ଜାତୀୟ ମତଦାତା ଦିବସ: ଶପଥ ନେଲେ ଭୋଟର
ଚିତ୍ରକୋଣ୍ଡା,୨୫।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତର ବିଭିନ୍ନ ବୁଥ୍ରେ ଶନିବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କ ନେତୃତ୍ୱ ଏବଂ ଚିତ୍ରକୋଣ୍ଡା ଜିପିଓ ଧୀରେନ୍ ଖଣ୍ଡାଗିରିଙ୍କ ପରିଚାଳନାରେ ଏକ ଆଲୋଚନା…
ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ
ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ତାଙ୍କର କ୍ଷମା ଆବେଦନ ଖାରଜ ହେବା ପରେ ଏବେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା…
ବସ୍ର କାଚ ଭାଙ୍ଗି ଜେଲ୍ ଗଲେ ଦୁଇ ଯୁବକ
ଭବାନୀପାଟଣା,୨୫।୧(ଡି.ଏନ୍.ଏ.) : ଏକ ଘରୋଇ ବସ୍ର କାଚ ଭାଙ୍ଗିବା ଅଭିଯୋଗରେ ଟାଉନ ଥାନା ପୋଲିସ କଳାହାଣ୍ଡି ଜିଲା ଭବାନୀପାଟଣାର ୨ ଯୁବକଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୧୦ଟାରେ…
ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ କରିବ ଏକ୍ସପର୍ଟ ଟିମ୍, ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ: ଡିସିପି
ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ଏକ୍ସପର୍ଟ ଟିମ୍ କରିବ। ସମ୍ପୃକ୍ତ ଠିକାଦାର ଏବଂ ଇଞ୍ଜିନିୟରମାନଙ୍କୁ ପଚରାଉଚରା ଚାଲିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।ଯୋଜନା, କାର୍ଯ୍ୟାନ୍ବୟନ, ସୁରକ୍ଷା ଠିକ୍ ଥିଲା…
ପୋଲିସ ମେଡାଲ ଘୋଷଣା: ସାହସିକତା, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ଜଣଙ୍କୁ ମିଳିବ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ…
ମୃତ୍ୟୁ ଆସେ ଏମିତି: ଶୌଚ ପାଇଁ ଯାଉଥିଲେ ଯୁବକ, ମୋଟରସାଇକେଲ ଧକ୍କା ଦେବାରୁ ଗଲା ଜୀବନ
ଭବାନୀପାଟଣା,୨୫।୧(ଡି.ଏନ୍.ଏ.): ମୃତ୍ୟୁ ଏମିତି ଆସେ। ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପୋଖରୀକୁ ଜଣେ ଯୁବକ ଯାଉଥିବା ବେଳେ ଏକ ମୋଟରସାଇକେଲ ଧକ୍କା ଦେବାରୁ ତାଙ୍କ ଜୀବନ ଚାଲିଯାଇଛି। କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତର ଚାନ୍ଦପଲା…
ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ
ସିଡ୍ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ ୩୩୮ ଫୁଟ ଲମ୍ବ ୯୦ କିଲୋର ପିଜା ପ୍ରସ୍ତୁତ ହୋଇଛି। ପିଜା ବିକ୍ରିରୁ ଯେଉଁ…
୧୬ ବର୍ଷ ଧରି କୌଣସି ଚିଠି ନ ବାଣ୍ଟି ଘରେ ଲୁଚାଇ ରଖିଲେ ପୋଷ୍ଟମ୍ୟାନ
ଟୋକିଓ,୨୫।୧: ଜାପାନରେ ଜଣେ ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ପୋଷ୍ଟମ୍ୟାନ୍ ୨୪ ହଜାରରୁ ଅଧିକ ଚିଠି ନ ବାଣ୍ଟି ପକାଇ ରହିଥିଲେ। ଏନେଇ ଜଣାପଡ଼ିବା ପରେ ପୋଷ୍ଟାଲ ଅଧିକାରୀ ଲୋକଙ୍କୁ କ୍ଷମା ମାଗିଛନ୍ତି। ସ୍ଥାନୀୟ ୟୋକୋହାମାରେ ଏଭଳି ଘଟଣା ଘଟିଛି।…
ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !
ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା। କେତେକ ଘରକୁ ନୂଆ ଅତିଥି ଆସୁଥିବା ପ୍ରଶ୍ନ କରିଥିଲେ। ଐଶ୍ଚର୍ଯ୍ୟା ରାୟ ବଚ୍ଚନ କ‘ଣ…
ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ
ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ତିହାର ଜେଲ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ।…
ନିର୍ଭୟା ମାମଲା: ଦୋଷୀ ବିନୟଙ୍କୁ ଦିଆ ଯାଇଛି ସ୍ଲୋ ପଏଜନ୍; କୋର୍ଟ ନୀରବ
ନୂଆଦିଲ୍ଲୀ,୨୫।୧: ନିର୍ଭୟା ମାମଲାରେ ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ନୂଆ ନୂଆ ଯୋଜନା କରୁଥିବା କୁହାଯାଉଛି। ଇତିମଧ୍ୟରେ ଦୋଷୀ ବିନୟ ଶର୍ମାଙ୍କ ଆଇନଜୀବୀ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିନୟଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ…
ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ
ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀର ସ୍ଥଳ ଓ ଆକାଶ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି।…
Archives


