ଟାଟା ଗ୍ରୁପ ଅଧୀନକୁ ଆସିପାରେ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୫-୧୧: ଟାଟା ଗ୍ରୁପ ନିକଟକୁ ଏୟାର ଇଣ୍ଡିଆର ପରିଚାଳନା ଭାର ଫେରିପାରେ। ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ଏହାର ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏହି ବିମାନ କମ୍ପାନୀକୁ କିଣିବା ନେଇ ଟାଟା…
ଏସିଡିଟିରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧା ଗ୍ଲାସେ…
ସକାଳେ ଜିରା ମିଶା ଗୁଡ଼ପାଣି ପିଇଲେ ବହୁ ଉପକାର ହୋଇଥାଏ। ଏହା ଦ୍ୱାରା ପାଚନକ୍ରିୟା ସ୍ବାଭାବିକ ହେବା ସହିତ ରକ୍ତହୀନତାରୁ ମୁକ୍ତି ମିଳେ। ଏହା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରି ହାର୍ଟ ଆଟାକ୍ରୁ ମୁକ୍ତି ଦେଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖାଦ୍ୟ…
ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା
ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ କମିଟି। ଜିଲାରେ ପ୍ରଥମ କରି ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ହାଇସ୍କୁଲରେ ଶିକ୍ଷା ପରିଚାଳନା…
ସ୍ମିଥ୍ଙ୍କ ଦ୍ୱିତୀୟ ବିବାହ
କେପ୍ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ବେଳର ଫଟୋକୁ ସ୍ମିଥ୍ ନିଜ ଟୁଇଟର୍ ପୃଷ୍ଠାରେ ଶେୟାର କରି…
ଜରି ତଳେ ଜୀବନ
ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସମସ୍ତଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ। ଏପରି କି ମୁଣ୍ଡ…
‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’
ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମାରୋହକୁ ଉଦ୍ଘାଟନ କରି ସଂଗୀତ ମଣିଷ ଜୀବନରେ ଶାନ୍ତି…
ଅର୍ଶ ରୋଗୀଙ୍କ ପାଇଁ ଉପକାରୀ ପାଚିଲା ଅମୃତଭଣ୍ଡା
ପାଚିଲା ଅମୃତଭଣ୍ଡା ଭିଟାମିନ୍ ଏ ଏବଂ ବି ର ଗୁଣରେ ଭରପୂର। ଏହାକୁ ଖାଇବା ସହିତ ସ୍କିନ୍ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା ଅମୃତଭଣ୍ଡାକୁ ତରକାରୀ କରାଯାଏ। ପାଚିଲା ଅମୃତଭଣ୍ଡାକୁ ଫଳ ଭାବରେ ଖିଆଯାଏ। ଏହା ସହିତ ଏହାକୁ…
ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି
ଭାରତୀୟ ଟିମର ପେସ୍ ବୋଲର୍ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର ଏବଂ ସଙ୍ଗୀତାଙ୍କ ଦୀର୍ଘଦିନ ଧରି ପ୍ରେମ ଚାଲିଥିଲା। ଗତବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ…
ଠିଆ ହୋଇ ପାଣି ପିଉଛନ୍ତି କି…
ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ…
ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା
ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ…
ବସ୍ ଷ୍ଟପ୍ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା
ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪ ବର୍ଷ ବୟସ୍କ ଶ୍ରମିକ ଧନଜୀ ଜଗଦାଲେଙ୍କୁ ବସ୍ ଷ୍ଟପ୍ରୁ ୪୦ ହଜାର ଟଙ୍କା ମିଳିଥିଲା।…
ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…
କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍ଟେକ୍ ଗାଁ। ଏଠାରେ ଜୋପ୍ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍ ଇଣ୍ଡିଆନ ସମ୍ପ୍ରଦାୟର। ଗାଁର ପଶୁପକ୍ଷୀଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ଦୃଷ୍ଟିହୀନ। ସେମାନେ ଜନ୍ମରୁ ଦୃଷ୍ଟିହୀନ ନ…
Archives


