ମୋଦିଙ୍କ ଗସ୍ତ ପୂର୍ବରୁ କୋକ୍ରାଝରରେ ଲୋକେ ଜାଳୁଛନ୍ତି ଦୀପ
କୋକ୍ରାଝର,୬।୨: ବୋଡୋ ସମସ୍ୟାର ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରୁଛନ୍ତି। ଏନେଇ କୋକ୍ରାଝରରେ ଲୋକେ ବୁଝାମଣା ସଫଳ ହୋଇଥିବାରୁ ଖୁସିରେ ଦୀପ ଜାଳୁଛନ୍ତି। ମୋଦି ଫେବୃୟାରୀ ୭ରେ ଆସାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୋଦି କୋକ୍ରାଝରରେ…
ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ
ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଔଡ୍ରେ ଅଜୋଲେ କହିଛନ୍ତି। ଭାରତର ଲକ୍ଷ୍ୟ ଏବଂ ଚିନ୍ତାଧାରା ୟୁନେସ୍କୋକୁ ବେଶ୍ ପ୍ରଭାବିତ…
ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଆକ୍ରମଣ ଘଟଣା:ଗିରଫ ସଂଖ୍ୟା ୪ ଛୁଇଁଲା
ଭଣ୍ଡାରିପୋଖରୀ, ୬।୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ସ୍ବାଇଁ ଏବଂ ଆର୍ଆଇ ରାମନାରାୟଣ ସାମଲଙ୍କୁ ଗତ ସୋମବାର ମଞ୍ଜୁରିରୋଡ୍ ଆର୍ଆଇ ଅଫିସ୍ରେ ପଶି ବାଲିମାଫିଆ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତଙ୍କୁ…
କେରଳରୁ ଫେରନ୍ତା ୪ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା
ଫୁଲବାଣୀ ଅଫିସ, ୬ା୨- କରୋନା ଭୟ ଏବେ ସବୁଠି ଘାରିଛି । ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ ନେଇ କନ୍ଧମାଳ ଜିଲା ଫୁଲବାଣୀରେ କରୋନା ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଥିଲା । ତାଙ୍କ ନମୂନା ପରୀକ୍ଷା ପରେ ସେ…
୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା
ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ି…
ଶ୍ରମିକ ପଞ୍ଜୀକରଣ ହେଉନି: ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା
ଛତ୍ରପୁର,୬ା୨(ଡି.ଏନ.ଏ)-ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ପରେ ଜିଲା ଶ୍ରମ ଅଧିକାରୀ ଶିବ ସାହୁଙ୍କ ସହ ୟୁନିୟନର ଏକ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା…
ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର
ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍.ଏସ୍. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ସମାଜରେ ଲେପର୍ସିକୁ ନେଇଥିବା ଧାରଣାରେ ବିଗତ ଦିନରେ ଯଥେଷ୍ଟ ପରିବର୍ତ୍ତନ…
ଚାଇନାରୁ ସ୍ବଦେଶ ଫେରିଥିବା ଭାରତୀୟ କରୋନା ମୁକ୍ତ: ବହିର୍ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୬।୨: ଚାଇନାରୁ ସ୍ବଦେଶ ଫେରିଥିବା ୬୪୦ ଭାରତୀୟ କରୋନା ମୁକ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଭାରତୀୟଙ୍କ ସହିତ ଥିବା ମାଳଦୀପର ୭ ଯାତ୍ରୀଙ୍କଠାରେ ମଧ୍ୟ କରୋନା ସଂକ୍ରମଣ ଲକ୍ଷଣ ନ ଥିବା ବହିର୍ବ୍ୟାପାର ପ୍ରବକ୍ତା ରବିଶ୍…
ମହାକାଶରେ ୩୨୮ ଦିନ ବିତାଇ ପୃଥିବୀକୁ ଫେରିଲେ କ୍ରିଷ୍ଟିନା କୋଚ୍
ଓ୍ବାଶିଂଟନ,୬।୨: ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ ରେକର୍ଡ କରିଛନ୍ତି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। କ୍ରିଷ୍ଟିନା କୋଚ୍ଙ୍କ ସହିତ ୟୁରୋପୀୟ…
ଚାଇନାରେ ଥିବା ପାକିସ୍ତାନୀ ଛାତ୍ର ଭାରତକୁ ମାଗିଲେ ସହାୟତା
ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏପରିସ୍ଥଳେ ଛାତ୍ରମାନେ ଭାରତ ସହାୟତା ଲୋଡିଛନ୍ତି। ସେମାନେ ବିକଳରେ ଉହାନ୍ରୁ…
କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ ପ୍ରଚାର କରୁଥିବା ସିଙ୍ଗର ଡ୍ୟାନ୍ସର ସ୍ବପ୍ନା ଚୌଧୁରୀ ଉପସ୍ଥିତ ଲୋକଙ୍କୁ କାହାକୁ ଜିତାଇବାକୁ ଚାହୁଁଛନ୍ତି…
ଆସିମ୍ଙ୍କ ସମର୍ଥନରେ WWE ଷ୍ଟାର ଜନ୍: ଧନ୍ୟବାଦ ଜଣାଇଲେ ପ୍ରଶଂସକ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ଭିନ୍ନ ପ୍ରତିଯୋଗୀଙ୍କ ସମର୍ଥନରେ ମଧ୍ୟ ବାହାରୁଛନ୍ତି। ସେମାନଙ୍କ ମଧ୍ୟରୁ ଆସିମ୍ ରିଆଜ୍ଙ୍କ…
Archives


