Home

ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ ୪୭୫ କୋଟି ଟଙ୍କାର ଗହଣା ଚୋରି କରିନେଇଥିବା ଜଣାପଡ଼ିଛି। ତେବେ ତମାରାଙ୍କ ଘର ଭିଆଇପି…

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ ସେ ଗଙ୍ଗାଘାଟରେ ଖୁବ୍‌ ମଜା କରୁଥିବା ଫଟୋରେ ଦେଖିବାକୁ ମିଳିଛି। ସେହିପରି ଏଠାକାର ପାରମ୍ପରିକ…

ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ୨୦୧୯ର ବିବାଦୀୟ ଚଳଚ୍ଚିତ୍ର

ମୁମ୍ବାଇ: ବଡ ପରଦାରେ ୨୦୧୯ରେ ଆସିଥିବା କିଛି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ପାରିଥିଲା। ଏହାସହ ବକ୍ସ ଅଫିସରେ ଭଲ ବିଜନେସ୍‌ ମଧ୍ୟ କରିଥିଲା। ହେଲେ ଆଉ କିଛି ଫିଲ୍ମ ଚାଲି ଆସିଥିଲା ବିବାଦ ଘେରକୁ। ପାନିପତ: ଡିସେମ୍ବର ୬ରେ…

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର ଖବରଦାତା ସମ୍ମିଳନୀ: ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ରବିବାର ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ସୋମବାର ଦିଲ୍ଲୀ ପୋଲିସ ଏକ ଖବରଦାତା ସମ୍ମିଳନୀ କରିଛି। ଏଥିରେ ପୋଲିସ ଜାମିଆ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛି। ହିଂସା ସମୟରେ ପୋଲିସ ପକ୍ଷରୁ କୌଣସି…

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ ବଲିଉଡ୍‌ରେ ପାଦ ରଖିଥିବା ଏହି ଅଭିନେତ୍ରୀ ଏବେ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ…

ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ ଏକ ଭିନ୍ନ ଲୁକ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଅମିର। ତାଙ୍କୁ ହଠାତ୍‌ ଦେଖିଲେ ଚିହ୍ନି…

ଇଣ୍ଡିଆ ଗେଟ୍‌ରେ ଧାରଣା ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକ ୨ଘଣ୍ଟା ପାଇଁ ଧରଣା ଦେଇଥିବା…

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଉପରକୁ ପଥରମାଡ କରିଥିଲେ। ଏହି ଦୁର୍ଘଟଣାରେ ଏକ ବଗିର ଝରକା…

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାର ଫିଟିଲା ଗୁମର

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧା ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ ମାମଲାର ଗୁମର ଫିଟିଛି। ଜମିଜମା ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି। ବିଭିନ୍ନ ଦିଗରୁ ପୋଲିସ ଟିମ ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଧରିବା…

ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଯୋଡ଼ା,୧୬।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ଆଜାଦ ବସ୍ତିଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,…

ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳକୁ ସ୍ବଚ୍ଛ ରଖିବେ ସିଆର୍‌ପିଏଫ୍‌ ଯବାନ

ରାୟପୁର,୧୬।୧୨: ଛତିଶଗଡ଼ରେ ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳଙ୍କୁ ସ୍ବଚ୍ଛ ରଖିବା ପାଇଁ ସିଆର୍‌ପିଏଫ୍‌ ଯବାନ ଅଣ୍ଟା ଭିଡ଼ିଛନ୍ତି। ସିଆର୍‌ପିଏଫ୍‌ ୧୯୫ ବାଟାଲିୟନ୍‌ର ଯବାନ ଏହି ଅଞ୍ଚଳକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ବାରସୁର…

ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

ଭବାନୀପାଟଣା,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜା ନାଗଫେଶୀ ଗାଁର ୨ ବ୍ୟକ୍ତିଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ରବିବାର ମୃତ୍ୟୁ ଘଟିଛି। ସେମାନେ ହେଲେ ମଧୁ ମାଝି (୩୬) ଓ ହୀରାଲାଲ ଦିସାରୀ (୪୦)। ପ୍ରକାଶ ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri