Home

ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି। ବୁଧବାର ବିଧାନସଭାର ଶୂନ୍ୟକାଳରେ ପ୍ରଦୀପ୍ତ ଏହିସବୁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ସ୍ମିତାରାଣୀ ହତ୍ୟାକାଣ୍ଡ…

ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ଆମନ୍ତ୍ରଣ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶିବାଜୀ ପାର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରାଯାଇଥିବା ସୂଚନା ରହିଛି।…

ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଷ୍ଟେଜ୍‌ରେ ରହିବେ ଏହି କୃଷକ ପରିବାର

ମୁମ୍ବାଇ,୨୮।୧୧: ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇର ଶିବାଜୀ ପାର୍କରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ,…

ଓଡ଼ିଶାରେ ହ୍ରାସ ପାଉଛି ଦୁର୍ନୀତି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଏକଦା ଦେଶର ଭୋକର ଭୂଗୋଳ ଥିବା ଓଡ଼ିଶା ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଉଭା ହୋଇଛି। ସାରା ଭାରତବର୍ଷରେ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଏତେଟା ଇଚ୍ଛା ପ୍ରକାଶ କରୁନାହାନ୍ତି। ଅପରପକ୍ଷରେ ସମାନ ସମୟରେ ସଂଖ୍ୟାଧିକ ନୂଆ ପୁଞ୍ଜି…

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ଏବଂ…

ବଦଳିପାରେ ମଧ୍ୟ ପ୍ରଦେଶ ରାଜନୈତିକ ପାଣିପାଗ, ନୂଆ ଦଳ ଗଠନ କରିପାରନ୍ତି ସିନ୍ଧିଆ

ଭୋପାଳ, ୨୮।୧୧: ମଧ୍ୟ ପ୍ରଦେଶରେ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିିଆ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ସିନ୍ଧିଆଙ୍କ ସମର୍ଥକ ବିଧାୟକ ସୁରେଶ ରଥଖେଡା ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାରାଜା…

ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଫେଶନ ନାଁରେ କମ୍ପାନୀଗୁଡ଼ିକ ପ୍ରୋତ୍ସାହିତ କରୁଥିବା ନୂଆ ନିଶାଠାରୁ ଯୁବପିଢ଼ିଙ୍କୁ ସୁରକ୍ଷା ପାଇଁ ଏଭଳି ଆଇନର ଜରୁରୀ ଆବଶ୍ୟକତା ଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଇ-ସିଗାରେଟ (ଉତ୍ପାଦନ, ଆମଦାନୀ,…

କଶ୍ମୀର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ଶେଷ କରି ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନା, ଆର୍‌. ସୁଭାଷ ରେଡ୍ଡୀ ଏବଂ ବି.ଆର୍‌.…

ନାଥୁରାମଙ୍କୁ ‘ଦେଶଭକ୍ତ’ କହିଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହିଛନ୍ତି। ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ମହାତ୍ମା…

ଶିବାଜୀ ପାର୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କଲେ ହାଇକୋର୍ଟ

ମୁମ୍ବାଇ,୨୮ା୧୧(ପି.ଟି.): ଉଦ୍ଧବ ଠାକ୍‌ରେ ଶପଥ ନେବାକୁ ଯାଉଥିବା ଶିବାଜୀ ପାର୍କର ସୁରକ୍ଷାକୁ ନେଇ ବୁଧବାର ବମ୍ବେ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ସର୍ବସାଧାରଣ ପଡ଼ିଆରେ ଏପରି ଏକ କାର୍ଯ୍ୟକ୍ରମ ନିୟମିତ ସୁବିଧା ହେବା ଅନୁଚିତ। କାରଣ ଏହି ପଡ଼ିଆକୁ ଏପରି ଉତ୍ସବ ପାଇଁ…

ଏସ୍‌ପିଜି ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ସଂଶୋଧନ ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ପ୍ରସ୍ତାବିତ ବିଲ୍‌ ଅନୁଯାୟୀ କେବଳ ପ୍ରଧାନମନ୍ତୀ ଓ ତାଙ୍କ ସରକାରୀ ବାସଭବନରେ ରହୁଥିବା ପରିବାର…

କ୍ୟାବିନେଟ ପାଇଁ କସରତ: ଶିବସେନା ୧୫, ଏନ୍‌ସିପି ୧୫, କଂଗ୍ରେସ ଭାଗରେ ୧୩ ମନ୍ତ୍ରୀପଦ

ମୁମ୍ବାଇ,୨୮ା୧୧(ପି.ଟି.): ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାବେଳେ ବୁଧବାର ମହାରାଷ୍ଟ୍ର ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ କ୍ୟାବିନେଟର ରୂପରେଖ ସ୍ଥିର କରାଯାଇଛି। ମନ୍ତ୍ରିମଣ୍ଡଳରେ ୪୩ ସଦସ୍ୟ ରହିବେ। ଶିବସେନା ଓ ଏନ୍‌ସିପିର ୧୫ ଜଣ ଲେଖାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri