି ଜନକ ସାମଗ୍ରୀ…
ଏନ୍ଏଚ୍ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍ଏଚ୍)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍ବେଗ ପ୍ରକାଶ ପାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ଜାତୀୟ ରାଜପଥଗୁଡିକର ନିର୍ମାଣ କରାଯାଉଛି।…
ଟ୍ରେନ୍ରୁ ୫ଶହ ପାରା ଜବତ, ୨ ଗିରଫ
ବଲାଙ୍ଗୀର ଅଫିସ, ୩୧ା୮: ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ରେ ୭ଟି ପେଟିରେ ଆସୁଥିବା ୫ଶହ ପାରାକୁ ବଲାଙ୍ଗୀର ଆରପିଏଫ୍(ରେଳ ସୁରକ୍ଷା ବଳ) ସ୍ଥାନୀୟ ରେଳଷ୍ଟେଶନ୍ରୁ ଶୁକ୍ରବାର ଜବତ କରିଛି। ପାରା ଚାଲାଣ କରୁଥିବା ବାପପୁଅଙ୍କୁ ଗିରଫ କରିଛି ା ଗିରଫ ୨ ଅଭିଯୁକ୍ତ…
ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି। ଶନିବାର ତାଙ୍କୁ ଘଟଣାସ୍ଥଳକୁ…
ସହରାଞ୍ଚଳ ଗରିବଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସହରାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇ କୈଶୋର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଲୋକଙ୍କ ଚାହିଦାକୁ ଦେଖି ଗୋଷ୍ଠୀ…
ସମ୍ବିଧାନ ଆଧାରିତ କବିତା ଲେଖି ସମ୍ମାନିତ ହେଲେ ଆଇପିଏସ୍ ଅଫିସର
ନୂଆଦିଲ୍ଲୀ, ୩୧।୮: ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ସୁନିଲ କୁମାର ଗୌତମ ସମ୍ବିଧାନ ଆଧାରିତ କବିତା ସଂକଳନ ‘ସମ୍ବିଧାନ କାବ୍ୟ’ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ ସେ ପୁଡୁଚେରିର ପୋଲିସ ମହାନିର୍ଦ୍ଦେଶକ ଥିଲେ। ବୁଧବାର…
ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ
ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି। ବିଶ୍ୱ ସ୍ତରରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି, ସୁଖୀ ସୂଚକାଙ୍କ ତାଲିକାରେ ବିଶ୍ୱର…
ବିମୁଦ୍ରୀକରଣ ବେଳେ ଜମା ହୋଇପାରି ନ ଥିଲା ୧.୧୭ କୋଟି ଅଚଳ ଟଙ୍କା: ସୁପ୍ରିମକୋର୍ଟ ଗଲେ ବ୍ୟବସାୟୀ
ନୂଆଦିଲ୍ଲୀ,୩୧ା୮: ବିମୁଦ୍ରୀକରଣ ବେଳେ ୧ କୋଟି ୧୭ ଲକ୍ଷ ଅଚଳ ଟଙ୍କା ଜମା କରିପାରି ନ ଥିବା ତାମିଲନାଡୁର ଜଣେ ବ୍ୟବସାୟୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଟଙ୍କା ଗ୍ରହଣ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…
ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍ଆର୍ସି
ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇବାକୁ ଯାଉଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ…
ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ପିଟନାହିଁ, ଗୁଳିକର
ଶ୍ରୀନଗର, ୩୧ା୮ :ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଉପତ୍ୟକାବାସୀଙ୍କ ଉପରେ ଭାରତୀୟ ସୁରକ୍ଷା ବଳର ବର୍ବରତା ଓ ନିର୍ଯାତନାକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ଅନେକ ଗ୍ରାମରେ ଲୋକଙ୍କୁ ଲାଠି ଓ କେବୁଲରେ ମାଡ଼ ମରାଯିବା ସହ ବିଦ୍ୟୁତ୍ ଝଟ୍କା…
ମାଲେସିଆ ଜାହାଜରୁ ତେଲକଢ଼ା ଆରମ୍ଭ
ବ୍ରହ୍ମଗିରି, (ଡି.ଏନ୍.ଏ.)/ ପୁରୀ ଅଫିସ ୩୦।୮: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁୁ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜରୁ ଶୁକ୍ରବାର ତେଲ କଢ଼ା ଆରମ୍ଭ ହୋଇଛି। ଏଥିରେ ରହିଥିବା ୪୦ ହଜାର ଲିଟର ତେଲ…
ନୃପେନ୍ଦ୍ର ମିଶ୍ର ହୋଇପାରନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ
ନୂଆଦିଲ୍ଲୀ,୩୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେବା ପରେ ସେ କେଉଁ ପଦବୀରେ ଅବସ୍ଥାପିତ ହେବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୧୯୭୭ ବ୍ୟାଚ୍ର ଏହି ଉତ୍ତରପ୍ରଦେଶ…
Archives


