୭ ପିଢ଼ି ମଧ୍ୟରେ କେବେ ବି ହୋଇନି ସମ୍ପତ୍ତି ଭାଗବଣ୍ଟା: ପରିବାର ସଦସ୍ୟ ସଂଖ୍ୟା ୧୪୦
ବେଙ୍ଗାଲୁରୁ,୨୦।୧: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ ୭ ପିଢ଼ି ଧରି ପ୍ରଚଳିତ ହେଉଛି। ଏହି ପରିବାରର ସମ୍ପତ୍ତି କେବେ ମଧ୍ୟ ଭାଗବଣ୍ଟା…
ସ୍ମରଣଶକ୍ତି ପ୍ରଖରକରେ ନ୍ୟୁରୋନ୍
ସ୍ମରଣଶକ୍ତି ସନ୍ତୁଳିତ ଥିତ୍ଲେ ଆମେ ସବୁ କଥା ମନେରଖିିତ୍ପାରୁ। ଏଥିତ୍ରେ ଅସନ୍ତୁଳନ ପରିଲକ୍ଷିତ ହେଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରଖର ରଖିିବା କ୍ଷେତ୍ରରେ ନ୍ୟୁରୋନ୍ ନାମକ ତତ୍ତ୍ୱର ଭୂମିକା ରହିଛି। ଏହି ତତ୍ତ୍ୱ ଆମ ମସ୍ତିଷ୍କରେ…
ଆଜିଠୁ ‘କୃଷି ଓଡ଼ିଶା-୨୦୨୦’
ଭୁବନେଶ୍ୱର,୨୦।୧(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’। ଦେଶ, ବିଦେଶରେ କୃଷି କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହିତ ରାଜ୍ୟର…
୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର
ଇସଲାମାବାଦ୍,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ ସାଗରରେ ମାଛ ଧରୁଥିବା ସମୟରେ ୨ଟି ସବା ପ୍ରଜାତିର ମାଛ ଧରିଥିଲେ। ଏହି ପ୍ରଜାତିର…
ଖାଲି ପଡ଼ିଥିବା ଓଇଏସ୍ ପଦବୀ ତୁରନ୍ତ ପୂରଣ ଦାବି
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଅଧିକାଂଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ବିଇଓ, ଏବିଇଓ, ବିଆର୍ସିସି ପଦବୀ ପୂରଣ କରାଯାଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ସରକାର ଏଥିପ୍ରତି ଆଦୌ ତପତ୍ରତା ପ୍ରକାଶ କରୁନାହାନ୍ତି।…
ତବଲା, ପଖଜରେ ଚଳୁଛି ୫ ଜୀବନ
ଗୋପ,୨୦।୧(ଡ଼ି.ଏନ୍.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ ନିଜର ବୃତ୍ତିକୁ ଦୀର୍ଘ ୪୦ ବର୍ଷ ଧରି ଛାଡ଼ିପାରିନାହାନ୍ତି ଗୋପ ବ୍ଲକ୍ ଅଧୀନ ବଡ଼ତରା…
ଦିଲ୍ଲୀ ପରିବହନ ବିଭାଗ କାର୍ଯ୍ୟାଳୟରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୨୦।୧: ରାଜଧାନୀ ଦିଲ୍ଲୀର ସିଭିଲ ଲାଇନରେ ଥିବା ପରିବହନ ବିଭାଗ କାର୍ଯ୍ୟାଳୟରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏଥିରେ କାର୍ଯ୍ୟାଳୟର ପ୍ରାୟ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଖବରପାଇ ଦମକଳ ବିଭାଗର ପ୍ରାୟ ୮…
ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ
ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ ସଂଗ୍ରହାଳୟ ଖୋଲାଯିବାକୁ ବର୍ଷେ ବିତିଯାଇଛି। କିନ୍ତୁ ଏବେ ବି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସ୍ବାଭାବିକ…
ପିକ୍ନିକ୍ ବସ୍କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍: ୭ ଗୁରୁତର
ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍ ବସ୍କୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ…
ସରକାରୀ ଜମି ବିକ୍ରି କରି ଯୁବକ ଗିରଫ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ନିଜକୁ କଟକ ଏସ୍ସିବି ମେଡିକାଲର ଡାକ୍ତର କହି କେତେଜଣଙ୍କୁ ସରକାରୀ ଜମି ବିିକ୍ରି କରିଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଜଗତସିଂହପୁର…
ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ
ସିଡ୍ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ପରିବେଶବିତ୍ମାନେ ମତାମତ ଦେଇଛନ୍ତି। ଏବେ ଜଳାପୋଡ଼ା ଗଛ ପୁଣି…
ସ୍ବପ୍ନ ଭାଙ୍ଗିଦେବ ଫଟା ଡଷ୍ଟ୍ବିନ୍
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ନଂ.୧ ସ୍ମାର୍ଟସିଟି ଭଳି ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ସ୍ବପ୍ନ ଦେଖୁଛି। ଏଥିପାଇଁ ଏକାଧିକ ଯୋଜନା ହାତକୁ ନେଇଥିବାବେଳେ ବହୁ ପ୍ରକଳ୍ପ କାର୍ଯ୍ୟ…
Archives


