ଥରିଲା ମହାରାଷ୍ଟ୍ର
ପାଲଘର,୧୪।୧୨: ମହାରାଷ୍ଟ୍ରରେ ଶନିବାର ସକାଳେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ ସକାଳ ପ୍ରାୟ ୫ଟା ୨୨ରେ ଏହି ଭୂକମ୍ପ ହୋଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩ଟି ମୃଦୁ ଭୂକମ୍ପ…
ଆଜିଠାରୁ ‘ଇକୋ ରିଟ୍ରିଟ୍’:ଗ୍ଲାମରସ୍ କ୍ୟାମ୍ପିଂ- ଫୁଡ୍-ଫନ୍
ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍ଜ୍ୟୁରି କଟେଜ୍, ଆଡ୍ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍ ସ୍ପୋର୍ଟସ, ବିଚ୍ ଭଲିବଲ୍, ଥେରାପ୍ୟୁଟିକ୍ ଓ୍ବାକ, ବିଚ୍ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍ ଓ ମନପସନ୍ଦର ଖାଦ୍ୟ। ଗୋଟିଏ ସ୍ଥାନରେ ସବୁକିଛିର ଅନୁଭବ ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ଶନିବାରଠାରୁ ଆରମ୍ଭ ହେବାକୁ…
ଟ୍ରାଫିକ ଅବ୍ୟବସ୍ଥା ନେଇ ହାଇକୋର୍ଟଙ୍କ ଶୁଣାଣି: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି
କଟକ ଅଫିସ,୧୪ା୧୨: ବାଦାମବାଡିରୁ ଲିଙ୍କରୋଡ ପର୍ଯ୍ୟନ୍ତ ଟ୍ରାଫିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏକ କମିଟି ଗଠନ କରାଯିବ। ଏଥିରେ କଟକ ଡିସିପି ଅଧ୍ୟକ୍ଷ ରହିବେ। ସ୍ଥାୟୀ ସମାଧାନ ପାଇଁ ବାଦାମବାଡ଼ିରୁ ଲିଙ୍କରୋଡ ମଧ୍ୟରେ ଫୁଟ୍ ଓଭରବ୍ରିଜ୍…
ସାଇକେଲରେ ଅଫିସ୍ ଆସିଲେ ଅଧିକାରୀ, କର୍ମଚାରୀ
ଭୁବନେଶ୍ୱର, ୧୪ା୧୨ (ବ୍ୟୁରୋ): ସହରାଞ୍ଚଳ ପରିବେଶକୁ ଯାନବାହନ ପ୍ରଦୂଷଣରୁ ମୁକ୍ତ ରଖିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍ସିଏଲ୍) ପକ୍ଷରୁ ଏକ ଭଲ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୩ ସଂସ୍ଥାର…
ଏହି ଅଭିନେତ୍ରୀଙ୍କ ବିବାହରେ ନିଜ ଶରୀରରେ ସିଗାରେଟ୍ ଚେଙ୍କ ଦେଇଥିଲେ ରାଜ କପୁର: ନର୍ଗିସ୍, ସିନେମା ଓ ମଦ୍ୟପାନ ଥିଲା ୩ ଦୁର୍ବଳତା
ମୁମ୍ବାଇ: ବଲିଉଡ୍ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୫ ତମ ଜନ୍ମ ବାର୍ଷିକୀ ଶନିବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନିଜର ଫିଲ୍ମ ଯାତ୍ରା।…
କନ୍ୟାବର ବିବାହରେ ପିଆଜ ଏବଂ ରସୁଣ ମାଳ କଲେ ଅଦଳବଦଳ
ବାରାଣସୀ,୧୪।୧୨: ବିବାହରେ କନ୍ୟାବର ଫୁଲ ମାଳ ଅଦଳବଦଳ କରି ପରସ୍ପରକୁ ବରଣ କରିଥାନ୍ତି। ତେବେ ଉତ୍ତରପ୍ରଦେଶ ବାରାଣସୀରେ କନ୍ୟାବର ଜୟମାଳା ପରମ୍ପରା ସମୟରେ ପରସ୍ପରକୁ ପିଆଜ ଏବଂ ରସୁଣ ମାଳା ଅଦଳ ବଦଳ କରିଛନ୍ତି। ସେହିପରି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା…
୨୦ଜଣଙ୍କୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର
ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍ସ) ୨୦୧୯-୨୦ର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି। ୟାଟ୍ସ ୨୦୧୯-୨୦ର ବିଷୟବସ୍ତୁ ଥିଲା ‘ବ୍ରହ୍ମାଣ୍ଡର ଚମତ୍କାରକୁ ଉଜାଗର କରିବା’। ଏଥିରେ ସାରା ରାଜ୍ୟର…
ସ୍ମାର୍ଟ ଫୋନ୍ର ମାୟା: ପ୍ରଭାବିତ ହେଉଛି ପିଲାଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟ
କଟକ ଅଫିସ,୧୪ା୧୨: ସ୍ମାର୍ଟ ଫୋନରେ କାର୍ଟୁନ୍, ଗୀତ, ଭିଡିଓ ଗେମ୍ ସହିତ ଟିକ୍ଟକ୍ ମାୟାରେ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ବାୟା। ଏପରି କି ପିଲା ଅଝଟ କଲେ ମା’ ବାପାମାନେ ସ୍ମାର୍ଟ ଫୋନ ଧରାଇ ଦେଇ ଶାନ୍ତ କରୁଛନ୍ତି। କିନ୍ତୁ ଏହା…
ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ
କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମିଶ୍ର ନଗଡା ଗସ୍ତ କରି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ଏହାବାଦ ନଗଡା…
ଦୁଇ ପରିବାରର ୯ ଜଣଙ୍କ ଆତ୍ମହତ୍ୟା
ଚେନ୍ନାଇ,୧୪ା୧୨(ପି.ଟି.): ପରିସ୍ଥିତି ମଣିଷକୁ ପଶୁସମ କରିଦେଇଥାଏ। ବୁଦ୍ଧି ବିବେକ ଥାଇ ବି ମଣିଷ ପରିସ୍ଥିତିର ଦାସ ପାଲଟି ଭୁଲ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ। ଦୁଇ ପରିବାରର ୯ଜଣ ଆତ୍ମହତ୍ୟା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହା ସତ୍ୟ ପ୍ରମାଣିତ…
ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ
ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ଅଧିକାର କୌଣସି ରାଜ୍ୟ ସରକାରଙ୍କର ନାହିଁ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଉଭୟ ଗୃହ ସାଇନ୍-ଏ-ଡାଏ
ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ସେହିପରି ରାଜ୍ୟ ସଭା ଅଧିବେଶନ ୧୦୭ ଘଣ୍ଟା ୧୧…
Archives


