ଭୁବନେଶ୍ୱର ହେବ ଗାର୍ବେଜ୍ ଫ୍ରି ସିଟି
ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍ଆରଏଫ) ଓ ପ୍ୟାରୋଲାଇସିସ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆଉ ଡଷ୍ଟବିନ୍ର ବ୍ୟବହାର ହେବନାହିଁ। ସଫେଇ…
ରେଳମନ୍ତ୍ରୀଙ୍କୁ ଭେଟିଲା ବିଧାନସଭା ରେଲଓ୍ବେ କମିଟି
ଭୁବନେଶ୍ୱର,୧୨।୨(ବ୍ୟୁରୋ) :ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟବରାଦଠାରୁ ୧୬୨୦କୋଟି ଟଙ୍କା କମ୍ ରହିଥିବା ଯୋଗୁ ବିଧାନସଭାର ରେଲଓ୍ବେ କମିଟି ଉଦ୍ବେଗ ପ୍ରକାଶ କରିଛି। କେନ୍ଦ୍ରର…
ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ: ନିଶିକାନ୍ତ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି(ଏଏପି) ତୃତୀୟଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଫଳତା ପାଇଛି। ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, ଗୋଆ ଭଳି ରାଜ୍ୟରେ ଦଳର ସଙ୍ଗଠନ ରହିଛି। ଓଡ଼ିଶାରେ ମଧ୍ୟ ଦଳ କାର୍ଯ୍ୟ କରୁଛି। ନିର୍ବାଚନୀ ରାଜନୀତିରେ ଦଳ…
କୁହୁଡି ହେଲା କାଳ: ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ, ୪ ଆହତ
ଭଦ୍ରକ ଅଫିସ, ୧୨।୨: କୁହୁଡି ଯୋଗୁ ଆମ୍ବୁଲାନ୍ସକୁ ପଛରୁ ପିଟିଛି ଆଉ ଏକ ଆମ୍ବୁଲାନ୍ସ। ଏଥିରେ ଦୁଇ ଜଣ ରୋଗୀଙ୍କ ସହ ୪ଜଣ ଆହତ ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥନ୍ର ଭଦ୍ରକ ଡାହାଣୀଗଢିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ…
ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା
ବେଜିଂ,୧୨।୨: ଭାଲେଣ୍ଟାଇନ୍ ଓ୍ବିକ୍ର ଷଷ୍ଠ ଦିନକୁ କିସ୍ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ଚିକିତ୍ସା ବୈଜ୍ଞାନୀ ମତ ଦେଇଥାନ୍ତି। ଏହା ଅବସାଦ ଦୂର…
ଟ୍ରକ୍କୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨ ମୃତ, ୧୫ ଗୁରୁତର
ଭଦ୍ରକ ଅଫିସ, ୧୨।୨: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟଛି ଏକ ତୀର୍ଥଯାତ୍ରୀ ବସ୍। ଫଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ଓ ୨୦ ଜଣରୁ ଅଧିକ…
ଗ୍ରାମ୍ୟ ନ୍ୟାୟାଳୟ ବିଳମ୍ବକୁ ନେଇ ରାଜ୍ୟକୁ ସୁପ୍ରିମକୋର୍ଟ ଝଟକା
ନୂଆଦିଲ୍ଲୀ,୧୨ା୨: ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନକୁ ନେଇ ଏକ ପିଟିଶନ ଉପରେ ସତ୍ୟପାଠ ଦାଖଲରେ ବିଳମ୍ବ କରିଥିବା ଓଡ଼ିଶା ସରକାରଙ୍କ ଉପରେ ସୁପ୍ରିମକୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ। ଅର୍ଥଦଣ୍ଡରୁ ବାଦ୍ ଦେବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନକୁ…
ବ୍ରଜେଶଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଜେଲ
ନୂଆଦିଲ୍ଲୀ,୧୨ା୨(ପି.ଟି.): ବିହାରର ମୁଜାଫରପୁର ଜିଲାରେ ଶେଲ୍ଟର ହୋମ୍ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ବ୍ରଜେଶ ଠାକୁରଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଜେଲ୍ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଦୌରାଜଜ୍ ସୌରଭ କୁଳଶ୍ରେଷ୍ଠଙ୍କ ଅଦାଲତ ଜାନୁୟାରୀ ୨୦ରେ ବ୍ରଜେଶ…
ସୁପ୍ରିମକୋର୍ଟ ଗଲେ ବିନୟ ଶର୍ମା
ନୂଆଦିଲ୍ଲୀ,୧୨ା୨(ପି.ଟି.): ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ତାଙ୍କ ରାଜକ୍ଷମା ଆବେଦନ ଖାରଜ କରିବା ପରେ ବିନୟ ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି…
ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ
ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ କରିଥିବା କଂଗ୍ରେସ କ୍ରମାଗତ ଦ୍ୱିତୀୟ ଥର ଲାଗି ଖାତା ଖୋଲିପାରିନାହିଁ। ଏପରିକି ଦିଲ୍ଲୀ କଂଗ୍ରେସ…
ୟୁରୋପ ଜାଣୁ ଚାଇନା କ’ଣ
ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍ପିଙ୍ଗ୍ ଚାଇନାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନିଜ ଦେଶକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି, ତଥାପି…
ବିଜୟର ୬ ବଡ଼ କାରଣ
ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ନିର୍ବାଚନରେ ବଡ଼ ବିଜୟ ହାସଲ ସହ ଏଏପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଏଏପି ବିଜୟର କେତେକ କାରଣ ନିମ୍ନରେ ଦିଆଗଲା। ୧- ଜାତୀୟ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ସ୍ଥାନୀୟ ପ୍ରସଙ୍ଗକୁ ଦିଲ୍ଲୀବାସୀ ଅଗ୍ରାଧିକାର…
Archives


