୨୧ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି
ପୁରୁଷୋତ୍ତମପୁର,୧୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୨୧ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ମିଳିଛି। ଏହି ନିୟମିତ ଆଦେଶପତ୍ରକୁ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରି ନିଷ୍ଠାପରତାର…
ପଦଯାତ୍ରାରେ ସରକାରଙ୍କ ଗୁଣଗାନ କଲେ ବିଧାୟକ
ଆନନ୍ଦପୁର,୧୦। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀ ଭଣ୍ଡାରିଡିହା ଏବଂ ଶାମୁକାନେଣ୍ଡି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲା ବିଜେଡି…
ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧୧ ତାରିଖ – Daily Horoscope
ମେଷ ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା…
ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି: ଧାରଣାରେ ବସିଲେ ପୂଜା କମିଟି ସଦସ୍ୟ, ଗ୍ରାମବାସୀ
ଆନନ୍ଦପୁର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ଥିବା ଜନୈକ ପୋଲିସ କର୍ମଚାରୀ କମିଟି ସଦସ୍ୟଙ୍କୁ ଦୁର୍ବ୍ୟବହାର ଏବଂ ଗାଲିଗୁଲଜ କରିଥିବା ଅଭିଯୋଗ…
ଗୋଟିଏ ଦିନ ପରେ ପୂରଣ ହୋଇପାରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ
ନୂଆଦିଲ୍ଲୀ,୧୦।୧୦: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ଫେବୃୟାରୀରେ ଏହି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଶୁକ୍ରବାର ସୁଦ୍ଧା ଏହାକୁ ପୂରଣ କରାଯିବ ବୋଲି…
ସୋହେଲା ହତ୍ୟା ମାମଲା : ଜଣେ ନାବାଳକଙ୍କ ସମେତ ୫ ଗିରଫ
ସୋହେଲା,୧୦।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲାଠାରେ ରାବଣ ପୋଡ଼ି ସମୟରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ସଂପୃକ୍ତ ପୋଲିସ ଜଣେ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ା ଗୁରୁବାର ଅପରାହ୍ନରେ ସୋହେଲା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍ଡିପିଓ…
ରାଫାଲ ବିମାନ କ’ଣ ନୂଆ ଟ୍ରକ୍ ଯେ ତାକୁ ପୂଜା କରାଗଲା: ଶରଦ ପାଓ୍ବାର
ନୂଆଦିଲ୍ଲୀ,୧୦।୧୦: ଗୋଟିଏ ଦିନ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ପ୍ୟାରିସ ଯାଇ ଯୁଦ୍ଧ ବିମାନ ରାଫାଲକୁ ଗ୍ରହଣ କରିବା ପୂର୍ବରୁ ଏହାକୁ ପୂଜା କରିଥିଲେ। ଆଉ ଏହାପରେ ପରେ ଏହି ପୂଜାକୁ ନେଇ ବିରୋଧୀ ଏବେ ଶାସକ ଭାଜପାକୁ ସମାଲୋଚନା କରି ଚାଲିଛନ୍ତି। ଗୁରୁବାର…
ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି। ବିମାନ ଚଳାଚଳ ମନ୍ତ୍ରଣାଳୟ ତାଙ୍କ…
ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଛି ହାଫିଜ
ନୂଆଦିଲ୍ଲୀ,୧୦।୧୦: ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍-ଦାଓ୍ବାର ମୁଖ୍ୟ ହାଫିଜ ସୟିଦ ଆସନ୍ତା ୧୪ ତାରିଖରେ ପିଓକେରେ ଆତଙ୍କବାଦୀଙ୍କ ରାଲି କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏହି ରାଲିକୁ ହାଫିଜ ନିଜେ ସମ୍ବୋଧନ କରିବେ। ମୁଜାଫରାବାଦରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ…
କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ…
ରିଲିଜ୍ ହେଲା ଫିଲ୍ମ ‘ଡ୍ରାଇଭ୍’ର ଗୀତ
ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ଶୁଶାନ୍ତ ସିଂ ରଜପୁତଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଡ୍ରାଇଭ୍’ର ଦ୍ୱିତୀୟ ଗୀତ ରିଲିଜ୍ ହୋଇଛି। ଅବଶ୍ୟ ଗୀତଟି ବେଶି ଫୋକସ୍ କରିଛି ନାୟିକା ଜ୍ୟାକଲିନଙ୍କ ଆଡକୁ। ତେଣୁ ଏଥିରେ ଜ୍ୟାକଲିନଙ୍କୁ ଖୁବ୍ ବୋଲ୍ଡ ଓ ସେକ୍ସି…
୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ
ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍ କନ୍ଭେନ୍ଶନ ସେଣ୍ଟରରେ ଏହା ନିଲାମ ହୋଇଛି। ଅତି ସାଧାସିଧା ଦେଖାଯାଉଥିଲେ ମଧ୍ୟ ଏହା ୧୭୭ କୋଟି ଟଙ୍କାରେ ବିକ୍ରି…
Archives


