Home

ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଧାଡ଼ି

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): ଡିସେମ୍ବର ପହିଲାରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ଥିବାବେଳେ କନ୍ଧମାଳ ଜିଲାପାଳ ବୃନ୍ଦା ଡି. ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିଚାଳନା ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ଶନିବାର…

ଆସନ୍ତା ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡିବ ବିମାନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବାକୁ ଥିବା ବେଳେ ସୁରଟରୁ ଶୁକ୍ରବାର ଓ ରବିବାର ବିମାନ…

ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ। ନିୟମ ଅନୁସାରେ କେବଳ ଯାଆଁଳା ଝିଅମାନଙ୍କୁ ଏଠାରେ ଚାକିରି ମିଳିଥାଏ। ଏହି ହୋଟେଲ ହେଉଛି…

ଅଧା ସପନରେ ପାହିଲା ରାତି, ମଉନେ ବସିଛି ମଉନାବତୀ…

ପ୍ରଶ୍ନ-ଥରେ ଏକ ସୁନ୍ଦର ସ୍ବପ୍ନ ଦେଖୁଥିଲି। ମୋ ମନର ମଉନାବତୀ ସପନରେ ଆସିଲା। ହେଲେ ସେ କିଛି କହିବା ପୂର୍ବରୁ ରାତି ପାହିଗଲା। ଏବେ ମୁଁ କ’ଣ କରିବି ? -ଦିନେଶ ରାଉତ, ବାଲେଶ୍ୱର ଉତ୍ତର: ସତରେ, ‘ଅଧା ସପନରେ ପାହିଲା…

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ ଲୋକେ ପରର୍ଚା ନାଡ଼ି କୂଅ କହିଥାନ୍ତି। ଏଥିରେ ଗାଧୋଇଲେ ଦେଖିପାରୁ ନ ଥିବା ଲୋକଙ୍କର…

ଅଜବ ଶିଶୁଙ୍କ ଗଜବ କଥା

ଏମାନେ ସମସ୍ତେ ଛୋଟ ପିଲା। ସବୁ ପିଲାଙ୍କ ପରି ଏମାନଙ୍କର ବି କୁନି କୁନି ସ୍ବପ୍ନ। କିନ୍ତୁ ଅସାଧାରଣ ସେମାନଙ୍କ ଚେହେରା, ଯାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ ଭିନ୍ନ କରେ । କିଏ ଆଜନ୍ମରୁ ଭିନ୍ନ ତ କିଏ ନିଜକୁ ଭିନ୍ନ କରି…

କୋରାପୁଟରେ ଶୀତ ଲହରି: ଜନଜୀବନ ପ୍ରଭାବିତ

କୋରାପୁଟ,୨୩।୧୧(ସ୍ବ.ପ୍ର.):କୋରାପୁଟ ଜିଲାରେ ସପ୍ତାହେ ଧରି ପ୍ରବଳ ଶୀତ ଲହରି ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଜିଲାରେ ତାପମାତ୍ରା ଦିନରେ ସବନିମ୍ନ ୨୫ ଡିଗ୍ରୀ ରହୁଥିବା ବେଳେ ସର୍ବାଧିକ ୩୦ ଡିଗ୍ରୀ ରହୁଛି। ସେହିପରି ରାତିରେ ପାରଦ ୧୬ରୁ ୨୦ଡିଗ୍ରୀ ମଧ୍ୟରେ…

ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗାଁରେ ମୋ ଜନ୍ମ। ଦୁରୁଦୁରା ଉଚ୍ଚ ବିଦ୍ୟାଳୟରୁ ୨୦୦୪ରେ ମାଟ୍ରିକ୍‌…

ଫେରି ପାରନ୍ତି ଇସା

ମୁମ୍ବାଇ: ବଲିଉଡ୍‌ ନାୟିକା ଇସା ଦଓ୍ବେଲ ପୁଣିଥରେ ପରଦା ମୁହାଁ ହୋଇଛନ୍ତି ବୋଲି ଖବର ମିଳିଛି। ବିବାହ ଓ ମାତୃତ୍ୱଲାଭ ପରେ ସେ ବଡ ପରଦାରୁ ଦୂରେଇ ଯାଇଥିଲେ। ହେଲେ ଏବେ ପୁଣିଥରେ ଭଲ କାହାଣୀ ଓ ଭଲ ଚରିତ୍ର ମିଳିଲେ…

ଏହି ଯୋଗାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ।…

ନଟରାଜ ପୋଜ୍‌

କ୍ରିକେଟ ପାଇଁ ରଣବୀର ସିଂ କେତେ ପାଗଳ ତାହା କହିବା ବାହୁଲ୍ୟ। କାରଣ ଗତ ବିଶ୍ୱକପ୍‌ରେ ତାଙ୍କୁ ଅତିଥି ଭାଷ୍ୟକାର ଭାବରେ ଦେଖିବାକୁ ମିଳିଥିଲା। କମେଡି ଡାଏଲଗ୍‌ ଭରା ତାଙ୍କର ଲାଇଭ୍‌ କମେଣ୍ଟ୍ରିକୁ ନେଇ ସେତେବେଳେ ବେଶ୍‌ ପ୍ରଶଂସା ମିଳିଥିଲା। ଏବେ…

ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍‌

ପେଟ୍‌ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା ମୂଷାଙ୍କ ପାଇଁ ତିଆରି କରିଛନ୍ତି ସୁନ୍ଦର ପାଇଜାମା। ତା’ସହ ସେମାନଙ୍କ ଆରାମ ପାଇଁ ତିଆରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri