ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ହିଞ୍ଜିଳିକାଟୁ,୨୫।୧(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ଲିଲି ଦାସ (୨୬) ।…
କମ୍ ନିଦରେ ଶୋଉଥିବା ଶିଶୁଙ୍କୁ ହୋଇଥାଏ…
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଶିଶୁମାନେ ରାତିରେ ଅତି କମ୍ରେ ୯ ଘଣ୍ଟା ଶୋଇବା ଉଚିତ୍। ଯେପର୍ଯ୍ୟନ୍ତ ୧୬ ବର୍ଷ ନ ହୋଇଛି ସେପର୍ଯ୍ୟନ୍ତ ୯ ଘଣ୍ଟା ଶୋଇବା ଜରୁରୀ ଅଟେ। ନଚେତ୍ ଏମାନଙ୍କ ମାନସିକ ବିକାଶରେ ବାଧା…
ବିଗ୍ବସ୍ ବଦଳାଇଲା ଭାଗ୍ୟ: ମହେଶ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଆସିମ୍, ନାୟିକା ସାଜିବେ ସନ୍ନି !
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଭାଗ୍ୟ ବଦଳାଇଦିଏ। ଠିକ୍ ଏପରି କିଛି ଘଟିଛି ‘ବିଗ୍ବସ୍-୧୩’ର ପ୍ରତିଯୋଗୀ ଅସିମ୍ ରିଆଜଙ୍କ କ୍ଷେତ୍ରରେ। ଅସିମ୍ ଚଳିତ ସିଜନ୍ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି। ଏଣୁ ବଲିଉଡର…
ଏମିତି ସହର, ଯାହାର ସ୍ଥିତି ନାହିଁ ନିଜ ଦେଶରେ
ସାଧାରଣତଃ ପ୍ରତ୍ୟେକ ସହର ନିଜ ଦେଶରେ ହିଁ ରହିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯାହାର ସ୍ଥିତି ନିଜ ଦେଶରେ ନ ରହି ଅନ୍ୟ ଦେଶରେ ରହିଛି। ଏପରି ସହରଟି ହେଉଛି କାଲିନିନ୍ଗ୍ରାଦ୍। ଯାହା ଋଷ୍ର। ମାତ୍ର ଋଷଠାରୁ…
ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି
ଜଣେ ବ୍ୟକ୍ତିଙ୍କ ଫୋନ୍ ୪ ମାସ ଧରି ବାଜୁ ନ ଥିଲା। ଫୋନ୍ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ ଠିକ୍ଠାକ୍ ଥିବା ଦୋକାନୀ କହିଲେ। କିନ୍ତୁ କାହିଁକି ତାଙ୍କ ଫୋନ୍ ରିଙ୍ଗ୍ ହେଉନି ସେ…
କରୋନାଭାଇରସ ମୁକାବିଲା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ
ନୂଆଦିଲ୍ଲୀ,୨୫।୧: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ପ୍ରଥମେ ମୁମ୍ବାଇରେ ୨ ଜଣଙ୍କ ଦେହରେ ଏହି ଭୂତାଣୁ ଥିବା ସନ୍ଦେହ କରି ଏମାନଙ୍କୁ ଚିକିତ୍ସା କରାଯାଉଛି। ଏହାର ଭୟାବହତାକୁ ଦେଖି ଶନିବାର ଦିଲ୍ଲୀରେ…
ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !
ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍ କଲ୍ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଆଖିପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଶୂନ ହୋଇଯିବ। ଝାଡ଼ଖଣ୍ଡର…
ଏସ୍ସିବି ପୁନର୍ବିନ୍ୟାସ: କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫।୧(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବେ ନିର୍ମିତ ବାସଗୃହ,…
୪୮ଘଣ୍ଟା ପ୍ରଚାର କରିପାରିବେନି କପିଲ ମିଶ୍ରା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ କପିଲ ମିଶ୍ରା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବିବାଦୀୟ ଟୁଇଟ୍ ମାମଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ କପିଲଙ୍କ ଉପରେ ଏଭଳି…
ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଲୁଟିନେଲେ ଦୁର୍ବୃତ୍ତ
ରାଇକିଆ,୨୫।୧(ଡି.ଏନ୍.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ଗ୍ରାମରେ ଥିବା ହନୁମାନ ମନ୍ଦିରର ପୂଜାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟି ନେଇଥିବା ରାଇକିଆ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପୂଜକ ଅଙ୍ଗିରା…
‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍ରେ ‘କେମ୍ ଛୋ ଟ୍ରମ୍ପ୍’: ୬୦ ହଜାର ଲୋକ ଦେବେ ଯୋଗ
ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯିବ। ଏହି ସଭାରେ ୫୦-୬୦ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ…
‘ଗଣତନ୍ତ୍ରରେ ଭୋଟର ସବୁଠାରୁ ଶକ୍ତିଶାଳୀ’
ବ୍ରହ୍ମପୁର ଅଫିସ,୨୫।୧: ଉପଖଣ୍ଡ ଜିଲା ପ୍ରଶାସନ ପକ୍ଷରୁ ୧୦ମ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଟାଉନହଲ ପରିସରରେ ବ୍ରହ୍ମପୁର…
Archives


