Home

କନ୍ୟା ଦିବସ: ଦେଶରେ ୨ କୋଟି ୧୦ ଲକ୍ଷ ଅନାକାଂକ୍ଷିତ ଶିଶୁ କନ୍ୟା

ନୂଆଦିଲ୍ଲୀ, ୨୨।୯: ପ୍ରତି ବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ଭାରତରେ କନ୍ୟା ଦିବସ ପାଳନ କରାଯାଇଥାଏ। କନ୍ୟା ଶିଶୁଙ୍କୁ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ତେବେ ମାତାପିତା ଏବେ ବି ଶିଶୁପୁତ୍ରର ଆକାଂକ୍ଷା ରଖୁଥିବା ୨୦୧୭-୧୮…

୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ ୨ଟି ନିଖୋଜ ହୋଇଯାଇଥିଲେ। ଜାହାଜ ଗୁଡ଼ିକର ସନ୍ଧାନ ପାଇଁ ଗତ ୧୦ ବର୍ଷ ଧରି…

ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍‌ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା ସମାଗ୍ରୀ ତଳେ ପଡ଼ିବାକୁ ଆରମ୍ଭ କରିଥିଲା। ଏନେଇ ବିମାନରେ ଥିବା ୧୭୨ ଯାତ୍ରୀଙ୍କ ମଧ୍ୟରେ…

ଇଡ୍‌ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି

ଆଜିର ଏହି ଦରଦାମ୍‌ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ ପଇସା ଲାଭ ପାଇବାକୁ କାହାର ବା ଇଚ୍ଛା ନୁହେଁ। ହେଲେ କିଛି ଲୋକ ଅଛନ୍ତି,…

ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ବାଲାକୋଟରେ ପୁଣି ଜୈଶ୍‌ ଆତଙ୍କବାଦୀ ସକ୍ରିୟ: ୪୦ରୁ ଅଧିକ ଜେହାଦିଙ୍କୁ ଦିଆଯାଉଛି ତାଲିମ୍‌

ନୂଆଦିଲ୍ଲୀ,୨୨।୯: ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ଏବେ ପୁଣି ଥରେ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ଏଠାରେ ଏବେ ୪୦ରୁ ଅଧିକ ଜେହାଦିଙ୍କୁ ତାଲିମ୍‌ ଦିଆଯାଉଛି। ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ…

ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି

ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍‌ ବୁଝାମଣା ହୋଇଛି। ଏନେଇ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକାର ଟେଲ୍ୟୁରିୟନ୍‌ ଏବଂ ଭାରତର ପେଟ୍ରୋନେଟ୍‌ କମ୍ପାନୀ ମଧ୍ୟରେ…

ରେଳ ଷ୍ଟେଶନରେ ନାଁକୁ ମାତ୍ର ପ୍ଲାଷ୍ଟିକ ବର୍ଜନ ଶପଥ, ବ୍ୟବହାର ହେଉନି କ୍ରସିଂ ମେଶିନ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଟ୍ରେନ, ଷ୍ଟେଶନ ପରିସର ଓ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିଛି ରେଳ ବିଭାଗ। ୨୧ ଅଗଷ୍ଟରେ ରେଲ୍‌ଓ୍ବେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ କିଛ ଷ୍ଟେଶନକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ଆଗକୁ ସମସ୍ତ ଷ୍ଟେଶନରେ ପ୍ଲାଷ୍ଟିକ…

ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‌’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ର ବିଜେତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ…

ଲିଭ୍‌ ଇନ୍‌ରେ ରହୁଥିବା ମହିଳା ଅଧିକ ଦୁଃଖି: ସର୍ଭେ ରିପୋର୍ଟ ଲୋକାର୍ପଣ କରିବେ ଆର୍‌ଏସ୍‌ଏସ୍‌ ପ୍ରମୁଖ

ନୂଆଦିଲ୍ଲୀ,୨୨।୯: ସମ୍ପ୍ରତି ଦେଶରେ ଲିଭ୍‌ ଇନ୍‌ରେ ରହିବା ମହିଳା ପୁରୁଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଭଳି ସମ୍ପର୍କରେ ରହୁଥିବା ମହିଳା ଅଧିକ ଦୁଃଖୀ। ଏନେଇ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ୍‌ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ଲୋକାର୍ପଣ କରିବେ। ବିବାହିତା…

ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ ଫିଲ୍ମ ‘କଣ୍ଠୋ’ ସ୍ଥାନ ପାଇଥିଲାବେଳେ ବଲିଉଡ୍‌ ଫିଲ୍ମ ‘ଗଲିବୟ’ ଚଳଚ୍ଚିତ୍ର ଓସ୍କାର ପାଇଁ ଚୟନ…

ମୋଦିଙ୍କ ପାଇଁ ହ୍ୟୁଷ୍ଟନରେ ସ୍ବତନ୍ତ୍ର ‘ନମୋ ଥାଳି’

ଓ୍ବାଶିଂଟନ,୨୨।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ରହଣୀ ସମୟରେ ମୂଳ ଭାରତୀୟ ରାନ୍ଧୁଣିଆ କିରଣ ବର୍ମା ମୋଦିଙ୍କ ପାଇଁ ସ୍ବତନ୍ତ୍ର ନମୋ ଥାଳି ପ୍ରସ୍ତୁତ କରିବେ। ସକାଳ…

ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ ମିଳିଛି। ଦଶହରା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଫୁଲରେ ସଜେଇ ହୋଇ ଚମକୁ ଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri