ଖୁବ୍ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍ ହରଭଜନ ସିଂ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍ସ୍ପିନର୍ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍ସିପ୍’ରେ ହରଭଜନ ଲିଡ୍…
ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ସ୍ଥାପିତ ହେବ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ
ଜାକର୍ତ୍ତା, ୪।୨: ଇଣ୍ଡୋନେସିଆରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏନେଇ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବାଲିର ଦେନପାସାରଠାରେ କାର୍ଯ୍ୟ କରିବ। ଏହାକୁ ଆଇ ଗୁଷ୍ଟି ବାଗୁସ୍ ସୁଗ୍ରୀବ ଷ୍ଟେଟ୍ ହିନ୍ଦୁ ୟୁନିଭରସିଟି ଭାବେ ନାମିତ କରାଯାଇଛି।…
ସିଆଚେନ୍-ଡୋକଲାମ୍ରେ ଭୋକରେ ରହୁଛନ୍ତି ଯବାନ: ମିଳୁନି ଖାଦ୍ୟ ପଦାର୍ଥ
ନୂଆଦିଲ୍ଲୀ,୪।୨: ଭାରତ-ଚାଇନା ସୀମାରେ ସମୁଦ୍ର ପତ୍ତନଠାରୁ ୯ ହଜାରରୁ ଅଧିକ ଫୁଟ ଉଚ୍ଚରେ ଦେଶ ସୁରକ୍ଷାରେ ସେନା ଯବାନ ମୁତୟନ ରହିଛନ୍ତି। ଏଠାରେ ଥିବା ସିଆଚେନ୍ ଏବଂ ଡୋକଲାମ ଆଦି ଦୁର୍ଗମ ଅଞ୍ଚଳରେ ସେନା ଯବାନଙ୍କୁ ଖାଦ୍ୟ ପଦାର୍ଥ ଠିକ୍ ସମୟରେ…
ଦିଲ୍ଲୀ ଜୟ ପାଇଁ ୨୪୦ ଏମ୍ପିଙ୍କୁ ଭାଜପାର କଡ଼ା ନିର୍ଦ୍ଦେଶ: ୪ ଦିନ ରହିବେ ବସ୍ତିରେ
ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ୨୪୦ ଏମ୍ପିଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏମ୍ପିମାନେ ଆସନ୍ତା ୪ ଦିନ ଧରି ଦିଲ୍ଲୀରେ ରହିବାକୁ ହାଇକମାଣ୍ଡ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ବସ୍ତିକୁ…
ସ୍ୟାଣ୍ଡଓ୍ବିଚ୍ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା
ସ୍ୟାଣ୍ଡ୍ଓ୍ବିଚ୍ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍। ଆଫ୍ରିକା ଏବଂ ୟୁରୋପରେ ଥିବା ସିଟିଗ୍ରୁପ୍ କମ୍ପାନୀ ଅଧୀନରେ ସେ କାମ କରୁଥିଲେ। ତାଙ୍କ ବାର୍ଷିକ ରୋଜଗାର…
ସିଏଏ ଏବଂ ଏନ୍ଆର୍ସି ବିରୋଧରେ ପ୍ରସ୍ତାବ ପାରିତ କଲା ଦେଶର ପ୍ରଥମ ଗାଁ
ଅହମ୍ମଦନଗର,୪।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି) ବିରୋଧରେ ମହାରାଷ୍ଟ୍ରର ଏକ ଗାଁରେ ପ୍ରସ୍ତାବ ପାରିତ ହୋଇଛି। ଅହମ୍ମଦନଗର ଜିଲାରେ ଥିବା ଇସ୍ଲାକ୍ ଗାଁରେ ଏଭଳି କରାଯାଇଛି। ଗାଁରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର୍)କୁ ମଧ୍ୟ ବିରୋଧ କରାଯାଇଛି। ଗାଁର…
ଶେଷ କେମୋ ଭିଡିଓ ଶେୟାର କରି ରାତାରାତି ଷ୍ଟାର୍ ପାଲଟିଲେ ମହିଳା
କ୍ୟାନସ୍ର ବା କର୍କଟ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀଟି ମୃତ୍ୟୁବରଣ କରିଥାଏ। କ୍ୟାଟି ହେଲେଣ୍ଡ ନାମକ…
ଧୋନୀ ମର୍ସିଡିଜ୍, ମନୀଷ ପାଣ୍ଡେ ଅଲଟୋ କାର୍
ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍ସୁଇପ୍ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଏହି ବିଜୟରେ ଉଭୟଙ୍କ ଯୋଗଦାନ ଥିବା ଆଲୋଚନା…
୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ
ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମିଳୁ ନାହିଁ। ଏନେଇ ସିଏଜିଙ୍କ ପକ୍ଷରୁ ଲୋକ ସଭାରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ପ୍ରକାଶ…
ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ
ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ସମସ୍ତଙ୍କୁ…
ଅସୁସ୍ଥତା କାରଣରୁ ନିର୍ବାଚନ ରାଲିରେ ଯୋଗ ଦେଇ ନ ପାରନ୍ତି ସୋନିଆ
ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ୫ ଫେବୃୟାରୀରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ସୋନିଆ ଅସୁସ୍ଥ ଥିବାରୁ ତାଙ୍କର ଏହି ରାଲିକୁ ବନ୍ଦ କରାଯାଇପାରେ ବୋଲି କୁହାଯାଉଛି। ମଙ୍ଗଳବାର…
ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା
ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ପ୍ରଥମ ଥର…
Archives


