ଶୀତଦିନେ ବଢ଼ିଯାଏ ଶରୀର ଓଜନ…
ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।…
ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …
ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ଗ୍ରହଣ କରାଯାଇଥାଏ। ସେହିପରି ଖାଦ୍ୟପଦାର୍ଥ ଗ୍ରହଣରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥାଏ। ତେବେ…
ଏହି କୋର୍ସରେ ଫେଲ୍ ହେଲେ ସାରା ଜୀବନ ରହିବେ ଅବିବାହିତ
ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ ସେଥିପାଇଁ ଏଠାକାର ସରକାର ଏକ ପ୍ରି-ଓ୍ବେଡିଂ କୋର୍ସ ଆରମ୍ଭ କରିଛନ୍ତି। ବିବାହ କରିବାକୁ ଥିବା…
ଫ୍ଲୋରାଇଡ୍ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ
ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍ କମ୍। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ, ଶେଷରେ ସରକାର ଏଠାକାର ଲୋକଙ୍କୁ ଗାଁ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ…
ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ
କେସିଙ୍ଗା,୨୮।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି ବ୍ଲକର ସଭାଗୃହରେ ଆରମ୍ଭ ହୋଇଥିଲା। ଏଥିରେ ସିର୍ଜାପାଲିର ଚୌଧୁରୀ ଭୁଏ ୮୦୬ ଖଣ୍ଡ ଭୋଟ…
କାନୁନ୍ଗୋ ବୋଲି ଓଡ଼ିଆ ଭାବନ୍ତି
ଏକାଧାରରେ ଜଣେ ପ୍ଲେବ୍ୟାକ୍ ସିଙ୍ଗର୍, କମ୍ପୋଜର୍, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍। ନିଜ ପାର୍ଟି ନମ୍ବର୍ ଓ ର଼୍ୟାପ୍ ସଙ୍ଗ୍ ପାଇଁ ରାତାରାତ ୟୁଥ୍ ସେନ୍ସେସନ୍ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍ କରିବାରେ ଉସ୍ତାଦ୍। ‘ବାକି ବାତେଁ ପିନେ ବାଦ୍’ରେ…
କାମ କରୁନି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ: ଡାଇପର ପିନ୍ଧୁଛନ୍ତି ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି କେନ୍ଦ୍ରରେ ଥିବା ଆମେରିକା ଶୌଚାଳୟରେ ବର୍ଜ୍ୟବସ୍ତୁ ଜମା ହୋଇ ଆଉ କାମ କରୁ ନ…
ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ବ୍ୟସ୍ତ ଷ୍ଟାର୍ ଭାବେ ସୁପର୍ଷ୍ଟାର୍ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେଉଥିବାବେଳେ ଏଥିପାଇଁ ସେ ଲଗାତର ଶୁଟିଂରେ ବ୍ୟସ୍ତ ମଧ୍ୟ ରୁହନ୍ତି। ଏକାସମୟରେ ସେ ୨-୩ଟି ଫିଲ୍ମ ଶୁଟିଂ କରିଥାନ୍ତି।…
ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ: ବିଧାନସଭାରେ କୋହଳ ଅବଧିକୁ ଆଉ ତିନି ମାସ ବଢ଼ାଇବାକୁ ଦାବି
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ…
ହାଇଦ୍ରାବାଦକୁ ପର୍ଯ୍ୟଟନ ମନ୍ତ୍ରୀ ମହିଳାଙ୍କୁୁ ନେବା ପ୍ରସଙ୍ଗ: ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ରୋଡ ଶୋ’କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇଥିଲେ। ସରକାରୀ ଅର୍ଥରେ ଉକ୍ତ ଦୁଇ ମହିଳାଙ୍କୁ ହାଇଦ୍ରାବାଦ କାହିଁକି ନିଆଯାଇଥିଲା। କେନ୍ଦ୍ରାପଡ଼ାର…
ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !
ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଆହ୍ବାନଟି ହେଉଛି ନିଜ ଘର ସମ୍ଭାଳିବା…
୩ ସମବାୟ ସମିତି ଜରିଆରେ ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ
କର୍ଲାମୁଣ୍ଡା,୨୮।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୩ଟି ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନ କ୍ରୟ କରାଯିବାକୁ ଆନୁଷ୍ଠାନିକ ଭାବେ ରିଷିଡା, କର୍ଲାମୁଣ୍ଡା, ଯୋରାଡବ୍ରାଠାରେ ମଣ୍ଡି ଉଦ୍ଘାଟନ ହୋଇଛି। ମାତ୍ର ଚାଷୀଙ୍କ ଧାନ ଠିକ୍ ଭାବେ ଉଠି ପାରୁ ନ ଥିବାରୁ…
Archives


