ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍ କୁନି ‘ମଫଲରମ୍ୟାନ’
ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ଝଡ ବେଗରେ ଭାଇରାଲ ହେଉଛି କୁନି ‘ମଫଲରମ୍ୟାନ’ଙ୍କ ଫଟୋ। ଏଏପି…
ରାସ୍ତା ଜାମ୍ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ
ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍ ଜାମ୍ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର ଥିବା ଆମ୍ବୁଲାନ୍ସଟି ଭିଡ଼ରେ ଫସିଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।…
କରୋନାଭାଇରସ୍ରେ ସଂକ୍ରମିତ ମା’ ଜନ୍ମଦେଲେ ସୁସ୍ଥ ସନ୍ତାନ
ବେଜିଂ,୧୧।୨: ଚାଇନାରେ କରୋନାଭାଇରସ୍ ଏବେ ମହାମାରୀର ରୂପ ନେଲାଣି। ଚାଇନା ସହ ଅନ୍ୟ ଦେଶଗୁଡିକରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ…
ମୁଜାଫରପୁର ସେଲ୍ଟର ହୋମ୍ ମାମଲା: ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲ
ନୂଆଦିଲ୍ଲୀ,୧୧।୨: ବିହାର ମୁଜାଫରପୁରଠାରେ ଥିବା ଏକ ସେଲଟର୍ ହୋମ୍ରେ ଝିଅମାନଙ୍କୁ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ କୁମାର ଠାକୁରଙ୍କୁ ଆଜୀବନ ଜେଲଦଣ୍ଡ ଘୋଷଣା କରିଛନ୍ତି…
୧୫ ମିନିଟ୍ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର
ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା ଆରମ୍ଭ ହୋଇଥିଲା। ଏହାପରେ ୮ଟା ୧୫ରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଆଗୁଆ…
୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା
ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା ସରକାର ରହିଛନ୍ତି। ୨୦୧୭ରେ ୧୯ଟି ରାଜ୍ୟରେ ଭାଜପା ସରକାରଥିବାବେଳେ ଏବେ ତାହା କମିବାରେ ଲାଗିଛି।…
ପରାଜୟ ସ୍ବୀକାର କରି କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ କପିଳ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖି ଭାଜତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଳ ମିଶ୍ରା ଏକପ୍ରକାର ନିଜର ପରାଜୟ ସ୍ବୀକାର କରିନେଇଛନ୍ତି। ମଡେଲ ଟାଉନ୍ ଆସନରୁ ଭାଜପା ଟିକେଟ୍ରେ ନିର୍ବାଚନ ଲଢିଥିବା କପିଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପୁଳ…
ପତ୍ନୀଙ୍କ ଜନ୍ମଦିନରେ କେଜରିଓ୍ବାଲଙ୍କ ବିଶେଷ ଉପହାର
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ମଙ୍ଗଳବାର ହେଉଛି ଏକ ବିଶେଷ ଦିନ। ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିରେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତଠାରୁ ଆଗରେ ଚାଲିଥିବା…
ଶିଲାଙ୍କ ପରି ହ୍ୟାଟ୍ରିକ୍ ମାରିପାରନ୍ତି କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ଶାସନ କ୍ଷମତାର ଚାବି ପୁଣି ଆମ ଆଦମୀ ପାର୍ଟି(ଏଏପି) ହାତକୁ ଯାଉଥିବା ନେଇ ସୂଚନା ମିଳୁଛି। ଯଦି କେଜରିଓ୍ବାଲ ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରନ୍ତି, ତେବେ କଂଗ୍ରେସର ବରିଷ୍ଠ ନେତ୍ରୀ ସ୍ବର୍ଗତା ଶିଲା ଦୀକ୍ଷିତଙ୍କ ଭଳି…
ଆତ୍ମଘାତୀ ବିସ୍ଫୋରଣ: ୫ ମୃତ
କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୧୨ରୁ ଅଧିକ ଳୋକ ଆହତ ହୋଇଛନ୍ତି। ଆହତଙ୍କୁ…
ଚାଇନାରୁ ରାଞ୍ଚି, ଜମସେଦପୁରକୁ ଫେରିଥିବା ୪ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ
ରାଞ୍ଚି,୧୧।୨: ଚାଇନା ସହ ବିଶ୍ୱର ଅନ୍ୟ ଦେଶଗୁଡିକରେ କରୋନାଭାଇରସ୍ ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନାଭାଇରସ୍ରେ ସଂକ୍ରମିତରୁ ହୋଇଥିବା…
ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍ଜିଟ୍ ପୋଲ୍ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ଏନେଇ ଏଏପିର ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀବାସୀ…
Archives


