ଲତାଙ୍କୁ ଭାବପ୍ରବଣ ଟୁଇଟ୍ କଲେ ଧର୍ମେନ୍ଦ୍ର
ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ)ରେ ରଖାଯାଇଛି। ଲତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ହସ୍ପିଟାଲ ସୂତ୍ରରୁ…
ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଏକ ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି। ବନ୍ୟା ଯୋଗୁ ୧୫ ହଜାର…
ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଦେହରେ କାଦୁଅ ବୋଳିହେଲେ ୩୪୦ ଜଣ
ଗୋରଖପୁର,୧୯।୧୧: ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଉତ୍ତରପ୍ରଦେଶ ଗୋରଖପୁରରେ ୩୪୦ ଜଣ ମିଳିତ ଭାବେ ଦେହରେ କାଦୁଅ ବୋଳିି ହୋଇଛନ୍ତି। ଆରୋଗ୍ୟ ମନ୍ଦିର ପରିସରରେ ଏହା ସମ୍ପନ୍ନ ହୋଇଛି। ଏହା ସହିତ ଏହାକୁ ଏସିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନୀତ…
ତାନାଜିର ଟ୍ରେଲର ରିଲିଜ୍
ମୁମ୍ବାଇ: ମଲ୍ଟି ଷ୍ଟାର ଓ ଡ୍ରାମାରେ ଭରପୂର ଥିବା ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ବାରିୟର’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରଟି ୩ ମିନିଟ୍ ୨୧ ସେକେଣ୍ଡର ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ରିଲିଜ୍ ହେବାର କିଛି…
ଓଓ୍ବେସିଙ୍କ ଦଳକୁ ଭାଜପାର ବି ଟିମ୍ କହିଲେ ମମତା
କୋଲକାତା,୧୯।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସଦୁଦ୍ଦିନ୍ ଓଓ୍ବେସିଙ୍କ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇତେହାଦୁଲ୍ ମୁସ୍ଲିମିନ୍କୁ ଭାଜପାର ବି ଟିମ୍ ବୋଲି କହିଛନ୍ତି। ସେ ଓଓ୍ବେସିଙ୍କ ନାମ ନନେଇ କହିଛନ୍ତି ଯେ, କିଛି ଅଳ୍ପସଂଖ୍ୟକ କଟ୍ଟର ପନ୍ଥୀନେତା ଯେଉଁମାନେ ହାଇଦ୍ରାବାଦ୍ରେ…
ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ନିଲମ୍ବିତ
ଭୁବନେଶର,୧୯।୧୧(ବ୍ୟୁରୋ): ଦୁର୍ନୀତି ଅଭିଯୋଗ ପ୍ରମାଣ ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ଅର୍ଜୁନ କହଁର ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଜୁନଙ୍କ ବିରୋଧରେ ଗତ କିଛିଦିନ ହେବ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ…
ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଗୀତ ଲେଖି ଟୁଇଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୯।୧୧: ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ ତମ ଜନ୍ମ ଦିବସ ଅବସରରେ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାବୁକ ହୋଇଯାଇଛନ୍ତି। ସେ ଇନ୍ଦିରାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଲେଖି ଏହାକୁ ଟୁଇଟ୍ କରିଛନ୍ତି। ଏହା ସହିତ ପ୍ରିୟଙ୍କା ଇନ୍ଦିରାଙ୍କ…
ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…
ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ। ଏଥିପାଇଁ ମନ୍ଦିରର ଖ୍ୟାତି ରହିଛି । ପ୍ରାୟ ୬ ଶହ ବର୍ଷ ପୂର୍ବେ ଗୋଣ୍ଡଓ୍ବାନା…
ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍ବେଗ
ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ…
ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା
ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ…
ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍ କରୁଛି କୁକୁର: ଭିଡ଼ିଓ ଭାଇରାଲ
ଚେନ୍ନାଇ,୧୯।୧୧: ପ୍ଲାଟଫର୍ମର ସୁରକ୍ଷା ଦାୟିତ୍ୱ ଆର୍ପିଏଫ୍ ଉପରେ ନ୍ୟସ୍ତ ରହିଥାଏ। ତେବେ ଚେନ୍ନାଇରେ ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍ କରୁଛି ଏକ କୁକୁର। କୁକୁର ଭୁକିବା ଶୁଣି ସେଠାରେ ତତ୍କ୍ଷଣାତ୍ ଆର୍ପିଏଫ୍ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି।…
ଚମକୁଛନ୍ତି ତାରା
ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାରାଙ୍କୁ ବଲିଉଡ୍ ଓ ତାଙ୍କ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ…
Archives


