Home

୪ ଓଭର, ୪ ମେଡେନ୍‌, ୪ ଉଇକେଟ୍‌: ବିରଳ ରେକର୍ଡ ହାସଲ କଲେ ଏହି ଖେଳାଳି

ସାଧାରଣତଃ କ୍ରିକେଟରେ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ସୃଷ୍ଟି ହେବାସହ ଭାଙ୍ଗିଥାଏ। ଏମିତି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ନ୍ୟୁଜିଲାଣ୍ଡର ରୋଜମ୍ୟାରି ମେୟାର। ଶ୍ରୀମ୍ପଟନ୍‌ ଟ୍ରଫିର ଏକ ମ୍ୟାଚରେ ସେ ୪ ଓଭର ବୋଲିଂ କରି କୌଣସି ରନ୍‌…

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଡି ପାରୁନି ଗଣିତ। ଶୁକ୍ରବାର ସୁଦ୍ଧା ଯଦି ଏହାର ସମାଧାନ ନ…

ପରଲୋକରେ ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା: ଶୋକ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା,୮।୧୧:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା ଦେବ ସେନ୍‌ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ…

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ଏବେ ଏହାକୁ ନେଇ ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି। ସେ…

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର ଠିକ୍‌ ତିନିବର୍ଷ ପରେ ବିମୁଦ୍ରୀକରଣକୁ ନେଇ ଲୋକାଲ୍‌ ସର୍କଲ୍ସ ନାମକ ଏକ ସଂସ୍ଥା ପକ୍ଷରୁ…

କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ନାହିଁ ରବିଶଙ୍କର

ନୂଆଦିଲ୍ଲୀ,୮।୧୧: କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ସରକାର ଏଥିପାଇଁ ରବିଶଙ୍କରଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ଏହି…

ବାଲେଶ୍ୱରରେ ‘ବୁଲ୍‌ବୁଲ୍‌’ର ପ୍ରଭାବ : ବର୍ଷା ପବନ ଆରମ୍ଭ

ବାଲେଶ୍ୱର ଅଫିସ,୮।୧୧: ବାଲେଶ୍ୱର ଜିଲାରେ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ମୃଦୁ ପବନ ବହିବା ସହିତ ମଧ୍ୟାହ୍ନରେ ବର୍ଷା ଆରମ୍ଭ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା ଜାରି…

ଅର୍ଥ ଦାବି କରୁଛନ୍ତି ମହାପ୍ରୟାଣ ଗାଡ଼ି କର୍ମଚାରୀ : ପ୍ରହସନ ପାଲଟିଛି ଯୋଜନା

ରାଇସୁଆଁ,୮।୧୧(ଡି.ଏନ୍‌.ଏ.): ମହାପ୍ରୟାଣ ଗାଡ଼ିରେ ମେଡିକାଲରୁ ମୃତଦେହକୁ ସମ୍ମାନ ସହକାରେ ନେଇ ଶ୍ମଶାନରେ ପହଞ୍ଚାଇବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ମୃତକଙ୍କ ଆତ୍ମୀୟଙ୍କଠାରୁ ଅର୍ଥ ଆଦାୟ କରୁଥିବାରୁ ଏହା ପ୍ରହସନ ପାଲଟିଛି।…

‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଜିଲାରେ ପ୍ରବଳ ବର୍ଷା…

ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେବାକୁ ଯାଇ ସେ ଏହା କହିଛନ୍ତି। ନିକଟରେ…

ଗଣମାଧ୍ୟମ ଉପରେ ରାଗିଲେ ରଜନୀକାନ୍ତ

ଚେନ୍ନାଇ,୮।୧୧: ଅଭିନେତାରୁ ରାଜନେତା ସାଜିଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି। ସେ କହିଛନ୍ତି କେତେଜଣ ବ୍ୟକ୍ତି ଓ ଗଣମାଧ୍ୟମ ମୋତେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟ ବୋଲି କହୁଛନ୍ତି। ତେବେ କୌଣସି ଦଳରେ କେହି ଯୋଗଦେବା…

ଯୁବକଙ୍କ କାନରୁ ବାହାରିଲା ୧୧ ଅସରପା

ବେଳେବେଳେ ଆମ ସହ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାର କଳ୍ପନା ମଧ୍ୟ କେହି କେବେହେଲେ କରି ନ ଥିବେ। ଚାଇନାର ଗୁଆଣ୍ଡଡୋଙ୍ଗରେ ରହୁଥିବା ୨୪ ବର୍ଷୀୟ ଯୁବକ ଲବଙ୍କ କ୍ଷେତ୍ରରେ ସେମିତି କିଛି ଘଟିଛି ଘଟଣା। ପ୍ରକୃତ କଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri