ହଟ୍ ଷ୍ଟୋନ୍ ମସାଜ୍ ରଖେ ଏସବୁ ରୋଗରୁ ଦୂରେଇ…
ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍ ଷ୍ଟୋନ୍ ମସାଜ୍ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥାଏ। ପଥରର ତାପମାତ୍ରା ସମ୍ପୃକ୍ତ ସ୍ଥାନର ମାଂସପେଶୀକୁ ସତେଜ କରେ। ଫଳରେ ରକ୍ତ ସଞ୍ଚାଳନ…
ଜଗତସିଂହପୁର ଦଳିତ ଯୁବତୀ ଆତ୍ମହତ୍ୟା ପ୍ରସଙ୍ଗ: ଆପତ୍ତିଜନକ ଫଟୋ ଓ ପ୍ରମାଣ ପତ୍ର ଜବତ କଲା ପୋଲିସ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ):ଜଗତସିଂହପୁର ଜିଲାରେ ଦଳିତ ଯୁବତୀ ଆତ୍ମହତ୍ୟାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଜଗତସିଂହପୁର ଜିଲାର ନୂଆଗାଁ ଥାନା ଅଧୀନ ତେନ୍ତୁଇ ଗ୍ରାମରେ ଜଣେ ଯୁବତୀ…
ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …
ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍ ଏବଂ…
ବିଧାନସଭା ବନ୍ଦ ଆଶଙ୍କା କରି ସ୍ପଷ୍ଟୀକରଣ ଲୋଡିଲେ ବିରୋଧୀ ଦଳର ନେତା
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ନଭେମ୍ବର ୧୩ ତାରିଖରୁ ଷୋଡଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଇତିମଧ୍ୟରେ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ମଧ୍ୟ ଗୃହିତ ହୋଇସାରିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଚଳିତ ଅଧିବେଶନକୁ ସରକାର ବନ୍ଦ କରିଦେବେ…
ବିଭିନ୍ନ ବିଭାଗରୁ ହଜାରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର
ଲକ୍ଷ୍ନୌ,୨୬।୧୧: ଉତ୍ତର ପ୍ରଦେଶରେ ଅଯୋଗ୍ୟ ଓ ଭ୍ରଷ୍ଟାଚାର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଭିନ୍ନ ବିଭାଗରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ଯୋଗୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବା ସୂଚନା ମିଳିଛି। ପରିବହନ ବିଭାଗର ବିଭିନ୍ନ…
ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇ ଇସ୍ତଫା ଦେଲେ ଫଡ୍ନବିସ
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନିବସ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୩ଟା ୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ଦେବେ ବୋଲି…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍ବେଗ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ ବଡ ଗ୍ରାମକୁ ମଧ୍ୟ ଉକ୍ତ ଯୋଜନାରେ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଜନସାଧାରଣ ଯିବା ଆସିବା…
ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍
ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି କ୍ରିକେଟ ଖେଳାଳି। ଅଧିନାୟକ ବିରାଟ କୋହଲି ମୁମ୍ବାଇ ବିସ୍ଫୋରଣ କଥା ମନେପକାଇଛନ୍ତି।…
ରେଳଯାତ୍ରୀଙ୍କ ସୁରକ୍ଷା: ଷ୍ଟେଶନରେ ଲାଗିବ ଲକ୍ଷେ ସିସିଟିଭି କ୍ୟାମେରା
ନୂଆଦିଲ୍ଲୀ,୨୬।୧୧: ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ଷ୍ଟେଶନରେ ଲକ୍ଷେ ସିସିଟିଭି କ୍ୟାମେରା ଲଗାଯିବା। ଏନେଇ ରେଳ ବିଭାଗ ପକ୍ଷରୁ ଟେଣ୍ଡର ଜାରି କରାଯାଇଛି। ଟେଣ୍ଡର ଦୌଡ଼ରେ ୯ଟି କମ୍ପାନୀ ସାମିଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ଇଲୋକ୍ଟ୍ରନିକ୍ସ୍ ଲିମିଟେଡ୍(ବିଇଏଲ୍), ଟିସିଆଏଲ୍,…
ମହାରାଷ୍ଟ୍ର ରାଜନୀତିକୁ ନେଇ ମୋଦି-ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ରାଜନୀତି ଡ୍ରାମାକୁ ନେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି ହୋଇଛି। ମଙ୍ଗଳବାର ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ…
ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ
ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ଯୋଗୁ ବହୁ କୋଠା ଧରାଶାୟୀ ହୋଇଯାଇଛି। କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ…
ଆଶୀର୍ବାଦଙ୍କୁ ମିଳିଲା ଜାମିନ
କଟକ ଅଫିସ, ୨୬।୧୧: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ତାଙ୍କର ପାସ୍ପୋର୍ଟକୁ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ…
Archives


