Home

ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର

ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ…

ଜେଜେପି ସର୍ତ୍ତର ଉତ୍ତର ରଖିଲେ ହୁଡ୍ଡା

ନୂଆଦିଲ୍ଲୀ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଥିଲେ। ହରିୟାଣା ବିଧାନସଭା ନିର୍ବାଚନରେ ଜେଜେପି ତୃତୀୟ ନମ୍ବର ଦଳ ଭାବେ ଉଭା ହୋଇଛି।…

ପିଓକେ ଭାରତର ଅଂଶ : ସେନା ମୁଖ୍ୟ

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଓ ଗିଲଗିଟ ବାଲତିସ୍ତାନ ଭାରତର ଅଂଶ। ଏହାକୁ ପାକିସ୍ତାନ ଆତଙ୍କବାଦୀ ଜବରଦସ୍ତ ମାଡି ବସିଛନ୍ତି। ଏହା ଖୁବ୍‌ଶୀଘ୍ର ଜମ୍ମୁ-କଶ୍ମୀରରେ ମିଶିବ ବୋଲି ସେ କହିଛନ୍ତି। ଯେତେବେଳେ…

ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍‌ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ କେବିସିର ଶୁଟିଂକୁ ଫେରିଛନ୍ତି। ହେଲେ ଅସୁସ୍ଥତା ଯୋଗୁ…

ଧନତେରାସରେ ‘କନ୍ୟା ସୁମଙ୍ଗଳା ଯୋଜନା’ ଭେଟି ଦେଲେ ଯୋଗୀ

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସମସ୍ତ ଜିଲାଙ୍କ ପାଇଁ ‘କନ୍ୟା ସୁମଙ୍ଗଳା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଧନତେରାସ ଅବସରରେ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ଲୋକଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଦିତ୍ୟନାଥ ଝିଅମାନଙ୍କ ପାଇଁ ୧୨୦୦କୋଟି ଟଙ୍କାର ଏହି…

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା ବାସୁ। ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି। ସେଇଟି ହେଲା…

ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍‌ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି।…

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଶରିଫ ଜେଲ୍‌ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ…

ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି

ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଛନ୍ତି।…

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ କେବଳ ପରଦାରେ ଜଣେ ସଫଳ ଅଭିନେତା ନୁହଁନ୍ତି ବରଂ ନିଜ ପର୍ସନାଲ ଲାଇଫରେ ଜଣେ…

ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି

ନିରାକାରପୁର,୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ ପାଣି ଘେରରେ। ଭୋଗତିପଡ଼ା ଗ୍ରାମରେ ଥିବା ୧୦୦ ପରିବାର ପାଣି ଭିତରେ ଫସି ରହିଥିବା…

ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ ଅଭିନୟ ଦେଖିବାକୁ ମିଳିବ। ଧୁମ-୪ରେ ଅକ୍ଷୟ ଖଳନାୟକ ଚରିତ୍ରରେ ନଜର ଆସିବେ। ଏଥିରେ ଅକ୍ଷୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri