Home

ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼: କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ତାଗିଦ

ଗାନ୍ଧିନଗର,୧୩।୨: କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗୁଜରାଟର ଏକ କମ୍ପାନୀ ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼ିବାକୁ ତାଗିଦ କରାଯାଇଛି। ରାଜକୋଟରେ ଥିବା ପର୍ବ ମେଟାଲ…

ମନେ ପଡିଲେନି ମମତା

କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍‌ ଲେକ୍‌ ସେକ୍ଟର-୫ ଓ ସତ୍‌ ଲେକ୍‌ ଷ୍ଟାଡିୟମ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍‌ଘାଟନ ଉତ୍ସବ ପାଇଁ ଯେଉଁ ନିମନ୍ତ୍ରଣ ପତ୍ର ଛପାଯାଇଥିଲା ତାହ ଏବେ ଚର୍ଚ୍ଚାକୁ ଆସିଛି। ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ପୁଣି ସେହ୍ବାଗ-ସଚିନ କରିବେ ଓପନିଂ: ମାରିବେ ଛକା, ଚୌକା

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଖେଳୁଥିବାର ଦେଖାଯିବ। ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଏହି ସିରିଜରେ ମୋଟ…

ରତନ ଟାଟାଙ୍କ ପ୍ରେମ କାହାଣୀ: ଚାଇନା ଯୋଗୁ ପ୍ରେମିକାଙ୍କୁ କରିପାରିଲେନି ବିବାହ

ମୁମ୍ବାଇ,୧୩।୨: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ଚାଇନା ଯୋଗୁ ପ୍ରେମିକାଙ୍କୁ ବିବାହ କରି ପାରି ନ ଥିଲେ। ଏ ସମ୍ପର୍କରେ ସେ ନିଜ ଫେସ୍‌ବୁକ୍‌ ପେଜ୍‌ ହ୍ୟୁମାନ୍ସ୍‌ ଅଫ୍‌ ଦି ବମ୍ବେରେ ଶେୟାର କରିଛନ୍ତି। ରତନଟାଟା ଏହାକୁ ବୁଧବାର ରାତିରେ…

ଜଳିଗଲା ୩ ବଖରା: ଆସବାବପତ୍ର, ଧାନଚାଉଳ ପୋଡ଼ି ପାଉଁଶ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତସ୍ଥ ତୋରଣମଦା ଗ୍ରାମର ପଞ୍ଚାନନ ଜେନାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି। ଘରେ ଥିବା ଆସବାବପତ୍ର ସମେତ ଧାନ ଚାଉଳ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଖବର…

ପୁଲଓ୍ବାମା ଆକ୍ରମଣ: ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି

ନୂଆଦିଲ୍ଲୀ,୧୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ୍‌ ହୋଇଥିଲେ। ସମୟ ବିତି ଯାଇଛି। ତେବେ ଶହୀଦ୍‌ଙ୍କୁ ମାତୃଭୂମି ଝୁରୁଛି। ଆତଙ୍କବାଦୀ ଷଡ଼ଯନ୍ତ୍ର…

ଭାଇରାଲ ଆଡମିଟ କାର୍ଡ ନକଲି, ବୋର୍ଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆଗକୁ ମାଟ୍ରିକ୍‌ ପରୀକ୍ଷା। ଏହା ପୂର୍ବରୁ ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ ହେବା ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଭାଇରାଲ ଆଡମିଟ କାର୍ଡ ନକଲି।…

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା ଆସନରୁ ଲଗାତର ଦ୍ୱିତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକ ପ୍ରବୀଣ କୁମାରଙ୍କ ପିତା…

ଘରୋଇ ଉପାୟରେ ଦୂର ହୁଏ ଆଣ୍ଠୁ, କହୁଣୀରେ ପଡୁଥିବା କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ କହୁଣୀ ଓ ଆଣ୍ଠୁର ଯତ୍ନ ନେଲେ ଏହି ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ ଏ…

ହଟ୍‌ ଲୁକ୍‌ରେ ନେହା, ଆଦିତ୍ୟ

ବଲିଉଡ୍‌ ସିଙ୍ଗର ନେହା କକ୍କର ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲଛି। ଭାଲେଣ୍ଟାଇନ୍ସ ଡେରେ ଉଭୟ କୁଆଡେ ବିବାହ ବନ୍ଦନରେ ଆବଦ୍ଧ ହେବେ। ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ଉଭୟ ଏକ ମ୍ୟୁଜିକ୍‌…

ଶ୍ରମିକଙ୍କ ମୃତଦେହ ବୋଲେରୋରେ ନେଉଥିଲେ ପ୍ଲାଣ୍ଟ କର୍ମଚାରୀ: ରାସ୍ତାରୁ ଜବତ କଲା ପୋଲିସ

ପରଜଙ୍ଗ,୧୩।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀରେ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକଙ୍କ ନାଁ ଗୋପୀନାଥ। ଘର କଲିକତା ଅଞ୍ଚଳରେ ବୋଲି ସୂଚନା ମିଳିଛି।…

୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ପାହାଡ଼ରେ ହୋଇଥିଲା ମାନବ ସୃଷ୍ଟି

ଜୋହାନ୍ସ୍‌ବର୍ଗ,୧୩।୨: ମାନବ ସୃଷ୍ଟିକୁ ଇତିମଧ୍ୟରେ କୋଟି କୋଟି ବର୍ଷ ବିତିଯାଇଛି। ଗବେଷକଙ୍କ ଅନୁସାରେ ପ୍ରାୟ ୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ମଖଞ୍ଜଓ୍ବା ପାହାଡ଼ରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀ ସୃଷ୍ଟିର କିଛି କାଳ ପରେ ସମଗ୍ର ଅଞ୍ଚଳ ପାଣିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri