ରାଣେଙ୍କୁ ସଂଖ୍ୟା ଯୋଗାଡ଼ ଦାୟିତ୍ୱ
ମୁମ୍ବାଇ,୨୫ା୧୧: ଦେବେନ୍ଦ୍ର ଫଡ୍ନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସତ, କିନ୍ତୁ ସରକାରକୁ ତିଷ୍ଠାଇ ରଖିବା ପାଇଁ ଆବଶ୍ୟକ ସଂଖ୍ୟାବଳ ଥିବା ଭଳି ମନେହେଉନାହିଁ। ଶିବସେନା-ଏନ୍ସିପି-କଂଗ୍ରେସ ପକ୍ଷରୁ ତୁରନ୍ତ ଆସ୍ଥାଭୋଟ ପାଇଁ ପିଟିଶନ ଦାଏର ହୋଇଥିବାରୁ ସୁପ୍ରିମକୋର୍ଟ ଫଡ୍ନବିସଙ୍କୁ କୌଣସି…
ପ୍ରାକୃତିକ ବିପତ୍ତି: ୪ ବର୍ଷରେ ଗଲାଣି ୬୨୨୮ ଜୀବନ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବିଭିନ୍ନ ସମୟରେ ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ଗତ ୪ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ସାପ କାମୁଡ଼ା, ଭୂସ୍ଖଳନ ଓ ପାଣିରେ ବୁଡ଼ି ୬୨୨୮ ଜଣଙ୍କ ଜୀବନ…
ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଅଚଳ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ
ନାଉଗାଁ ,୨୫।୧୧(ସ୍ବ.ପ୍ର.): ରୋଗୀଙ୍କୁ ବିନାମୂଲ୍ୟରେ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସରକାର ୧୦୮ ପରି ଜରୁରି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ନାଉଗାଁ ବ୍ଲକରେ ୨୦୧୫ରୁ କାର୍ଯ୍ୟକାରୀ ହେଉଛି। ହେଲେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ…
୨୦ ମିନିଟ୍ରେ ୨୦ ଟୁଇଟ୍
ମୁମ୍ବାଇ,୨୫ା୧୧: ଏନ୍ସିପି ବିଧାୟକ ଦଳ ନେତା ପଦରୁ ହଟିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ରବିବାର ୨୦ ମିନିଟ୍ ମଧ୍ୟରେ ୨୦ଥର ଟୁଇଟ୍ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ମହାରାଷ୍ଟ୍ରରେ…
ଖାରଜ ହୋଇପାରେ ପିଟିଶନ୍
ନୂଆଦିଲ୍ଲୀ,୨୫ା୧୧ (ଆଇଏଏନ୍ଏସ୍): ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ତିନିଦଳର ରିଟ୍ ପିଟିଶନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ ହେଁ ଏହାର କୌଣସି ସାମ୍ବିଧାନିକ ଭିତ୍ତି ନ ଥିବାରୁ ସ୍ବତନ୍ତ୍ର ଖଣ୍ଡପୀଠ ଏହାକୁ ଖାରଜ କରିଦେଇପାରନ୍ତି ବୋଲି ଆଇନଜୀବୀ ବିରାଗ ଗୁପ୍ତା କହିଛନ୍ତି।…
ପୂର୍ବ ଶତ୍ରୁତାରୁ ଗୁଳିମାଡ଼: ଜଣେ ଗୁରୁତର, ଦୁଇ ଅଟକ
ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ପାତ୍ରପଡ଼ା ଗ୍ରାମର ଧରଣୀଧର ସାହୁ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ କିଛି ଯୁବକ ଧରଣୀଧରଙ୍କ…
ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ
ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା କଂଗ୍ରେସ ଅଭିଯୋଗ ଆଣିଛି। ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି, ଭାଜପା…
ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ସରକାରଙ୍କୁ ୨୨ ଘଣ୍ଟିଆ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୫ା୧୧: ମହାରାଷ୍ଟ୍ରର କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ରବିବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୨ ଘଣ୍ଟା ପାଇଁ ଆଶ୍ୱସ୍ତି ମିଳିଛି। ଭାଜପା ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ବିଧାୟକମାନଙ୍କ ଯେଉଁ ସମର୍ଥନପତ୍ର ଆଧାରରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ…
ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରି ହୀରାକୁଦ ବନ୍ଧର ନିରାପତ୍ତା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ…
ମୂଳା ସହ ଏସବୁ ଖାଦ୍ୟ ମନା
ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି ମୂଳାକୁ କେତେଗୁଡିଏ ଖାଦ୍ୟ ସହ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି। କ୍ଷୀର: ମୂଳା ବା…
ଭାଜପା ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି: ଶରଦ ପାଓ୍ବାର
ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ଭାଜପା ଏବଂ ଏନସିପି ବିଧାୟକ ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି। ଅଜିତଙ୍କ ସମର୍ଥନ…
ମୁଁ ଏନସିପିରେ ଅଛି, ଶରଦ ପାଓ୍ବାର ମୋ ନେତା: ଅଜିତ ପାଓ୍ବାର
ମୁମ୍ବାଇ,୨୪।୧୧: ଭାଜପା ଏବଂ ଏନସିପି ମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବେ ବୋଲି ପୁଣି ନିଜ ମନ୍ତବ୍ୟ ଦୋହରାଇଛନ୍ତି ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଏହାସହ ସେ ଟୁଇଟ୍ ଯୋଗେ କହିଛନ୍ତି, ମୁଁ ଏନସିପିରେ…
Archives


