Home

କାହିଁକି ଅଜିତଙ୍କ ସହ ମିଶି ଶପଥ ନେଇଥିଲେ ଫଡନବିସ

ମୁମ୍ବାଇ,୮।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ କିଛି କଥା କହିଛନ୍ତି। ଦ୍ୱିତୀୟ ଥର ଲାଗି ସେ କାହିଁକି ଅଜିତ ପାଓ୍ବାରଙ୍କ ସହ ମିଶି ଶପଥ ଗ୍ରହଣ କରିଥିଲେ ସେ ସମ୍ପର୍କରେ ଫଡନବିସ ମନ ଖୋଲି…

ହସ୍ପିଟାଲରେ ଗର୍ଭବତୀଙ୍କୁ ମିଳିଲାନି ସିଟ୍‌: ସ୍ବାମୀ ବନିଲେ ଷ୍ଟୁଲ୍‌…

ବେଜିଂ,୮।୧୨: ଚାଇନାରେ ଜଣେ ଗର୍ଭବତୀ ଏକ ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ବସିବା ପାଇଁ ତାଙ୍କୁ କୌଣସି ସିଟ୍‌ ମିଳି ନ ଥିଲା। ବହୁ ସମୟ ଛିଡାହୋଇ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସ୍ବାମୀ ଆଣ୍ଠେଇ ପଡ଼ି ଷ୍ଟୁଲ ଭଳି ହୋଇଥିଲେ।…

ବାସୁଦେବପୁର ସୁନା ଦୋକାନରେ କର୍ନାଟକ ପୋଲିସର ଚଢ଼ାଉ: ବ୍ୟବସାୟୀ ଗିରଫ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ବଜାରରେ ଏକ ସୁନା ଦୋକାନ ଉପରେ କର୍ନାଟକ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଚଢ଼ାଉ କରି ଦୋକାନୀ ଦୁଲାଳ ସାହୁଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୋଲିସ ୫…

ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ଉତ୍ସବ: ଯୋଗ ଦେଲେ ରାଷ୍ଟ୍ରପତି

ଖୋର୍ଦ୍ଧା ଅଫିସ,୮।୧୨: ଖୋର୍ଦ୍ଧା ବରୁଣେଇରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ନେଇ ଆୟୋଜିତ କାର୍ଯ୍ୟକମରେ ସେ ଯୋଗଦେଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟତିତ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ…

ରେକର୍ଡ ନିଶା: ପାଦରେ ନୁହେଁ ଚାଲନ୍ତି ହାତରେ…

ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ଯେ କେ ଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରେ ବୋଲି ମଣିଷ ବାରମ୍ବାର ପ୍ରମାଣ ଦେଇଆସିଛି। ଏଇ ଯେମିତି ଭଗବାନ ଆମକୁ ପାଦ ଦେଇଛନ୍ତି ଚାଲିବା ପାଇଁ ଆଉ ହାତ ଦେଇଛନ୍ତି ଦୈନନ୍ଦିନ…

ବ୍ଲକ ରୋଡ୍‌ରୁ ବାଇକ୍‌ ଚୋରି ଅଭିଯୋଗ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରୋଡ୍‌ରୁ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଚୋରି ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପାଇପ ମିସ୍ତ୍ରୀ କୁଟେଶ୍ବର ପ୍ରଧାନ ବ୍ଲକ ରୋଡ୍‌ରେ ଜଣେ ବ୍ୟକ୍ତିଙ୍କ ଘରେ ପାଣି ପାଇପ ମରାମତି କରିବା…

ଗୋଟିଏ ବର୍ଷରେ ୨୫ ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହ ୧୧୫୫ କୋଟିରୁ ଅଧିକ: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୮।୧୨: ଦେଶର ୨୫ଟି ରାଜନୈତିକ ଦଳର ମୋଟ ପାଣ୍ଠି ସଂଗ୍ରହ ଗୋଟିଏ ବର୍ଷ ମଧ୍ୟରେ ୩୨୯ କୋଟିରୁ ବୃଦ୍ଧି ପାଇ ୧୧୫୫ କୋଟି ଟଙ୍କା ହୋଇଛି। ଏନେଇ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ଆର୍ଥିକ…

ଅଡି ବସିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ,୮।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଘର ମଧ୍ୟ…

କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ; ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୮।୧୨: କେନ୍ଦ୍ରୀୟ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଏକ ସ୍କୁଲ ବ୍ୟାଗ୍‌ ତିଆରି କାରଖାନାରେ ରବିବାର ଭୋର୍‌ ୫ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୩୦ ଦମକଳ ଗାଡ଼ି…

ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି

ଭୁବନେଶ୍ୱର,୮।୧୨(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଗବତ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ…

ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍‌କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍‌: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର

ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ଗାଡ଼ି ଟ୍ରକ୍‌କୁ ପଛରୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଗୁରୁତର…

ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା

ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍‌ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ପାଣିମାଡ଼ କରିଥିଲା। ବିକ୍ଷୋଭକାରୀ ପ୍ଲାକାର୍ଡ, ବ୍ୟାନର ଧରି ଓ ନ୍ୟାୟ ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?