୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍ରେ ଶହୀଦ୍ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ
ଜମ୍ମୁ,୧୯।୧୧:ସିଆଚୀନ୍ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା ପାଇଁ ମାଇନସ୍ ୫୦ ଡିଗ୍ରୀରୁ କମ୍ ତାପମାତ୍ରାରେ ଯବାନମାନେ ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାରେ…
ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ
ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି। ସଚିବ କହିଛନ୍ତି, ଗଞ୍ଜେଇରେ ଔଷଧୀୟ…
ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ
ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା ଯୋଗାଶ ଅଧିକାରୀ(ସିଏସଓ)ଙ୍କ କାର୍ଯାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ଅଫିସ ଭିତରକୁ ଧସେଇ ପଶି ଚାଷୀମାନେ…
ଘରକୁ ଫେରିଲେ ନୁସରତ
କୋଲକାତା,୧୯।୧୧: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ନୁସରତ ଜହାଁ ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ରବିବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ବାମୀ…
ଚିଲଡ୍ରେନ୍ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା
ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ ପିଲା ସଞ୍ଚୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କରେ ୧୫୦ ଜଣ ଖାତା ଖୋଲିଛନ୍ତି। ସ୍ଥାନୀୟ ଛତିପୁରା…
ଲଣ୍ଡନ ଗଲେ ନଓ୍ବାଜ
ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ଲଣ୍ଡନ ଯାତ୍ରା କରିଥିବା ସୂଚନା ମିଳିଛି। ତାଙ୍କ ସହ ଭାଇ ଶେହବାଜ…
ବରଗଡରେ କ୍ୟାନସର୍ ହସ୍ପିଟାଲ୍ ସ୍ଥାପନ ଦାବି ତେଜିଲା
ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ…
କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ
ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାଙ୍କଶି…
ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ
ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ କ୍ଷତି ହୋଇଥାଏ, ଏହାପରେ ବି କେହି ସ୍ବାର୍ଥ ଛାଡନ୍ତି ନାହିଁ। ଆଉ ପରସ୍ପର ମଧ୍ୟରେ…
ଏଠାରେ ୧କିଲୋ ପ୍ଲାଷ୍ଟିକ୍ ବଦଳରେ ମିଳୁଛି କିଲେ ଚାଉଳ
ମୁଲୁଗୁ,୧୯।୧୧: ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ ଓ ପରିବେଶ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ତେଲେଙ୍ଗାନାର ମୁଲୁଗୁର ଜିଲାପାଳ ସି. ନାରାୟଣ ରେଡ୍ଡୀ ଏଥିପାଇଁ ଏକ ନିଆରା ପଦକ୍ଷେପ…
ଅର୍ଦ୍ଧଶତକ ହାସଲ ପରେ ଏହି ଖେଳାଳିଙ୍କ ଚାଲିଗଲା ଜୀବନ
ହାଇଦ୍ରାବାଦ,୧୯।୧୧: ହାଇଦ୍ରାବାଦ୍ରେ କ୍ଲବ କ୍ରିକେଟ ମ୍ୟାଚ୍ ଚାଲିତତ୍ବାବେଳେ ଏକ ଅଘଟଣା ଘଟିଛି। ବ୍ୟାଟ୍ କି ବଲ୍ ବାଜି ନୁହେଁ, ଜଣେ ଖେଲାଳିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ବୀରେନ୍ଦ୍ର ନାଏକ। ଏ-୩ ଡିଭିଜନ ଦିନିକିଆ ଲିଗ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ…
ବଦଳିପାରେ କଂଗ୍ରେସର ‘ଭାରତ ବଚାଓ’ ରାଲିର ତାରିଖ
ନୂଆଦିଲ୍ଲୀ,୧୯।୧୧: ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରାଲି କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସଂସଦର ଶୀତ ଅଧିବେଶନ ଚାଲିଥିବାରୁ ଏହାକୁ ଏବେ…
Archives


