ଏନ୍ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା
ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ ଦେଇ ନ ଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ…
ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ଶ୍ରୀକ୍ଷେତ୍ର ପରିକ୍ରମା କଲେ ସାଧୁସନ୍ଥ
ପୁରୀ ଅଫିସ,୧୭।୧୧: ମାର୍ଗଶୀର ଶୁକ୍ଳ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାର ବିଧି ରହିଛି। ଏହି ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛ। କାର୍ତ୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ କରିବା ସହ ତୀର୍ଥ…
ବେଆଇନ ମୋରମ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ
ଭବାନୀପାଟଣା,୧୭।୧୧(ଡି.ଏନ୍.ଏ.): ଭବାନୀପାଟଣା ସଦର ବ୍ଲକ ବଳରାମପୁର ଶ୍ମଶାନରୁ ବେଆଇନ ମୋରମ ଖୋଳାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ରାମ ନିକଟ ପାହାଡ଼ ତଳେ ସରକାରୀ ଜାଗାକୁ ଗ୍ରାମବାସୀ ବହୁ ବର୍ଷରୁ ଶ୍ମଶାନ ପାଇଁ ବ୍ୟବହାର କରିଆସୁଛନ୍ତି କିନ୍ତୁ…
ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍ ଡଲାରର ସାମରିକ ଚୁକ୍ତି
ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍ ଆର୍ମଡ୍ ଡ୍ରୋନ୍ ଏବଂ ନାଭାଲ୍ ସ୍ପାଏ ପ୍ଲେନ୍ ଯୋଗାଇ ଦେବ। ଚଳିତ ବର୍ଷ ଜୁନ୍ ମାସରେ ଆମେରିକା ରାଷ୍ଟ୍ରପତି…
ଗଙ୍ଗା ପ୍ରଦୂଷଣ: ମୋଦି ସରକାର ଆଣିବେ ନୂଆ ଆଇନ; ୫ ବର୍ଷ ଜେଲ୍ ସହିତ ହୋଇପାରେ ୫୦ କୋଟି ଜରିମାନା
ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। ଏହା ଆଇନରେ ପରିଣତ ହେଲେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲ୍ଦଣ୍ଡ ସହିତ ୫୦ କୋଟି…
ରିଲିଜ୍ ଅପେକ୍ଷାରେ ‘ଗୁଡ୍ ନ୍ୟୁଜ’ ଟ୍ରେଲର୍
ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର୍ ସୋମବାର ରିଲିଜ୍ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି, ଆଗକୁ ଡବଲ ସମସ୍ୟା। ତେବେ କି ସମସ୍ୟା ରହିଛି…
ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍ ହେଲେ ରାନୁ
ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାନୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ…
ଡିଜିଟାଲ ଡ୍ରେସ୍, ଦାମ୍ ଶୁଣିଲେ ହେବେ ଚକିତ
ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍ ବି ଡିଜିଟାଲ ହୋଇଗଲାଣି। ଦାମ୍ ମଧ୍ୟ ଢେର୍ ଅଧିକ। ଶୁଣିଲେ ଚକିତ ହେବେ। ଏବେ ସୋସିଆଲ ମିଡିଆରେ ଏକ ଡ୍ରେସ୍ ଭାଇରାଲ…
କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ
ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ। ନିକଟରେ ଇନ୍ଦୋରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଲାଯାଇଥିବା ପ୍ରଥମ ଟେଷ୍ଟରେ ଏମିତି କିଛି…
ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ
ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ବିକ୍ଷୋଭକାରୀଙ୍କ…
ରାଜପାକ୍ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ ଦୁଇ ଦେଶ ମିଶି ଭ୍ରାତୃସୁଲଭ ଢଙ୍ଗରେ କାମ କରିବା ବୋଲି ମୋଦି କହିଛନ୍ତି। ଶାନ୍ତି…
ବାଲାସାହେବଙ୍କ ପାଇଁ ଆମେ ସବୁ କରିପାରିବୁ: ସଞ୍ଜୟ
ମୁମ୍ବାଇ,୧୭।୧୧: ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏହାପରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବାଲାସାହେବଙ୍କ ପାଇଁ ଆମେ ସବୁକିଛି କରିପାରିବୁ। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ…
Archives


