Home

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁପଡ଼ିବା ଘଟଣା:ଖେଳ ଶିକ୍ଷୟିତ୍ରୀ, ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି ତେଜିଲା

ଭୁବନେଶ୍ୱର,୮ା୧୨(ବ୍ୟୁରୋ) ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମଞ୍ଚେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବାବେଳେ ମୁଣ୍ଡ, ହାତ…

ଜିଲା ମୁଖ୍ୟଚିକିତ୍ସାଳୟ: ମେଡିଶିନ ବିଭାଗରେ ଲାଗିବ ଲିଫ୍ଟ, ର଼୍ୟାମ୍ପ

ବାଲେଶ୍ୱର ଅଫିସ, ୮।୧୨-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିସିନ ବିଭାଗରେ ଲିଫ୍ଟ ଓ ର଼୍ୟାମ୍ପ ନିର୍ମାଣ ହେବ। ଶନିବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଚିକିତ୍ସାଳୟରେ ପୃଥକ ଭାବେ ଡେଙ୍ଗୁ ଓ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୮ା୧୨-ଚାକିରି କରାଇ ଦେବାକୁ କହି ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଖଜୁରିପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ସୂଚନା ଅନୁଯାୟୀ, ଫୁଲବାଣୀର ସମ୍ପୃକ୍ତ ଯୁବକ ମହିଳା ଜଣଙ୍କୁ ଚାକିରି କରାଇ…

ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି (ଡି.ଏନ୍‌.ଏ.) ୮ା୧୨-କନ୍ଧମାଳ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଗତ ୨ଦିନ ଧରି ଏହାର ପ୍ରକୋପ ବେଶ୍‌ ଅନୁଭୂତ ହେଉଛି। ବିଶେଷ କରି ସକାଳେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଅପରାହ୍ନରୁ ଶୀତ ମାଡି ଆସୁଛି, ଖରା…

୭.୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଗତ୍‌ସିଂହପୁର ଅଫିସ, ୮ା୧୨: ଜଗତ୍‌ସିଂହପୁର ସହରରେ ବ୍ରାଉନ ସୁଗାର ରାକେଟ୍‌ ସକ୍ରିୟ ରହିଛି। ଅତୀତରେ ପୃଥକ୍‌ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା ଆଶାଜନକ ସଫଳତା ମିଳିପାରି ନ ଥିଲା। ମାତ୍ର ଶନିବାର ଜଣେ ବ୍ୟକ୍ତିଙ୍କଠାରୁ ୭୫ ଗ୍ରାମ ବ୍ରାଉନ ସୁଗାର ଜବତ…

ଅଧାରେ ଅଟକିଛି ପାଇପ୍‌ ବିଛା କାର୍ଯ୍ୟ -୨ ବିଭାଗର ସମନ୍ବୟ ଅଭାବ ଯୋଗୁ ହୋଇପାରୁନି କାର୍ଯ୍ୟ

ନାଉଗଁ। ,୮ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୬୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ ଦ୍ୱାରା…

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ…

ଝାଡ଼ଖଣ୍ଡ ଭୋଟବେଳେ ହିଂସା: ଗୁଳିମାଡ଼ରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୭ା୧୨(ପି.ଟି.): ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ସିସାଇ ବିଧାନସଭା ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬ ନଂ. ବୁଥରେ କୌଣସି କାରଣକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖାଦେବାରୁ ପୋଲିସ ଏଥିରେ ହସ୍ତକ୍ଷେପ…

ଉତ୍ତରପ୍ରଦେଶରେ ପୁଣି ଲଜ୍ଜା: ନାବାଳିକାକୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ଦେଶର ବିଭିନ୍ନ ସ୍ଥାନରେ ଗୋଟାକ ପରେ ଗୋଟେ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଉନ୍ନାଓ କାଣ୍ଡ ପରେ ପୀଡ଼ିତା ଆଖିବୁଜିବା, ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର…

ସାନ ୨ ଭାଇଙ୍କୁ ଆକ୍ରମଣ ମାମଲା: ବଡ଼ ଭାଇ ଗଲେ ଜେଲ

ଦିଗପହଣ୍ଡି,୭ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମରେ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ୨ ଭାଇଙ୍କୁ ଗତ ରବିବାର ସକାଳେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲା ନଂ.୨୫୫/୧୯ରେ ଅନୁଯାୟୀ ଅଭିଯୁକ୍ତ ବଡ଼ ଭାଇ ଏମ୍‌.ଟୁକୁନା ରେଡ୍ଡୀଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି।…

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ ନିଆଁ ବାହାରି ଉକ୍ତ ଗ୍ରାମର ଅମି ପ୍ରଧାନ, ଭାନୁ ପ୍ରଧାନ ଓ ବିଜୟ ପ୍ରଧାନଙ୍କ…

ଜିଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ଫୁଲବାଣୀ ଅଫିସ, ୭ା୧୨- କନ୍ଧମାଳ ଷ୍ଟାଡିୟମରେ ଜିଲା ଯୁବ ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲାପାଳ ଡା.ବୃନ୍ଦା ଡି, ଜିଲା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?