Home

ଟ୍ରାଫିକ୍‌ ଜାମ ଯୋଗୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣା: ଏକ ଘଣ୍ଟା ନୁହେଁ ୨୨ ମିନିଟ ୩୮ ସେକେଣ୍ଡ ଲାଗିଥିବା କହିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାଫିକ ଜାମ୍‌ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ର ନୀଲ ନୀତୀଶ ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ପରୋକ୍ଷରେ ମିଛ ବୋଲି କହିଛି କମିଶନରେଟ୍‌ ପୋଲିସ। ଘଟଣାଦିନ ଆମ୍ବୁଲାନ୍ସ ଟାଇମିଂ ଦେଇ ଏହାକୁ ମିଥ୍ୟା ଦର୍ଶାଯାଇଛି।…

ଦିଲ୍ଲୀରୁ ଫେରିଲେ ମୋକିମ: କହିଲେ ସଂଗଠନ ସୁଦୃଢ଼ ହେବା ନେଇ ଆଲୋଚନା ହୋଇଛି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବଦଳିବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନେତାଙ୍କ ଡକରା ପାଇ ଦିଲ୍ଲୀ ଯାଇ ଫେରିବା ପରେ ଏଭଳି କିଛି ଆଭାସ ମିଳିଛି। ଗସ୍ତ ନେଇ ପ୍ରତିକ୍ରିୟା ରଖି…

ଆରମ୍ଭରୁ ହଟ୍ଟଗୋଳ: ଶନିବାର ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନ ଥିବାରୁ…

ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ ପଚରା ଉଚରା ପରେ କିଭଳି ଭାବେ ସେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ…

ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର ଭଲ ପ୍ରଭାବ ପଡ଼େ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହି ତେଲ…

ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଏଠାରୁ ଟେକି ନେଇଥିଲା। ଏକ ଡବଲ୍‌ ମର୍ଡରରେ ତାଙ୍କ ସମ୍ପୃୃକ୍ତି ନେଇ ତାଙ୍କୁ ପୋଲିସ…

କେଜରିଓ୍ବାଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଗୀତିକାର ଜାଭେଦ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି(ଏଏପି) ବିଜୟ ଲାଭ କରିଛି। ଏଥିପାଇଁ ଏଏପିକୁ ଦିଲ୍ଲୀବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ବଲିଉଡ୍‌ ଗୀତିକାର ଜାଭେଦ ଅଖତର…

ଶାହୀନ ବାଗ ଆସିବାକୁ ଭିନ୍ନ ଢଙ୍ଗରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ,୧୪।୨: ରାଜଧାନୀର ଶାହୀନ ବାଗରେ ଗତ ପ୍ରାୟ ୨ ମାସେ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ରାଜନୀତି କରାଯାଇଥିଲା। ହେଲେ ଶୁକ୍ରବାର ସେଠାରେ ଏକ…

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି ଗତିବିଧି ସମୟରେ ଯୋଗୀଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା…

ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍‌ସ ଡେ’ ପାଳିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ୩-୦ରେ ଦିନିକିଆ ସିରିଜ…

କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍‌ କଲେ ଅମୀର

ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍‌ କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ ଛୁଟି ମନାଉଛନ୍ତି ତ ଆଉ କିଏ ନିଜର କାମ ପାଇଁ ଯୋଜନା କରୁଛନ୍ତି।…

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?