ପାଣିରେ ଲାଗିଲା ନିଆଁ
ଗୁଆହାଟି,୩।୨: ଆସାମ ଦିବ୍ରୁଗଡରେ ଏକ ତେଲ ପାଇପ ଲାଇନ୍ ଫାଟିଯିବା ଫଳରେ ନିଆଁ ଲାଗିଯାଇଛି। ଏହାର ଧୂଆଁରେ ଆଖପାଖ ଅଞ୍ଚଳର ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାଇପ ଲାଇନରେ ବିସ୍ଫୋରଣ ହେବା ଫଳରେ ଏହା ନିକଟରେ ଥିବା ଏକ ନଦୀ ମଧ୍ୟକୁ ବ୍ୟାପିଯାଇଥିଲା।…
ପ୍ରଜନନ ଋତୁରେ ଗ୍ରେ ସିଲ୍ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି
ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସ୍ ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗ୍ରେ ସିଲ୍ ଶବ୍ଦ…
କ୍ଷଣକ ମଧ୍ୟରେ ହାର୍ଟରୋଗୀଙ୍କୁ ସୁସ୍ଥ କରେ ଶୁଖିଲା ଲଙ୍କା
ଶୁଖିଲା ଲଙ୍କା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ଖାଲି ମସଲା ଭାବେ ବ୍ୟବହାର କରାଯାଏ ତା’ ନୁହେଁ। ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜଣାଶୁଣା ଆୟୁର୍ବେଦିକ୍ କ୍ରିଷ୍ଟୋଫର୍ କୁହନ୍ତି, ଶୁଖିଲା ଲଙ୍କା ହୃଦ୍ରୋଗୀଙ୍କ ପାଇଁ…
ଏହି କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀ
ବଲିଉଡ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥାଏ। ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲି, ରୋହିତ…
ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର
ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ ୫ଟି ମାଓବାଦୀ ବିରୋଧୀ ପୋଷ୍ଟରରୁ ଜଣାପଡ଼ୁଛି ଏହା ଡଙ୍ଗରିଆ କନ୍ଧ ବିକାଶ ପକ୍ଷରୁ ମରାଯାଇଛି।…
କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା
ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ଏବଂ ଭ୍ରଷ୍ଟାଚାରକୁ ରୋକିବା…
ଷ୍ଟେଶନ ରୋଡ୍ରୁ ୪ ଲକ୍ଷ ଟଙ୍କାର ମଦ ଜବତ: ଖସିଗଲେ ମା’ ପୁଅ
କଟକ ରୋଡ,୩।୨: ରାଜଧାନୀରେ ଚୋରା ବ୍ୟବସାୟ ବେଧଡକ ଚାଲିଛି। ବିଭିନ୍ନ ଜାଗାରେ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ ବିଦେଶୀ ଓ ଦେଶୀ ମଦ କାୟା ମେଲାଇଛି। ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଧୀନ ୬ନଂ ପ୍ଲାଟଫର୍ମ ଷ୍ଟୋନ ରୋଡରେ ଲକ୍ଷ୍ମୀସାଗର ଏବଂ କମିଶନରେଟ…
କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍ଏଏଲ୍ ପ୍ରସ୍ତୁତ କଲା ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍
ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍ ପିଟ୍ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍ ପ୍ରସ୍ତୁତ କରିପାରିଛି। ଏହାକୁ ହିନ୍ଦୁସ୍ତାନ ଏରୋନ୍ୟୁଟିକାଲ ଲିମିଟେଡ୍(ଏଚ୍ଏଏଲ୍)ର ବୈଜ୍ଞାନିକ ତିଆରି କରିଛନ୍ତି। ଏହା…
କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ
ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ କରିଥିଲା। ଜାନୁୟାରୀ ୩୧ ଏହାର ସମୟସୀମା…
୪୮ ବର୍ଷ ପୁରୁଣା ଟେନିସ ବହି ନିଜ ପାଖରେ ରଖନ୍ତି ଅଜିଙ୍କେ ରାହାଣେ: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡରେ ଗସ୍ତରେ ଯାଇଛି। ପାଞ୍ଚଟିକିଆ ଟି୨୦ ସିରିଜ୍ ହାତେଇବା ପରେ ଏବେ ୩ଟିକିଆ ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ…
କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ
ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା…
ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା
କେନ୍ଦୁଝର,୩।୨(ସ୍ବ.ପ୍ର.) : କେନ୍ଦୁଝର ପୋରାଞ୍ଚଳ ଅଧିନସ୍ଥ କୃଷକ ବଜାର ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିିର୍ମାଣ ନେଇ ବିରୋଧ ଜୋରଦାର ହୋଇଛି। ସୋମବାର ପ୍ରକଳ୍ପ ନିିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିବା ପୌରପାଳିକା ଅଧିକାରୀ ଓ କର୍ମଚାରୀଙ୍କୁ ଶତାଧିକ…
Archives


