ବ ଲି ଉ ଡ୍ ହା ଲ ଚା ଲ
*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍ କାଷ୍ଟିଂରୁ ଅଭିଷେକ ବଚ୍ଚନ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖଁାଙ୍କୁ ସାଇନ୍ କରାଯାଇଛି। ପ୍ରଥମେ ଏହି…
ବୁଲବୁଲ ଉଜାଡିଦେଲା ୪ ଏକର ଫସଲ: ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ
ରାଜନଗର,୨୮।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୂରୁଗାଁ ଗ୍ରାମର ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା କରିଥିବା ଗୁରୁବାର ପରିବାରଲୋକେ ଅଭିଯୋଗ କରିଛନ୍ତି। ସେ ହେଲେ ରାମଚନ୍ଦ୍ର ବାରିକ(୮୦)। ରାମଚନ୍ଦ୍ର ୪ ଏକର ଜମିରେ ଭାଗ ଚାଷ କରିବା ସହ ଋଣ କରିଥିଲେ।…
ଜ୍ୟାକ୍ କାଲିସ୍ ଗୋଟିଏ ପାର୍ଶ୍ୱ ନିଶ କାଟି ଛାଡିଲେ ଫଟୋ, କାରଣ ଜାଣିଲେ କରିବେ ସଲାମ୍
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଫଟୋରେ ସେ ଗୋଟିଏ ପାର୍ଶ୍ୱ ନିଶ କାଟିଥିବା ଦେଖାଯାଉଛି। କିନ୍ତୁ ଏହା ପଛରେ ଏକ…
ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ
ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଉଛି ଶିବାଜୀ ପାର୍କ। ତେବେ…
ଦୁଇ ଛାତ୍ରୀଙ୍କୁ ଏସିଡ୍ ମାଡ଼: ଯୁବକ ଅଟକ
ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍ ମାଡ଼ କରିଛନ୍ତି। ଆହତ ଛାତ୍ରୀ ଦୁଇଜଣଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀର ହୋଇଥିବାବେଳେ ଆଉ ଜଣେ ୧୦ମ…
ଆଶାରେ ଶିବ୍
ସଦାଶିବ ନାୟକ ଓରଫ ଶିବ୍। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍’ରେ ତାଙ୍କୁ ଜଣେ ବକ୍ସର ଭୂମିକା (ମ୍ୟାକ୍)ରେ ଦର୍ଶକ ଦେଖିବାକୁ ପାଇବେ।…
ହୋଟେଲ ଭିତରେ ପଶିଲା ଯାତ୍ରୀବାହୀ ବସ୍: ଘଟଣାସ୍ଥଳରେ ଉତ୍ତେଜନା, ଚାଳକ ଅଟକ
ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଛକଠାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ହୋଟେଲ ଭିତରେ ଗୁରୁବାର ପୂର୍ବାହ୍ନରେ ପଶିଯିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଡାଗାଡ଼ୁ ଗ୍ରାମର ଦୀପା ପ୍ରଧାନ, ପ୍ରମିଳା ପ୍ରଧାନ,…
ସଫେଇ ଦେଲେ ପ୍ରଜ୍ଞା
ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ପ୍ରଜ୍ଞା ସିଂ ଠାକୁରଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ଦଳ ପକ୍ଷରୁ ତାଙ୍କୁ ତାଙ୍କ ପଦବୀରୁ ବାହାର କରାଯିବାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ବେଳେ ବେଳେ ମିଥ୍ୟାର…
ଅଭିନେତ୍ରୀ ହୋଇ ନ ଥିଲେ..
ବଲିଉଡ୍ରେ ପ୍ରିୟଙ୍କା ଚୋପ୍ରା ଜଣେ ପରିଚିତା ଅଭିନେତ୍ରୀ। ବେଶ୍ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ସେ ହଲିଉଡ୍ରେ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ। ହେଲେ ଜାଣିଛନ୍ତି, ଯଦି ପ୍ରିୟଙ୍କା ଅଭିନେତ୍ରୀ…
‘ମୁନ୍ନା ବଦ୍ନାମ୍ ହୁଆ’ ଗୀତରେ ଏକାଠି ନାଚିବେ ସଲମାନ, ପ୍ରଭୁଦେବା
ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ ହେବା ପରେ ଏବେ ବ୍ୟାକ ଟୁ ବ୍ୟାକ ଗୀତଗୁଡିକ ମଧ୍ୟ ରିଲିଜ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବମ୍ନାମ ହୁଆ’ ଗୀତ…
ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇ ପହଞ୍ଚିଲେ ଷ୍ଟାଲିନ
ମୁମ୍ବାଇ,୨୮।୧୧: ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ ଗୁରୁବାର ସକାଳେ ମୁମ୍ବାଇ ପହଞ୍ଚିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ ମୁମ୍ବାଇ ପହଞ୍ଚିଥିବା ସୂଚନା ମିଳିଛି। ଏହି…
ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର
ମହାକାଳପଡ଼ା,୨୮।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍ ପୃଥକ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବୁଧବାର ପ୍ରଶାନ୍ତ ସାହୁ(୨୩)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ମୃତ ପ୍ରଶାନ୍ତଙ୍କ…
Archives


