ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ଠିକାଦାର ଅଟକ, କାଗଜପତ୍ର ଯାଞ୍ଚ କରୁଛି କମିଶନରେଟ ପୋଲିସ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଶନିବାର ଠିକାଦାରୀ ସଂସ୍ଥା ମୁଖ୍ୟ ଦିଲୀପ ଖଟୋଇଙ୍କୁ ଅଟକ ରଖାଯାଇଛି। ଡିସିପିଙ୍କ ନେତୃତ୍ୱରେ କମିଶନରେଟ ପୋଲିସ ଦିଲୀପଙ୍କୁ ପଚରାଉଚରା କରୁଛି। ଏଥିସହ ସଂସ୍ଥାର କାଗଜପତ୍ର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।…
ଦ୍ରୁତ ଗତିରେ ବ୍ୟାପୁଛି କରୋନାଭାଇରସ
ପ୍ୟାରିସ,୨୫।୧: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ଏବେ ୟୁରୋପ ପହଞ୍ଚିଯାଇଥିବା ଜଣାପଡିଛି। ଶୁକ୍ରବାର ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ୨ଜଣ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଚାଇନାରୁ ଫେରିଥିବା ଜଣାପଡିଛି। ଏଥି ମଧ୍ୟରୁ ଜଣେ…
ଜମ୍ମୁ-କଶ୍ମୀରରେ କାର୍ଯ୍ୟକ୍ଷମ ହେଲା ୨ଜି ମୋବାଇଲ ଇଣ୍ଟରନେଟ ସେବା
ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜମ୍ମୁ-କଶ୍ମୀର ପ୍ରଶାସନର ଅନୁମତି ଅନୁଯାୟୀ, ଏଥିରେ…
ବୁର୍ଖା ପିନ୍ଧି କଲେଜ ଆସିବା ଉପରେ କଟକଣା: ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା
ପାଟନା,୨୫।୧: ବିହାରରେ ଏକ ମହିଳା କଲେଜରେ ଛାତ୍ରୀଙ୍କ ବୁର୍ଖା ପିନ୍ଧି ଆସିବା ଉପରେ କଟକଣା ଲଗାଯାଇଛି। ଛାତ୍ରୀମାନେ ଶନିବାରକୁ ଛାଡ଼ି ଅନ୍ୟ ଦିନ କଲେଜର ଡ୍ରେସ୍ କୋଡ୍ରେ ଆସିବାକୁ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ଛାତ୍ରୀଙ୍କୁ ୨୫୦…
ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ
ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ ବୃଦ୍ଧାଶ୍ରମର ପ୍ରଶାସନ ବିରୋଧରେ Maintenance&Welfare of…
୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ
ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ କରିଛନ୍ତି। ସେ ସ୍ଥାନୀୟ ଉନାଠାରୁ ବଡ଼ସର ପର୍ଯ୍ୟନ୍ତ କୌଣସି ସ୍ଥାନରେ ନ ରହି ଲଗାତାର…
ସମ୍ବିଧାନ ଛପା ହୋଇଥିବା ମେଶିନ୍ ଦେଢ଼ ଲକ୍ଷରେ ହେଲା ବିକ୍ରି
ଡେରାଡୁନ୍,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍ ମେଶିନ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍ ଦ୍ୱାରା ସମ୍ବିଧାନର ହଜାରେ କପି ଛପା ହୋଇଥିଲା। ସୋବ୍ରିନ୍ ଏବଂ ମୋନାର୍କ ମଡେଲ ନାମକ ଏହି ପ୍ରିଣ୍ଟିଂ ମେଶିନ୍କୁ ୧୦୦…
ସିଏଏକୁ ସମର୍ଥନ କରିପାରେ ଶିବସେନା: ‘ସାମନା’ ଦେଲା ସଙ୍କେତ
ମୁମ୍ବାଇ,୨୫।୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଥିବା ବିବାଦ ସମସ୍ତଙ୍କୁ ଜଣା। କାହିଁକିନା ଭାଜପା ସହ ମତଭେଦ ହେବାରୁ ଶେଷରେ ଶିବସେନା କଂଗ୍ରେସ ଓ ଏନ୍ସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ…
ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍ ପାଣି
ଅହମ୍ମଦାବାଦ୍, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଏକ ରୋବୋ ସହିତ ଟ୍ୟାଙ୍କର ୟୁନିଟ୍ ମଧ୍ୟ କିଣାଯାଇଛି।…
କ୍ରିକେଟ ଖେଳିଲେ ଫଡନବିସ-ଗଡକରି
ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ‘କସଦାର କ୍ରୀଡା ମହୋତ୍ସବ’ରେ ଏହି ୨ ନେତା ଶୁକ୍ରବାର ନାଗପୁରରେ…
ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍-ଚକୋଲେଟ୍-ଚିପ୍ସ୍
ହଷ୍ଟନ,୨୫।୧: ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ କରି କୁକିଜ୍,ଚକୋଲେଟ୍ ଓ ଚିପ୍ସ୍ ପ୍ରସ୍ତୁତ କରିଛନ୍ତି। ଖାଦ୍ୟ ତିଆରି କରିବା ଲାଗି ମହାକାଶଚାରୀଙ୍କ…
ମାନବସେବାର ମୂଳଦୁଆ ପକାଇଥିଲେ ରାମକୃଷ୍ଣ, ବିବେକାନନ୍ଦ
ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଶ୍ରୀରାମକୃଷ୍ଣ ଏବଂ ସ୍ବାମୀ ବିବେକାନନ୍ଦ ମିଳିତ ଭାବେ ଆଧ୍ୟାତ୍ମିକତା ଉପରେ ଆଧାରିତ ମାନବସେବାର ମୂଳଦୁଆ ପକାଇଥିଲେ। ଭାରତରେ ବେଦର ଜ୍ଞାନ ଓ ପରିଭାଷା ଉପରେ ପର୍ଯ୍ୟବସିତ ଭ୍ରାତୃଭାବକୁ ପୁଣିଥରେ ଲୋକଙ୍କ ମଧ୍ୟରେ ଉଦ୍ରେକ କରିବା ସ୍ବାମିଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।…
Archives


