ଅଜବ ସିରିଏଲ କିଲର୍: ଯିଏ ମଣିଷ ନୁହେଁ, ବିଲେଇକୁ କରନ୍ତି ଟାର୍ଗେଟ
ମଣିଷକୁ ମାରୁଥିବା ସିରିଏଲ କିଲର ବିଷୟରେ ତ ଆପଣ ଶୁଣିଥିବେ, କିନ୍ତୁ ବ୍ରିଟେନରେ ଜଣେ ସିରିଏଲ କିଲର୍ ଯିଏ ମଣିଷ ନୁହେଁ, ବିଲେଇକୁ ନିଜର ଟାର୍ଗେଟ କରନ୍ତି। ୨୦୧୪ରେ ଦକ୍ଷିଣ ଲଣ୍ଡନର କ୍ରାଏଡନ୍ ସହରରେ ବିଲେଇ ହତ୍ୟା ଖବର ପ୍ରଥମେ ସାମ୍ନାକୁ…
ବାଇକ୍ ପଛରୁ ଧକ୍କାଦେଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର
ମାର୍ଶାଘାଇ,୩।୨:(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ନଂ.୫(କ) ଟିକରପଙ୍ଗା ଛକ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମହାକାଳପଡ଼ା ଥାନା ସାହାବାଜପୁର ଗାଁର…
ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ପ୍ରଚାର ମଇଦାନରେ ମୋଦି
ନୂଆଦିଲ୍ଲୀ,୩।୨: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିରେ ପୂର୍ବରୁ ହେଭି ଓ୍ବେଟ୍ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନରେ ଦେଖାଦେଇଛନ୍ତି। ସେ ଦିଲ୍ଲୀର କାରକରଡୁମାରେ ଏକ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି।…
ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ
ନୂଆଦିଲ୍ଲୀ, ୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
୨୫ ଦିନିଆ ଭିଜାରେ ପାକିସ୍ତାନରୁ ଭାରତ ଆସିଲେ ୫୦ ହିନ୍ଦୁ ପରିବାର
ପଞ୍ଜାବ,୩।୨: ଓ୍ବାଘା-ଅଟାରି ସୀମା ଦେଇ ସୋମବାର ୫୦ ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଛନ୍ତି। ଏମାନେ ୨୫ ଦିନିଆ ଭିଜାରେ ଭାରତ ଗସ୍ତ କରିଛନ୍ତି। ଏହି ପାକିସ୍ତାନୀ ହିନ୍ଦୁମାନେ ହରିଦ୍ୱାରରେ ବୁଡ ପକାଇବାକୁ ଆସିଛନ୍ତି। ଲକ୍ଷ୍ମଣ ଦାସ ନାମକ ଜଣେ…
ଦିଶା ପଟାନୀ ଖୋଲିଲେ ଫିଟନେସର ରାଜ୍
ବଲିଉଡ୍ର ହଟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଦିଶା ପଟାନୀ ଆଗାମୀ ଫିଲ୍ମ ‘ମଲାଙ୍ଗ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ନିଜ ଫିଟନେସର ରାଜ୍ ଖୋଲିଛନ୍ତି ଦିଶା। ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସେ ପ୍ରତିଦିନ ଜିମ ଯିବା ସହ ଯୋଗାଭ୍ୟାସ ମଧ୍ୟ…
ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ
ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ ଦେଖିବା ପାଇଁ ସ୍ତ୍ରୀ ନୀତୁ, ପୁଅ ରଣବୀର ଓ…
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ
ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି ଆସିଥିବା ସୂଚନା ମିଳିଛି। ଏହା ଜମ୍ମୁ-କଶ୍ମୀରର ରିଆସି ଜିଲାରେ ହୋଇଥିବା ସୂଚନା ମିଳିଛି। ହେଲେ…
୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ
ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି। ସୋମବାର ଆହ୍ଲାବାଦ ହାଇକୋର୍ଟ ତାଙ୍କର ଜାମିନ ଆବେଦନର ଶୁଣାଣି କରିଥିଲେ। ଏହି ଶୁଣାଣିରେ କୋର୍ଟ…
କ୍ଷମା ମାଗିବା ପାଇଁ ଅନନ୍ତ ହେଗଡ଼େଙ୍କ ଉପରେ ଭାଜପା ପକାଇଲା ଚାପ
ନୂଆଦିଲ୍ଲୀ,୩।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ଏମ୍ପି ଅନନ୍ତ ହେଗଡ଼େଙ୍କୁ କ୍ଷମା ମାଗିବା ପାଇଁ ଦଳ ପକ୍ଷରୁ ଚାପ ପକାଯାଇଛି। ଅନନ୍ତ ମହାତ୍ମାଙ୍କ ନେତୃତ୍ୱରେ ହୋଇଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ। ଏହାକୁ ନେଇ…
୬୫ତମ ଫିଲ୍ମ ଫେୟାର ଆଓ୍ବାର୍ଡ: ଓ୍ବାର, ଉରି ସମେତ ଏହି ଫିଲ୍ମ ମାରିଲେ ବାଜି
ମୁମ୍ବାଇ: ୬୫ତମ ଆମାଜନ ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୦ ଚଳିତ ଥର ଆସାମରେ ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। ତେବେ ଏହି ଆଓ୍ବାର୍ଡ ସେରିମନି ପୂର୍ବରୁ ନୋମିନେଶନ୍ ଲିଷ୍ଟ ଜାରି କରାଯାଇଛି। ଚଳିତ ଥର ମୁଖ୍ୟ ଆଓ୍ବାର୍ଡ ନୋମିନେଶନରେ ୧୯ କାଟାଗୋରିକୁ ସାମିଲ…
ହିଜ୍ବୁଲ୍ ମୁଜାହିଦ୍ଦିନ୍ ସହିତ ସମ୍ପର୍କ: ପୂର୍ବତନ ବିଧାୟକଙ୍କୁ ଜେରା କରିବ ଏନ୍ଆଇଏ
ଶ୍ରୀନଗର,୩।୨: ଆତଙ୍କବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ ସହିତ ସମ୍ପର୍କ ଅଭିଯୋଗରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ଶେଖ୍ ଅବଦୁଲ୍ ରଶିଦ୍ଙ୍କୁ ଏନ୍ଆଇଏ ଜେରା କରିବ। ହିଜ୍ବୁଲ୍ କମାଣ୍ଡର ସୟଦ୍ ନଓ୍ବିଦ୍ ମୁସ୍ତାକ୍ ଅହମ୍ମଦ୍ ଓରଫ୍ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଅଭିଯୋଗ…
Archives


