ଅଟୋ ଓଲଟି ବୃଦ୍ଧାଙ୍କ ଜୀବନ ଗଲା
ରାୟଗଡ଼ା ଅଫିସ,୧୪।୧୨: ରାୟଗଡ଼ା ଜିଲା ସେସକାଲ ଥାନା ଅଧିନସ୍ଥ ଗ୍ରାମର ବାଇସିଂ ଘାଟିରେ ଏକ ଓଟୋ ଓଲଟି ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, କାଶୀପୁର ବ୍ଲକର ଉପରକମ୍ପର ଗ୍ରାମର ମଙ୍ଗଳା ଖୋସଲା (୬୦) ଏବଂ ତାଙ୍କ ସମ୍ପର୍କୀୟମାନେ ଶୁକ୍ରବାର ଏକ…
ଓଜନ କମ୍ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …
କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍ ‘ସି’ ଠାରୁ ଆରମ୍ଭ କରି ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରୁ କ୍ୟାଲୋରୀ ଏବଂ ଫାଇବର ପ୍ରଚୁର ମାତ୍ରାରେ…
ମୋଦିଙ୍କ ଶାସନରେ ବେକାର ସମସ୍ୟା, ମହଙ୍ଗା ଦର ଏବଂ ଛଟେଇ ବଢ଼ି ଚାଲିଛି: ପ୍ରିୟଙ୍କା
ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ବଚାଓ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କ ଶାସନରେ ଦେଶରେ ବେକାର ସମସ୍ୟା ବୃଦ୍ଧି ପାଇଛି। ଗତ ୪୫ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ…
ଉତ୍ତରପୂର୍ବରେ କୋହଳ ହେଲା କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା
ଗୁଆହାଟୀ,୧୪।୧୨: ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ ନେଇ ଉତ୍ତରପୂର୍ବ ଭାରତରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ ଓ ତ୍ରିପୁରାରେ ଏବେ ବି ସେନା ମୁତୟନ ହେବା…
ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍
ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଏଗ୍ରିମେଣ୍ଟ ସାଇନ୍ ମଧ୍ୟ…
ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ
ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ ଲୋକେ ଉପହାର ଭାବେ ଭେଟି ଦେଉଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…
୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍: ଖର୍ଚ୍ଚ ହେବ ୬୩୮ କୋଟି
ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ ଏସ୍ଆଇଜି ସାଉୟେର ୧୦ ହଜାର ଆସଲ୍ଟ ଏସ୍ଆଇଜି-୭୧୬ ରାଇଫଲ ଯୋଗାଇ ଦେବ। ଭାରତକୁ ଏହି…
ବିକଳ୍ପ ଶକ୍ତି ଭବିଷ୍ୟତର ଭରସା
ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର…
ଗୋଟିଏ ପିଆଜର ଦାମ୍ ୬୦ଟଙ୍କା: କିଣିବାକୁ ଗ୍ରାହକ ଆଗ୍ରହୀ
ସିରସା,୧୪।୧୨: ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଆଜ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଏହାର ବର୍ଦ୍ଧିତ ମୂଲ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ କିନ୍ତୁ ହରିୟାଣାର ସିରସାରେ ବିକ୍ରି ହେଉଥିବା ଏକ ନିଆରା ପିଆଜ ସମସ୍ତଙ୍କ ଦୃଷ୍ଟି…
ନୂଆ ନାଗରିକତା ଆଇନ ଭେଦଭାବ ପୂର୍ଣ୍ଣ: ଜାତିସଂଘ
ଜେନେଭା,୧୪।୧୨: ଭାରତରେ ପ୍ରଣୀତ ହୋଇଥିବା ନୂଆ ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ ଭେଦଭାବ ପୂର୍ଣ୍ଣ ବୋଲି ଜାତିସଂଘର ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ ମାନବାଧିକାର ମୁଖପାତ୍ର ଜେରେମୀ ଲରେନ୍ସ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ଭାରତୀୟ…
ପ୍ରଥମ ସାମୁଦ୍ରିକ କବରଖାନା
କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ ବୁମେରାଂ…
କ୍ୟାନ୍ସର ଦୂରକରେ ଚା
ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ…
Archives


