ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି
ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସକାଳୁ…
ବିନା କାରଣରେ ହାତୀକୁ ପିଟିଲା ବାଳକ, ପ୍ରତିଶୋଧ ନେବାକୁ ହାତୀ କଲା ଏପରି , ଦେଖନ୍ତୁ ଏହି ଭିଡିଓ
ନିର୍ଦ୍ଦୋଷ ଜୀବଙ୍କ ପ୍ରତି ମଣିଷ କ୍ରୁର ହେବାରୁ ନିରୀହ ଜୀବଟି କିପରି ପ୍ରତିଶୋଧ ପରାୟଣ ହୋଇଉଠେ ଏହି ଭିଡିଓଟିକୁ ଦେଖିଲେ ଠିକ୍ ଜାଣିପାରିବେ। ଜଣେ ପିଲା ବିନା କାରଣରେ ଗୋଟିଏ ହାତୀକୁ ପିଟିବାରୁ ସେ ଏତେ ହିଂସ୍ର ହୋଇଉଠିଲା ଯେ, ମାରିବା…
କରୋନା ଆତଙ୍କ: କୁକୁର ଫେସ୍ ମାସ୍କ୍ ବିକ୍ରିରେ ୧୦ ଗୁଣା ବୃଦ୍ଧି
ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍ ମାସ୍କ୍ ବ୍ୟବହାର କରୁଛନ୍ତି। ନିଜ ପୋଷା କୁକୁରଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଲୋକେ…
ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯
ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ବିରୋଧ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍ କରାଯିବ ସେ ସମ୍ପର୍କରେ ଏହି ମିଳିତ…
ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ
ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ ହିଁ ସବୁଠାରୁ ଅଧିକ ଲୋକ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଠାରେ ଥିବା ଅଧିକାଂଶ…
କୁକୁରର ଜୀବନ ବଞ୍ଚାଇଲେ ଡାକ୍ତର, ଧନ୍ୟବାଦ ଦେବାକୁ ମାଲିକ ଖର୍ଚ୍ଚ କଲେ ୪୨ କୋଟି
ଓ୍ବାଶିଂଟନ୍: ପୋଷା ଜୀବଜନ୍ତୁ ଅନେକ ସମୟରେ ମାଲିକଙ୍କ ଜୀବନ ରକ୍ଷା କରିଥିବା ଉଦାହରଣ ରହିଛି। ସେହିପରି ମାଲିକମାନେ ମଧ୍ୟ ପାଳିତ ପଶୁପକ୍ଷୀଙ୍କୁ ବହୁତ ସ୍ନେହ ଆଦର ଦେଇ ଘରେ ପାଳିଥାନ୍ତି। ଏପରିକି ସେମାନଙ୍କର ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ନେଇ…
ପୃଥିବୀର ବୃହତମ ବହି ପୃଷ୍ଠା ଓଲଟାଇବା ପାଇଁ ଲାଗନ୍ତି ୬ ଜଣ
ସିନ୍ପେତ୍ରି,୨।୨: ଉତ୍ତର ହଙ୍ଗେରୀରେ ରହିଛି ପୃଥିବୀର ବୃହତମ ବହି। ଏହାର ଓଜନ ୧୪୨୦ କିଲୋଗ୍ରାମ। ବହିର ପୃଷ୍ଠା ଓଲଟାଇବା ପାଇଁ ୬ ଜଣ ଲୋକଙ୍କର ଆବଶ୍ୟକ ହୋଇଥାଏ। ଏହି ବହିର ଲମ୍ବ ୪.୧୮ ମିଟର ଥିବାବେଳେ ଚୌଡ଼ା ୩.୭୭ ମିଟର ରହିଛି।…
କେରଳରେ ଚିହ୍ନଟ ହେଲେ କରୋନା ଭୂତାଣୁ ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି
ଥିରୁଭାନନ୍ଥପୁରମ,୨।୨: କେରଳରେ ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ପଜିଟିଭ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ବୋଲି ଜଣାପଡିଛି। ତେବେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଚାଇନାରୁ ଫେରିଥିବା କୁହାଯାଉଛି। ଏବେ ଏହି…
ଜଣେ ବଳାତ୍କାରୀଙ୍କ ସମେତ ୩ କଏଦୀ ଜେଲ୍ରୁ ଫେରାର
ଅମୃତସର,୨।୨: ଜଣେ ବଳାତ୍କାରୀଙ୍କ ସମେତ ୩ ଜଣ କଏଦୀ ଜେଲ୍ରୁ ଫେରାର ହୋଇଯାଇଛନ୍ତି। ଅମୃତସର ଜେଲ୍ରେ ଏଭଳି ଘଟଣା ଘଟିଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ ୨ ଜଣଙ୍କ ନାମରେ ଚୋରି ଅଭିଯୋଗ ରହିଛି। ରବିବାର କଏଦୀଙ୍କ ଗଣତି କରାଯିବା ସମୟରେ…
ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ
ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ। ରବିବାର ପୂର୍ବାହ୍ନ ୯ଟା ୧୦ରେ…
ବଜେଟକୁ ନେଇ ଖାସ୍ କଥା
*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍ର ଡେପୁଟି ମ୍ୟାନେଜର କୁଲଦୀପ କୁମାର ଶର୍ମାଙ୍କ ପିତାଙ୍କ ଦେହାନ୍ତ ୨୬ ଜାନୁୟାରୀରେ ହୋଇଥିଲେ ବି ସେ ଘରକୁ ଯାଇପାରି…
କରୋନା ମୃତ୍ୟୁ ସଂଖ୍ୟା ୩୦୦ ଟପିଲା: ୨୪ ଘଣ୍ଟାରେ ୪୫ ଜଣ ମୃତ
ନୂଆଦିଲ୍ଲୀ,୨।୨: ଚାଇନାର ବୁହାନରେ କରୋନା ମହାମାରୀ ରୂପ ନେଇଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୦୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଚାଇନା ଗଣମାଧ୍ୟମ ପକ୍ଷରୁ ସୂଚନା…
Archives


