Home

୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ

ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୩୫୫ରେ ପହଞ୍ଚିଛି। ସେହିପରି ୬୦ ହଜାରରୁ ଅଧିକ…

ସୁପାରିକିଲର ମାମୁଦ ଏନଏସ୍‌ଏରେ ଭର୍ତ୍ତି: ୧୪ଟି ଅପରାଧ ସହ ସମ୍ପୃକ୍ତ

ବାଲେଶ୍ୱର ଅଫିସ,୧୩।୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ଅଞ୍ଚଳର ସୁପାରିକିଲର ସେକ ମାମୁଦ (୨୪)ଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁମୋଦନକ୍ରମେ ଗୁରୁବାର ଏନଏସଏ(ଜାତୀୟ ନିରାପତ୍ତା ଆଇନ)ରେ ଭର୍ତ୍ତି କରାଯାଇଛି। ଏନେଇ ଡିଏସ୍‌ପି ମନୋଜ ମନୋଜ ରାଉତ ସୂଚନା…

ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି। ଏଏସ୍‌ଆଇ ଏସ୍‌. ପାତ୍ର, ଏଏସ୍‌ଆଇ କେ. ଏସ ପଣ୍ଡା, କନଷ୍ଟେବଳ ପ୍ରଭାକର ସ୍ବାଇଁ ଓ…

ସ୍ପାଇସ୍‌ ଜେଟ୍‌ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୧୩।୨: ସ୍ପାଇସ୍‌ ଜେଟ୍‌ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରି ତୁରନ୍ତ ଏଭଳି କରାଯାଇଥିବା କୁହାଯାଇଛି। ଦିଲ୍ଲୀ ପହଞ୍ଚିବା…

ଭୁଲ ସ୍ବୀକାର କଲେ ଶାହା: ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ନ ଥିଲା ଠିକ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ଭୁଲ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ଠିକ ନ ଥିଲା। ଭାଜପା ଏକ ବଡ଼ ରାଜନୈତିକ ଦଳ।…

ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌: ମାଲେସିଆଠାରୁ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୩ା୨ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ ଗ୍ରୁପ୍‌ ‘ବି’ରେ ଭାରତୀୟ ପୁରୁଷ ଦଳ ଏହାର ଦ୍ୱିତୀୟ ମୁକାବିଲାରେ ମାଲେସିଆଠାରୁ ୧-୪ ହାରିଯାଇଛି। ଏଥିରେ ଡବଲ୍ସ ସ୍ପେଶାଲିଷ୍ଟ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅନୁପସ୍ଥିତି ଅନୁଭବ କରାଯାଇଥିଲା। ଗୋଇଠିରେ ଯନ୍ତ୍ରଣା…

୨୦୧୯ ଏଫଆଇଏଚ୍‌ ପୁରସ୍କାର: ମନପ୍ରୀତ ‘ପ୍ଲେୟର ଅଫ ଦି ଇୟର’

ନୂଆଦିଲ୍ଲୀ, ୧୩।୨- ଭାରତୀୟ ହକି ପାଇଁ ଆସିଛି ଆଉ ଏକ ଖୁସି ଖବର। ଅଧିନାୟକ ମନପ୍ରୀତ ସିଂ ପାଇଛନ୍ତି ଏଫଆଇଏଚ୍‌ ‘ପ୍ଲେୟର ଅଫ ଦି ଇୟର’ ପୁରସ୍କାର। ୧୯୯୯ରେ ପୁରସ୍କାର ପ୍ରଚଳନ ହେବାଠାରୁ ପ୍ରଥମ ଭାରତୀୟ ଭାବେ ମିଡ୍‌ଫିଲ୍ଡର ମନପ୍ରୀତ ଏହି…

ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ ବୟସ୍କ ଋଷି ଟ୍ରେଜେରୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବ ଅର୍ଥମନ୍ତ୍ରୀ ସାଜିଦ୍‌…

କାଗଜପତ୍ର ଜବତ କଲା ପୋଲିସ: ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଜାଲ ସାର୍ଟିଫେକେଟ ଦେଇ ଅନେକ ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାର ସମସ୍ତ ୨୨ ବ୍ଲକରେ ଏହାର ଖୋଳାତାଡ ଆରମ୍ଭ ହୋଇଛି । ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା…

ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି। ଅବସରକାଳୀନ ସହାୟତା ଏବଂ ପେନସନ୍‌ କରିଦେବା ପାଇଁ ୫…

ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଜାପାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଜାପାନର ଉତ୍ତରରେ ଥିବା ହୋକ୍କାଇଡୋର ପୂର୍ବ ଉପକୂଳରେ ଭୂଗର୍ଭର ୬୦ କିମି ତଳେ ଥିଲା…

କଂଗ୍ରେସ ନୂଆ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଆବଶ୍ୟକ: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଛନ୍ତି। ଦେଶରେ ବହୁ ପ୍ରସଙ୍ଗ ଏବେ ବଦଳିସାରିଛି। ତେଣୁ କଂଗ୍ରେସ ନୂଆ ବିଚାରଧାରା ସହିତ କାର୍ଯ୍ୟ କରିବା ଆବଶ୍ୟକ। ଦିଲ୍ଲୀରେ ଲଗାତାର ୧୫ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri